Browsing Category

ଆଶାର ଆଲୋକ

କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ - କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ କରିବା ସହ ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟାମ ତଥା ଧ୍ୟାନ କରିବା, ସକାଳେ ଏବଂ ସନ୍ଧ୍ୟା ସମୟରେ ତଟକା ଖାଦ୍ୟ…

ସ୍ନାନଯାତ୍ରା ଶେଷ-ଶ୍ରୀମନ୍ଦିରରେ ପଟି ଦିଅଁଙ୍କର ପୂଜା ଆରମ୍ଭ

ପୁରୀ - ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନଯାତ୍ରା ଓ ହାତୀବେଶ ଅନୁଷ୍ଠିତ ହୋଇଯାଇଛି । ପରେ ଚତୁର୍ଦ୍ଧାମୂର୍ତ୍ତଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ବାହୁଡା ପହଣ୍ଡିରେ ଅଣସର ଘରକୁ ନେଇଛନ୍ତି । ଅଣସରଘରେ ପ୍ରବେଶ ପୂର୍ବରୁ…

ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ

ପୁରୀ - କରୋନା କଟକଣା ଯୋଗୁଁ ଶହ ଶହ ବର୍ଷର ରେକର୍ଡ ଭଙ୍ଗ କରି ବିନାଭକ୍ତରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଉତ୍ସବ ପାଳିତ ହେଉଛି । ପୂର୍ବ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏରୁ ଧାଡ଼ି ପହଣ୍ଡିରେ ଆରମ୍ଭ କରି…

ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍‍ ପରୀକ୍ଷା ଅନୁଷ୍ଠିତ ହେବ

ନୂଆଦିଲ୍ଲୀ - ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍‍ ପରୀକ୍ଷା ଅନୁଷ୍ଠିତ ହେବ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏହା ଘୋଷଣା କରିଛନ୍ତି । ତେବେ ଜୁଲାଇ ୨୬ତାରିଖ ଏନ.ଇ.ଇ.ଟି (ନିଟ୍‍) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ଜେଇଇ-…

ଗୀତଞ୍ଜଳୀ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର

ଗୀତଞ୍ଜଳୀ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ଏହି ରଚନା ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ୧୯୧୩ ମସିହାରେ ନୋବେଲ୍‌ ପୁରସ୍କାର ମିଳିଥିଲା । ଏଥିପିଁ ୧୯୧୫ ମସିହାରେ ତାଙ୍କୁ ସାର୍‌ ଉପାଧୀ ପ୍ରଦାନ କରାଯାଇଥିଲା । ସେହି ସମୟରେ…

ଗାନ୍ଧିଜୀଙ୍କୁ ପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର

ଜାତିର ପିତା ମହାତ୍ମା ଗାନ୍ଧୀ । ସାରା ବିଶ୍ୱରେ ଶାନ୍ତିର ପ୍ରତୀକ । ତେବେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କୁ ପ୍ରଥମେ ମହାତ୍ମା ବୋଲି ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ସମ୍ବୋଧନ କରିଥିଲେ । ଏହାପରେ ଗାନ୍ଧିଜୀଙ୍କୁ ସମସ୍ତେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ । ବିଶ୍ୱକବି…

ରବୀନ୍ଦ୍ରନାଥ ଠାକୁର ଥିଲେ ମହାନ କବି ଓ ବିଚାରକ

ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଥିଲେ ଜଣେ ମହାନ କବି ଓ ବିଚାରକ । କେବଳ ଗୀତାଞ୍ଜଳୀ କାବ୍ୟ ପାଇଁ ସାହିତ୍ୟରେ ପ୍ରଥମ ନୋବେଲ୍ ପୁରସ୍କାର ନୁହେଁ ଶାନ୍ତି ନିକେତନର ପ୍ରତିଷ୍ଠା ସହ ଅନେକ କଳାକୃତୀ ଓ କାବ୍ୟ ସେ ରଚନା କରିଯାଇଛନ୍ତି। ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର…

୧୯୨୫ ମସିହାରେ କାଶୀରେ ପ୍ରବାସୀ ବଙ୍ଗୀୟଙ୍କର ସାହିତ୍ୟ ସମ୍ମିଳନୀର ସ୍ଥାପନା କରିଥିଲେ ଗୁରୁଦେବ

ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନିଜର କାବ୍ୟ କବିତା ଗୀତାଞ୍ଜଳୀ ପାଇଁ ନୋବେଲ ପୁରସ୍କାର ପାଇଛନ୍ତି। ସାହିତ୍ୟ ପ୍ରତି ଗୁରୁବେଦ ରବୀନ୍ଦ୍ରନାଥ ଠାକୁରଙ୍କର ଅବଦାନ ଅତୁଳନୀୟ । ୧୯୨୫ ମସିହାରେ କାଶୀ ପ୍ରବାସ ସମୟରେ ଗୁରୁବେଦ ରବୀନ୍ଦ୍ରନାଥ ଠାକୁର କାଶୀରେ ପ୍ରବାସୀ ବଙ୍ଗ ସାହିତ୍ୟ ସମ୍ମିଳନୀର…

ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପତ୍ର ଯୋଗୁଁ କାଶୀ ଆସିଥିଲେ ଗୁରୁଦେବ

ନେବୋଲ ବିଜେତା ରବୀନ୍ଦ୍ରନାଥ ଠାକୁର ସାରା ବିଶ୍ୱରେ ତାଙ୍କ କଳାକୃତୀ ଓ କାବ୍ୟ ପାଇଁ ପ୍ରସିଦ୍ଧ ।୧୮୬୧ ମେ ୭ ତାରିଖରେ ତାଙ୍କର ଜନ୍ମ ହୋଇଥିବା ବେଳେ ୧୯୪୧ ମସିହା ଅଗଷ୍ଟ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଶ୍ୱକବି ନାମରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ବିଶ୍ୱବିଦିତ । ୧୯୩୫…

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଗାଡି କଟକଣା କୋହଳ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ରାଜ୍ୟରେ ଲକ୍‍ଡାଉନ୍‍ ସମୟରେ ଅଣ୍ଡର୍‍ଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ଦେଇଥିବା ରାୟର ଆଜି ଏହାର ସଂଶୋଧନ  କରିଛନ୍ତି । କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି ।…