Browsing Category

ଆଶାର ଆଲୋକ

କୋଭିଡ୍‌ ଟିକା କରଣ ପାଇଁ ଉନ୍ମୋଚନ କରାଯିବ ପୋଷ୍ଟର

ଟିକାକରଣକୁ ନେଇ କେତେକ ଗୋଷ୍ଠୀଙ୍କ ମଧ୍ୟରେ ଉପୁଜିଥିବା ଦ୍ୱିଧାକୁ  ଦୂର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଇ.ଇ.ସି. ପୋଷ୍ଟର ଗୁଡ଼ିକୁ ଉନ୍ମୋଚନ କରିଛନ୍ତି  । ଅସତ୍ୟ ଓ ଅପପ୍ରଚାରର ଏହି ସ୍ୱାର୍ଥନ୍ୱେଷୀ ଅଭିଯାନକୁ ପ୍ରତିହତ କରିବା ପାଇଁ…

କିନ୍ନର ଆଦାୟ କରିବେ ପାର୍କିଂ ଫି

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଏଣିକି ପାର୍କିଂ ଫି ଆଦାୟ କରିବେ କିନ୍ନର । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍‍ଷ୍ଟପ୍‍ ନିକଟରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବିଏମସି କମିଶନର  ସହରର…

କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆନ୍ତର୍ଜାତୀୟ ମାନର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆନ୍ତର୍ଜାତୀୟ ମାନର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆନ୍ତର୍ଜାତୀୟ ମାନର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପୂର୍ତ୍ତ ବିଭାଗ…

ସୁରୁଖରୁରେ ଚାଲିଛି ଟିକାକରଣ କାର୍ଯ୍ୟ

ଦେଶରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ ଆଜି ପଞ୍ଚମ ଦିନରେ ପହଞ୍ଚିଥିବାବେଳେ ଆମ ରାଜ୍ୟରେ ମଧ୍ୟ ଏହି ଟିକାକରଣ କାର୍ଯ୍ୟ ସୁରୁଖୁରୁରେ ଜାରି ରହିଛି । ରାଜ୍ୟରେ ଆଜି ସମୁଦାୟ ୪୩୬ଟି ସେସନ୍ରେ ୩୭ହଜାର ଛଅସ୍ତରୀ ଜଣଙ୍କୁ ଟିକାପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।…

ଜେଇଇ ମେନ୍‍ ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଦ୍ୱାଦଶ ଶ୍ରେଣୀରେ ୭୫ପ୍ରତିଶତରୁ ଅଧିକ ନମ୍ବର କୋହଳ କରାଯାଇଛି

ଏନ୍‍.ଆଇ.ଟି. ଆଇ.ଆଇ.ଟି., ଏସ୍‍.ପି.ଏ. ଏବଂ ଅନ୍ୟ ସି.ଏଫ୍‍.ଟି.ଆଇ. ଗୁଡ଼ିକରେ ନାମ ଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‍ ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଦ୍ୱାଦଶ ଶ୍ରେଣୀରେ ୭୫ପ୍ରତିଶତରୁ ଅଧିକ ନମ୍ବର ରଖିବାର ଯୋଗ୍ୟତା ମାନଦଣ୍ଡକୁ ପରବର୍ତ୍ତୀ ୨୦୨୧-୨୦୨୨ ଶିକ୍ଷା ବର୍ଷ…

ଘରୋଇ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ କୋହଳ

ଫି’ କୋହଳ ଘରୋଇ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ  ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ୭ଟି ସ୍ଲାବ୍‍ରେ ଫି’ କୋହଳ କରାଯିବ ।…

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ଦ୍ୱାରା ପ୍ରସାରିତ ପନିପରିବା ଚାଷ ଜରିଆରେ ବିଗତ ଦୁଇ ବର୍ଷରେ କଟାମାଟି ପାରିପାଶ୍ୱିର୍କ…

ଭୁବନେଶ୍ୱର: ଓଡ଼ିଶାର କେନ୍ଦୁଝର ଜିଲ୍ଲାର କଟାମାଟି ଲୁହାପଥର ଖଣି ଆଖପାଖରେ ଥିବା ଗ୍ରାମଗୁଡ଼ିକର ଅନେକ ସ୍ଥାନୀୟ ବାସିନ୍ଦାଙ୍କ ଅନ୍ୟତମ ପ୍ରାଥମିକ ବୃତି ହେଉଛି ପନିପରିବା ଚାଷ । ପନିପରିବା ଚାଷର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପଦ୍ଧତି ଏବଂ ବ୍ୟବହାର କରାଯାଉଥିବା ବିହନର ଗୁଣାତ୍ମକ ମାନ ।…

ଶୀତରୁ ରକ୍ଷା ପାଇଁ -ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥି ଅବସରରେ  ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ…

ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥି ଅବସରରେ  ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ଓଢଣ ବା ପ୍ରାବରଣ ଷଷ୍ଠୀ ଶ୍ରୀମନ୍ଦିରରେ ଏକ ପ୍ରମୁଖ ପର୍ବଭାବେ ପାଳିତ ହୋଇଆସୁଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ…

ଜେଇଇ ମେନ୍‍ର ପ୍ରଥମ ପର୍ଯ୍ୟାୟ ଆସନ୍ତା ଫେବୃୟାରୀ ୨୩ରୁ ୨୬ ତାରିଖ ଯାଏଁ ଅନୁଷ୍ଠିତ ହେବ

ଜେଇଇ ମେନ୍‍ ପରୀକ୍ଷା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‍ର ପ୍ରଥମ ପର୍ଯ୍ୟାୟ ଆସନ୍ତା ଫେବୃୟାରୀ ୨୩ରୁ ୨୬ ତାରିଖ ଯାଏଁ ଅନୁଷ୍ଠିତ ହେବ । କେନ୍ଦ୍ର  ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ୨୦୨୧ ଶିକ୍ଷାବର୍ଷ ନିମନ୍ତେ ଫେବୃୟାରୀ,…

ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପହିଲି ଭୋଗ ନୀତି ଆରମ୍ଭ

ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏହି ସମୟରେ ମହାଲକ୍ଷ୍ମୀ ବାପଘରକୁ ଯାଉଥିବାରୁ…