Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ଘରେ ଗଣେଶଙ୍କୁ ପୂଜା କରି କିପରି ଦୂର କରିବେ ବାସ୍ତୁ ଦୋଷ- ମିଳିବ ଧନ ଧାନ୍ୟ ସଫଳତା
ଗଣେଶଙ୍କ କୃପାରୁ ବାସ୍ତୁ ଦୋଷ ଦୂର କରନ୍ତୁଘରେ ଯେକୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ । ଗଣେଶଙ୍କୁ ପୂଜା କଲେ ବାସ୍ତୁ ଦୋଷ ହୋଇଥାଏ । ଘରର ମୁଖ୍ୟ ଦ୍ୱାର,ପୂଜା ସ୍ଥାନ,ରୋଷେଇ ଘର ଓ କାର୍ଯ୍ୟାଳୟରେ ଥିବା ବାସ୍ତୁଦୋଷ ଗଣେଶ ମୂର୍ତ୍ତି ରଖିଲେ ନଷ୍ଟ!-->…
ଓଡ଼ିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଆଜି ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶକ୍ତିକାନ୍ତ ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଥିଲେ । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ!-->…
ରାଜ୍ୟ ସରକାର କର୍ମଚାରୀମାନଙ୍କ ପାଇଁ ଦଶହରା ପୂଜା ଭେଟି ଭାବେ ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି
ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ଦଶହରା ପୂଜା ଭେଟି ଭାବେ ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ପାଇଁ ଏହି ମହଙ୍ଗାଭତ୍ତା ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତିଦ୍ୱାରା ରାଜ୍ୟର ୪!-->…
ଡାକ୍ତରୀ ଓ ଇଞ୍ଜିନିୟରିଂ ପବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ…
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଦିଆଯିବ!-->…
ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ , ପ୍ରତିଟି ଜୀବନ ମୂଲ୍ୟବାନ୍ – ଚାଷୀ ହେଉ କି ମୁଲିଆ, ସମସ୍ତେ ସମ୍ମାନର ସହ…
ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ । ପ୍ରତିଟି ଜୀବନ ମୂଲ୍ୟବାନ୍ । ଚାଷୀ ହେଉ କି ମୁଲିଆ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ, ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସ୍ମାର୍ଟ ହେଲ୍ଥ୍ କାର୍ଡ଼ ଯୋଜନା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଗଜପତି ଜିଲ୍ଲା!-->…
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ପରିବହନ ନିୟମ କଲେ କୋହଳ
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପରିବହନ ନିୟମରେ କୋହଳ ଅବଧି ବୃଦ୍ଧି କରିଛନ୍ତି ।
୨୦୨୦ ଫେବୃୟାରୀ ପହିଲାରୁ କିମ୍ବା ୨୦୨୧ ଅକ୍ଟୋବର ୩୧ ତାରିଖ ପୂର୍ବରୁ ବୈଧତା ଶେଷ ହେଉଥିବା ଗାଡ଼ିଗୁଡ଼ିକର ଫିଟ୍ନେସ୍ ସାର୍ଟିଫିକେଟ୍, ଅଣପରିବହନ!-->!-->!-->…
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପର୍ବ ସମ୍ପନ୍ନ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପର୍ବ ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି । କୋଭିଡ କଟକଣା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଥିଲା । ୬୦ ଜଣ ସେବାୟତ ଏହି ପର୍ବରେ ସାମିଲ ହୋଇଥିଲେ ।
ଏହି ପର୍ବକୁ କଳାହାଣ୍ଡିର ଦଶହରାର!-->!-->!-->…
ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଗତକାଲି ଆକାଶ ପ୍ରାଇମ୍ର ସଫଳ…
ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଗତକାଲି ଆକାଶ ପ୍ରାଇମ୍ର ସଫଳ ପରୀକ୍ଷଣ କରାଯାଇଛି । ଡି.ଆର୍.ଡି.ଓ. ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ!-->…
ଛାତ୍ରଛାତ୍ରୀମାନେ ଦଶମି ଶ୍ରେଣୀ ଗଣିତ ବିଷୟରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ…
ଛାତ୍ରଛାତ୍ରୀମାନେ ଦଶମି ଶ୍ରେଣୀ ଗଣିତ ବିଷୟରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ ବୋଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ଏନେଇ ଆଉ କୌଣସି ପ୍ରକାର ସମସ୍ୟା ହେବ ନାହିଁ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର!-->…
ବଲାଙ୍ଗିର ଜିଲ୍ଲାରେ ୨୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍ ପ୍ରତିଷ୍ଠା
ବଲାଙ୍ଗିର ଜିଲ୍ଲାରେ ୨୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ!-->…