ନୂଆଦିଲ୍ଲୀ – କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଦରମା ହ୍ରାସ କରିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ।
There is no proposal under consideration of Govt for any cut whatsoever in the existing salary of any category of central government employees.
The reports in some section of media are false and have no basis whatsoever.@nsitharamanoffc @PIB_India @DDNewslive @airnewsalerts— Ministry of Finance 🇮🇳 #StayHome #StaySafe (@FinMinIndia) May 11, 2020
ଟ୍ୱିଟ୍ କରି ସେ କହିଛନ୍ତି, ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଏ ସମ୍ପର୍କୀତ ଖବର ମିଛ ଏବଂ ଭିତ୍ତିହୀନ । ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଦରମା ଏବଂ ପେନସନ୍ ହ୍ରାସ ହେବାର କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି ସେ କହିଛନ୍ତି ।