ଓକାକ୍‍ ତିନୋଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଓ ସାଉଥକୋ ମଧ୍ୟରେ ‘ଓଡିଶା-ୱାନ’ ୱେବ ପୋଟାଲରେ ବିଦ୍ୟୁତ ପୈଠ ପାଇଁ ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ

0 1,314

ଓକାକ୍‍ ତିନୋଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଓ ସାଉଥକୋ ମଧ୍ୟରେ ‘ଓଡିଶା-ୱାନ’ ୱେବ ପୋଟାଲରେ ବିଦ୍ୟୁତ ପୈଠ ପାଇଁ
ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରାଯାଇଛି । www. Odishaone. gov.in ଜରିଆରେ ଗ୍ରାହକ ବିଦ୍ୟୁତ ବିଲ୍‍ ପୈଠ କରିପାରିପାରିବେ ।

ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଗ୍ରୀଡ୍‍କୋର ଅଧ୍ୟକ୍ଷ ତଥା ତିନି ସଂସ୍ଥାର ପ୍ରଶାସକ ଡକ୍ଟର ସୌରଭ ଗର୍ଗ, ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ରଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ବ୍ୟବସ୍ଥାରେ ଦେୟ ପୈଠ କଲେ ଗ୍ରାହକ ଦୁଇ ପ୍ରତିଶତ ରିହାତି ପାଇବେ ବୋଲି ଜଣାପଡିଛି ।

Leave A Reply