ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପତ୍ର ଯୋଗୁଁ କାଶୀ ଆସିଥିଲେ ଗୁରୁଦେବ

0 630

ନେବୋଲ ବିଜେତା ରବୀନ୍ଦ୍ରନାଥ ଠାକୁର ସାରା ବିଶ୍ୱରେ ତାଙ୍କ କଳାକୃତୀ ଓ କାବ୍ୟ ପାଇଁ ପ୍ରସିଦ୍ଧ ।୧୮୬୧ ମେ ୭ ତାରିଖରେ ତାଙ୍କର ଜନ୍ମ ହୋଇଥିବା ବେଳେ ୧୯୪୧ ମସିହା ଅଗଷ୍ଟ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବିଶ୍ୱକବି ନାମରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ବିଶ୍ୱବିଦିତ । ୧୯୩୫ ମସିହାରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଡି ଲିଟ୍‌ ଉପାଧୀରେ ଅଳଙ୍କୃତ କରାଯାଇଥିଲା । ଏହାର ଆୟୋଜନ ପରେ ସେ ପ୍ରୟାଗରାଜ ଯାଇଥିଲେ । ଏହାପରେ ମଦନ ମୋହନ ମାଲବ୍ୟ ପତ୍ର ଲେଖି ତାଙ୍କୁ କାଶୀ ଡକାଇଥିଲେ ।

ଗୁରୁଦେବ ତିନିଥର କାଶୀ ଆସିଥିଲେ । ୧୯୨୫,୧୯୨୭ ଓ ୧୯୩୫ ମସିହାରେ କାଶୀ ଆସିଥିଲେ । ଶେଷ ଦୁଇଥର ସେ ପତ୍ର ଦ୍ୱାର ନିମନ୍ତ୍ରଣ କରାଯିବାରୁ କାଶୀ ଆସିଥିଲେ। ବିଏଚ୍‌ୟୁର ଇଂଜିନିୟରିଂ କଲେଜ୍‌ର ଉଦ୍‌ଘାଟନ କରିଥିଲେ ।

Leave A Reply