Browsing Category

ଆଶାର ଆଲୋକ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ସେହିଭଳି ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ,

ଗର୍ଭବତୀଙ୍କୁ କୋଭିଡ୍‍ ଟିକା ନେବାପାଇଁ ଅନୁମତି ପ୍ରଦାନ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ପାଇଁ ଗଠିତ ଜାତୀୟ ବୈଷୟିକ ପରାମର୍ଶ ଦଳର ସୁପାରିସ ପରେ ଗର୍ଭବତୀଙ୍କୁ କୋଭିଡ୍‍ ଟିକା ନେବାପାଇଁ ଅନୁମତି ପ୍ରଦାନ କରିଛି । ଏହାପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକାକରଣ କାର୍ଯ୍ୟକ୍ରମରେ ଗର୍ଭବତୀଙ୍କୁ ମଧ୍ୟ ସାମିଲ୍‍ କରିବାପାଇଁ

ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୩୫ ହଜାର ୩୯୬ ଡୋଜ୍‍ ଟିକା ପ୍ରଦାନ

ରାଜ୍ୟରେ ଗତକାଲି ୩ହଜାର ୫୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ ୮ଲକ୍ଷ ୭୪ହଜାର ୩୦୭ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଅପର ପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୩୫ ହଜାର ୩୯୬ ଡୋଜ୍‍ ଟିକା ପ୍ରଦାନ କରାଯାଇଛି ।

ଆସନ୍ତା ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କ ସକାଶେ ‘ଗୋଟିଏ ଦେଶ, ଗୋଟିଏ ରାସନ୍‍ କାର୍ଡ଼’

ଆସନ୍ତା ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କ ସକାଶେ ‘ଗୋଟିଏ ଦେଶ, ଗୋଟିଏ ରାସନ୍‍ କାର୍ଡ଼’ ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମ୍‍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ୍‍କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‍ ଅଶୋକ ଭୂଷଣ ଓ ଜଷ୍ଟିସ୍‍ ଏମ୍‍.ଆର୍‍.

ଆଜି ୭ମ ଅନ୍ତର୍ଜାତୀୟ ଯୋଗଦିବସ ସମଗ୍ର ଦେଶରେ ପାଳନ କରାଯାଉଛି

ଆମ ସଂସ୍କୃତିକୁ ଭାରତୀୟ ମୁନିଋଷି ମାନଙ୍କର ଏକ ଅମୂଲ୍ୟ ଅବଦାନ ହେଉଛି ଯୋଗ । ଏହା ଶରୀର ଏବଂ ମନ, ବିଚାର ଏବଂ କର୍ମ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହିତ ପ୍ରକୃତି ଓ ମଣିଷ ମଧ୍ୟରେ ସଂହତି ପ୍ରତିଷ୍ଠା କରିଥାଏ । ଆଜି ୭ମ ଅନ୍ତର୍ଜାତୀୟ ଯୋଗଦିବସ ସମଗ୍ର ଦେଶରେ ପାଳନ କରାଯାଉଛି । ଏହି

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିବା ଟ୍ରିବ୍ୟୁନାଲ୍‍ର ସମୟସୀମାକୁ ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିବା ଟ୍ରିବ୍ୟୁନାଲ୍‍ର ସମୟସୀମାକୁ ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଏହି ଟ୍ରିବ୍ୟୁନାଲ୍‍ ଗଠନ କରିଥିଲେ । ଏଥିପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ…

୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଭାରତୀୟ ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ ଭାରତ ସରକାର  

ମହାମାରୀରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ମହାମାରୀକୁ ବିଗତ ଶହେ ବର୍ଷର ସବୁଠୁ ମାରାତ୍ମକ ବିପର‌୍ୟ୍ୟୟ ଭାବେ ଅଭିହିତ କରିବା ସହିତ ଆଧୁନିକ ବିଶ୍ବ ଏପରି ମହାମାରୀକୁ କେବେ ଦେଖିନଥିଲା କିମ୍ବା ଅନୁଭବ କରିନଥିଲା…

ଭାରତରେ ହ୍ରାସ ପାଉଛି କରୋନା ସଂକ୍ରମଣ ଲଗାତାର ୬ ଦିନ ସଂକ୍ରମଣ ୨ ଲକ୍ଷ ତଳେ

ଭାରତରେ ହ୍ରାସ ପାଉଛି କରୋନା ସଂକ୍ରମଣ ଲଗାତାର ୬ ଦିନ ସଂକ୍ରମଣ ୨ ଲକ୍ଷ ତଳେ ଭାରତରେ ଆଜି ଦୈନିକ ନୂଆ ସଂକ୍ରମଣ ୧.୩୨ଲକ୍ଷ, ନୂଆ ସଂକ୍ରମଣ ହ୍ରାସ ଧାରା ଜାରି ରହିଛି ଭାରତରେ ସକ୍ରିୟ କରୋନା ମାମଲା ପୁଣି ୨୦ ଲକ୍ଷ ତଳେ ଏବଂ ଆଜି ରହିଛି ୧୭,୯୩,୬୪୫ ଗତ ୨୪ ଘଣ୍ଟାରେ ସକ୍ରିୟ କରୋନା…

କୋଭିଡରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ସୁନିଶ୍ଚିତ ମାଗଣା ଶିକ୍ଷା,କୋଭିଡ ପ୍ରଭାବିତ ଶିଶୁଙ୍କୁ ସହାୟତା ଓ…

ନୂଆଦିଲ୍ଲୀ - କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି…

କୋଭିଡ୍ କାରଣରୁ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ପରିବାରଙ୍କ ସହାୟତା ଲାଗି ଆହୁରି ଅଧିକ ପଦକ୍ଷେପ ଘୋଷଣା କଲେ…

ନୂଆଦିଲ୍ଲୀ - “ପିଲାଙ୍କ ପାଇଁ ପିଏମ କେୟାର୍ସ-କୋଭିଡ ପ୍ରଭାବିତ ପିଲାମାନଙ୍କର ସଶକ୍ତିକରଣ” ଯୋଜନା ଅନ୍ତର୍ଗତ ଭାରତ ସରକାର ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଘୋଷଣା କରିଛନ୍ତି। ଏହା ବ୍ୟତୀତ କୋଭିଡ କାରଣରୁ ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇଥିବା ପରିବାରର ସହାୟତା ପାଇଁ…