ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ

0 1,359

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୋରୁହାଁ ଅଷ୍ଟମୀ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି  । ଶ୍ରୀଜୀଉଙ୍କ ପୂଜାପଣ୍ଡା, ସେବାୟତ ଓ ଲାଗି କରିବା ସହ ପାପନାଶିନୀ କୁଣ୍ଡର ଜଳରେ ସ୍ନାନ କରାଇଥିଲେ  । କୋଭିଡ କଟକଣା ମଧ୍ୟରେ ସେବାୟତ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରଭୁ ଲିଙ୍ଗରାଜଙ୍କୁ ପାରମ୍ପାରିକ ରୀତିରେ ପ୍ରଥମାଷ୍ଟମୀ କରିଥିଲେ  ।

 

Leave A Reply