Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
କୋଟିଆ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପରୀକ୍ଷା ଆରମ୍ଭ
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପରୀକ୍ଷା ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କୋଟିଆସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନଙ୍କର କରୋନା ପରୀକ୍ଷା ଆରମ୍ଭ କରିବା ସହ ସେମାନଙ୍କର…
ଆସନ୍ତା ୩ ମାସ ମଧ୍ୟରେ ନୂତନ ମାର୍ଗଦର୍ଶିକା ଜାରି – ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ବରଦାସ୍ତ କରାଯିବ…
କେନ୍ଦ୍ର ସରକାର ଓ.ଟି.ଟି. - ଓଭର ଦି ଟପ୍ ପ୍ଲାଟ୍ଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଆସନ୍ତା ୩ ମାସ ମଧ୍ୟରେ ନୂତନ ମାର୍ଗଦର୍ଶିକା ଜାରି କରାଯିବ । ସାମାଜିକ ଗଣମାଧ୍ୟମର…
ଟାଟା ଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ ଗୁଆଲି, କେନ୍ଦୁଝରରେ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ର ଶୁଭାରମ୍ଭ –…
ଗନ୍ଧଲପଡ଼ା:୧୭/୨: ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ କେନ୍ଦୁଝର, ଯୋଡ଼ା ବ୍ଲକ୍ ଗୁଆଲି ପଞ୍ଚାୟତର ଗନ୍ଧଲପଡ଼ା ଗାଁରେ ଲୋକମାନଙ୍କର ପ୍ରାଥମିକ ଚିକିତ୍ସା ନିମନ୍ତେ ଏକ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ର ଶୁଭାରମ୍ଭ କରାଯାଇଛି ।
ଗୁଆଲି ପଞ୍ଚାୟତ ସରପଞ୍ଚ ଶ୍ରୀମତି ପଦ୍ମାବତୀ…
ଆଷ୍ଟ୍ରାଜେନେକାର ଡାପାଗ୍ଲିିଫ୍ଲୋକ୍ସିନ୍କୁ ଭାରତରେ କିଡ୍ନି ରୋଗ ପାଇଁ ମଞ୍ଜୁରି ପ୍ରଦାନ
ଭୁବନେଶ୍ୱର: ବିଜ୍ଞାନ ଦ୍ୱାରା ପରିଚାଳିତ ଭାରତର ଅଗ୍ରଣୀ ବାୟୋଫାର୍ମାସ୍ୟୁଟିକାଲ୍ କଂପାନି ଆଷ୍ଟ୍ରାଜେନେକା ଇଣ୍ଡିଆ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆଂଟି ଡାଇବେଟିକ୍ ଔଷଧ ଡାପାଗ୍ଲାଫ୍ଲୋକ୍ସିନ୍କୁ ଭାରତରେ ସ୍ଥାୟୀ କିଡ୍ନି ରୋଗ ତୃତୀୟ ସ୍ତର ପର୍ଯ୍ୟନ୍ତ ବ୍ୟବହାର କରିବା ଲାଗି…
କିଶୋରୀ, ବାଳିକା, ଗର୍ଭବତୀ ଓ ଶିଶୁ ମାନଙ୍କ ପୁଷ୍ଟିହୀନତା, ରକ୍ତହୀନତା ଦୂର କରିବା ସହ ଦୁର୍ବଳ ଶ୍ରେଣୀର ପିଲାଙ୍କ…
କିଶୋରୀ, ବାଳିକା, ଗର୍ଭବତୀ ଓ ଶିଶୁ ମାନଙ୍କ ପୁଷ୍ଟିହୀନତା, ରକ୍ତହୀନତା ଦୂର କରିବା ସହ ଦୁର୍ବଳ ଶ୍ରେଣୀର ପିଲାଙ୍କ ପୁଷ୍ଟିଗତ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ଦ୍ୱାରା ‘ସୋପାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନା ରାଜ୍ୟର…
ରାଜ୍ୟ କ୍ୟାବିନେଟ୍ ବୈଠକ-ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ
ବିଭାଗ ସମ୍ପର୍କୀତ ୨୭ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ପରିମାଣ…
ଯୁକ୍ତଦୁଇ-ଫର୍ମ ପୂରଣ ୬ ତାରିଖରୁ
ଯୁକ୍ତଦୁଇ-ଫର୍ମ ପୂରଣ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏକ୍ସ୍ରେଗୁଲାର ଛାତ୍ରଛାତ୍ରୀ ୧୨…
ଓଡିଶାର ବିଭିନ୍ନ ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ କଡାକଡି କରିବାକୁ ନିର୍ଦେଶ- ୧୮ଟି ପାଟ୍ରୋଲିଂ ଗାଡିକୁ ପତାକା…
ଜାତୀୟ ରାଜପଥରେ ପୁଲିସ୍ ପେଟ୍ରୋଲିଂ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦ୍ଘାଟନ କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ ।
ଏହାଦ୍ୱାରା ରାଜ୍ୟ ଭିତରେ ଯାଇଥିବା ଜାତୀୟ ରାଜପଥଗୁଡ଼ିକରେ ବିଭିନ୍ନ ସମୟରେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’ ପ୍ରାପ୍ତ ଶିଶୁମାନଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ଭଳି କଠିନ ସମୟରେ ଏହି ଶିଶୁମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସେ…
ରାତିରେ ରାଜପଥରେ ଏଲ୍.ଇ.ଡି. ଲାଇଟ୍ ଜଳିବା ଲାଗି ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି
ଏଲ୍ଇଡି ଲାଇଟ୍
ରାତିରେ ରାଜପଥରେ ଏଲ୍.ଇ.ଡି. ଲାଇଟ୍ ଜଳିବା ଲାଗି ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି ।…