Browsing Category

ବଜାର

ନଭେମ୍ବରରେ ହୋଣ୍ଡା ୨ ହ୍ୱିଲର୍ସ ବିକ୍ରିରେ ୧୧ଧ ଭଳି ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି

ଭୁବନେଶ୍ୱର: ଉତ୍ସବ ଋତୁରେ ବିକ୍ରି ବହୁତ ଭଲ ରହିବା କାରଣରୁ ଚଳିତ ବର୍ଷ ନଭେମ୍ବରରେ ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ୧୧ଧ ବୃଦ୍ଧି ହାସଲ କରିଛି । ୨୦୧୯ରେ କଂପାନି ୩୭୩,୨୮୩ଟି ଗାଡ଼ି ବିକିଥିଲା । ଚଳିତ ବର୍ଷ ସେହି…

କେୟାର ହେଲଥ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଅଭିନବ ଉତ୍ସବ କେୟାର ସିଲଡ୍‌ ଉନ୍ମୋଚିତ

ଭୁବନେଶ୍ୱର: କେୟାର ହେଲଥ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏହାର ସଦ୍ୟତମ ଉତ୍ପାଦ କେୟାର ସିଲ୍‌ଡକୁ ଉନ୍ମୋଚନ କରାଯାଇଛି । ଏହି ତିନି ପ୍ରକାର ସୁବିଧା ଥିବା ଅଭିନବ ଉତ୍ପାଦକୁ ବର୍ଦ୍ଧିତ ମୁଦ୍ରାସ୍ଫୀତି, ଆଗରୁ ସାମିଲ ନଥିବା କିଛି ନିର୍ଦିଷ୍ଟ ମେଡିକାଲ୍‌ ଖର୍ଚ ଏବଂ ନୋ କ୍ଲେମ୍‌ ବୋନସ୍‌ ଲାଭ…

ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍‌.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ

ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍‌.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନି୍ସଂ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ…

ଦେଶର ପ୍ରଥମ ପ୍ରିମିୟମ୍‍ ଗ୍ରେଡ୍‍ ପେଟ୍ରୋଲ୍‍ ‘ଅକ୍ଟେନ୍‍୧୦୦’ର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ

ଦେଶର ନାଗରିକଙ୍କ ଜୀବନଶୈଳୀକୁ ଅଧିକ ସହଜ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗତକାଲି ଇଣ୍ଡିଆନ୍‍ ଅୟେଲ୍‍ ଦ୍ୱାରା ଦେଶର ପ୍ରଥମ ପ୍ରିମିୟମ୍‍ ଗ୍ରେଡ୍‍ ପେଟ୍ରୋଲ୍‍…

ଭିତରକନିକାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ଇକୋ ରିଟ୍ରିଟ୍‍ ଅବସରରେ ଭାସମାନ ରେସ୍ତୋରାଁ

ଇକୋ ରିଟ୍ରିଟ୍‍ ଇକୋ ରିଟ୍ରିଟ୍‍ ଆସୁଛି ନୂଆ ରୂପରେ  । ଚିରାଚରିତ ଧାରାରେ ଏହା ସୀମିତ ନରହି ଏଥର କିଛି ନୂତନ ରୂପରେଖ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ  । ସମୁଦ୍ରକୂଳ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ବିଳାସପୂର୍ଣ୍ଣ କଟେଜ୍‍ରେ ରାତ୍ରିଯାପନ ସହ ନିଆରା ଅନୁଭବ ନେଇ ଫେରିବେ…

ପେନ୍‍ସନ୍‍ଭୋଗୀଙ୍କୁ ସୁବିଧା- ପ୍ରମାଣପତ୍ର ଦାଖଲ ସମୟସୀମାକୁ ଚଳିତମାସରୁ ଆସନ୍ତାବର୍ଷ ମେ’ ମାସ ପର୍ଯ୍ୟନ୍ତ ବୃଦ୍ଧି

କରୋନା ସଂକ୍ରମଣ ସମୟରେ ପେନ୍‍ସନ ତଥା ପରିବାର ପେନ୍‍ସନ୍‍ଭୋଗୀଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ସରକାର ବାର୍ଷିକ ଜୀବନ ପ୍ରମାଣପତ୍ର, ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକୀ ନିୟୋଜନ ସମ୍ପର୍କରେ ପ୍ରମାଣପତ୍ର ଦାଖଲ ସମୟସୀମାକୁ ଚଳିତମାସରୁ ଆସନ୍ତାବର୍ଷ ମେ’…

ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର - #odisha ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ଓଡ଼ିଶା ହାଇକୋର୍ଟଙ୍କ ସୁପାରିଶ ଏବଂ ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି…

ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମିଳିପାରେ ମାଗଣା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ - ଉଜ୍ଜଳା ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ମିଳିପାରେ । କରୋନା ସଙ୍କଟ ବେଳେ ଗ୍ରାହକମାନଙ୍କୁ ରିହାତି ଦେବା ପାଇଁ ସରକାର ଏହି ଯୋଜନା କରି ପାରନ୍ତି ବୋଲି ସୂଚନା ମିଳିଛି । ସିଏନ୍‌ଏନ୍ ନେଟଓ୍ୱରର୍କ ୧୮ରେ ବାହାରିଥିବା ଖବର ଅନୁଯାୟୀ ଆସନ୍ତା ବର୍ଷ ପର୍ଯ୍ୟନ୍ତ…

ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ବିନା ମୂଲ୍ୟରେ ଏକ ବର୍ଷ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍‌

ଭୁବନେଶ୍ୱର / ମୁମ୍ବାଇ: ଜିଓ ଫାଇବର୍ ଉପଭୋକ୍ତା ଏବେ ଏକ ବର୍ଷ ପାଇଁ ଆମାଜନ୍ ପ୍ରାଇମ୍ ସଦସ୍ୟତା ମାଗଣାରେ ପାଇପାରିବେ । ଜିଓ ଫାଇବରର ଗୋଲ୍ଡ, ଡାଇମଣ୍ଡ୍‌, ପ୍ଲାଟିନମ୍ ଓ ଟାଇଟାନିଅମ ପ୍ଲାନ୍‌ରେ ଥିବା ଉପଭୋକ୍ତାମାନେ ଏବେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୯୯୯ ଟଙ୍କା ମୂଲ୍ୟର ଆମାଜନ୍…

ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ

ନୂଆଦିଲ୍ଲୀ - କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ କରିଛନ୍ତି । ଜୁନ୍‍  ମାସପାଇଁ ଏହି ଅର୍ଥ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହା ହେଉଛି ତୃତୀୟ କିସ୍ତିର ସହାୟତା । ଆର୍ଥିକ ସେବା…