Browsing Category

ଆଶାର ଆଲୋକ

ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପହିଲି ଭୋଗ ନୀତି ଆରମ୍ଭ

ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏହି ସମୟରେ ମହାଲକ୍ଷ୍ମୀ ବାପଘରକୁ ଯାଉଥିବାରୁ…

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପରୀକ୍ଷା

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପରୀକ୍ଷା କରିବା ନେଇ ଉଚ୍ଚଶିକ୍ଷା ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ କୂଳପତି ଏବଂ ଡିଗ୍ରୀ କଲେଜ୍‍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଗତ ମାର୍ଚ୍ଚ ୧୩ ତାରିଖ ପୂର୍ବରୁ ପଢ଼ା ଯାଇଥିବା ବିଷୟଗୁଡ଼ିକ ଉପରେ ପରୀକ୍ଷା କରିବା ନେଇ ପ୍ରସ୍ତାବ…

କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍‍ କୋର୍ଟଙ୍କ ଅଙ୍କୁଶ

କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍‍ କୋର୍ଟ ଅଙ୍କୁଶ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏକ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀମାନେ ଯଦି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରନ୍ତି ତେବେ ଏହି…

ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ

ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତାଳପଦା ଗ୍ରାମରେ ଆଜି ପାଳିତ ହେଉଛି । କାନ୍ତକବିଙ୍କ ସମାଧି ପୀଠରେ ମାଲ୍ୟାର୍ପଣ, ନୂତନ ସମାଧିପୀଠର ନବୀକରଣ, ରକ୍ତଦାନ ଶିବିର, ବୃକ୍ଷରୋପଣ ଭଦ୍ରକ ସାଳନ୍ଦୀ ବାଇପାସ…

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି  । ଶ୍ରୀଜୀଉଙ୍କ ପୂଜାପଣ୍ଡା, ସେବାୟତ ଓ ଲାଗି କରିବା ସହ ପାପନାଶିନୀ କୁଣ୍ଡର ଜଳରେ ସ୍ନାନ କରାଇଥିଲେ  । କୋଭିଡ କଟକଣା ମଧ୍ୟରେ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରଭୁ ଲିଙ୍ଗରାଜଙ୍କୁ …

ରାଜ୍ୟରେ ୩୦ ହଜାର ସ୍ଥାନରେ କରୋନା ଟିକାକରଣ – ରାଜ୍ୟ ସରକାର

ଭୁବନେଶ୍ୱର - ରାଜ୍ୟରେ କରୋନା ଟିକାକରଣ ଯୋଜନା ଚୂଡାନ୍ତ ହୋଇଛି । ରାଜ୍ୟ ସରକାର ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟିକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ ଗୌବାଙ୍କ ସହ କରୋନା ଟୀକା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା …

ଦୀର୍ଘ ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ

ଦୀର୍ଘ ୨୫ ବର୍ଷ ପରେ କରୋନା କଟକଣା ମଧ୍ୟରେ କଟକ ସ୍ଥିତ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ବଡ଼ଓଷା ନୀତି ପାଇଁ ଦେବତ୍ତ୍ୱର ଓ ପୂଜକ ସମାଜ ପକ୍ଷରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ବଡ଼ଓଷା ନୀତି ଅନୁଯାୟୀ ରାତି ୨ଟାରୁ ୩ଟା ମଧ୍ୟରେ…

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ

ଅବସରରେ ନଭେମ୍ବର ୧୫୪ ତାରିଖରେ ପାଳିତ ହୋଇଯାଇଛି । ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଶିଶୁପ୍ରିୟ ପଣ୍ଡିତ ନେହେରୁଙ୍କୁ ଚାଚା ନେହେରୁ ମଧ୍ୟ କୁହାଯାଏ । ତାଙ୍କ ଜୟନ୍ତୀ ଅବସରରେ ଏହି ଦିନଟିକୁ ଶିଶୁଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ…

ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ

ଦୀପାବଳି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ ଦିଆଯାଉଛି । ତେବେ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ଦେବା ଓ ବଡବଡୁଆ ଡାକିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କରୋନା କଟକଣା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର…

ନିରାଡମ୍ବରରେ ପାଳିତ ହେଲା ଦୀପାବଳି

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଆଜି ସାରା ରାଜ୍ୟରେ ପାଳନ କରାଯାଉଛି । ଗତକାଲିଠାରୁ ଅନେକ ଲୋକ ରଙ୍ଗବେରଙ୍ଗ ଆଲୋକରେ ନିଜର ଘର ସଜାଇବାରେ ଆରମ୍ଭ କରିଦେଇଛନ୍ତି । ତେବେ ବାଣ ଫୁଟା ପାଇଁ କଟକଣା ଯୋଗୁଁ ନିରାଡମ୍ବର ଭାବେ ଏହି ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର…