ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ପରିବହନ ନିୟମ କଲେ କୋହଳ

0 90

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପରିବହନ ନିୟମରେ କୋହଳ ଅବଧି ବୃଦ୍ଧି କରିଛନ୍ତି ।

୨୦୨୦ ଫେବୃୟାରୀ ପହିଲାରୁ କିମ୍ବା ୨୦୨୧ ଅକ୍ଟୋବର ୩୧ ତାରିଖ ପୂର୍ବରୁ ବୈଧତା ଶେଷ ହେଉଥିବା ଗାଡ଼ିଗୁଡ଼ିକର ଫିଟ୍‍ନେସ୍‍ ସାର୍ଟିଫିକେଟ୍‍, ଅଣପରିବହନ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣର ଲାଇସେନ୍ସ, ମାଲବାହି ଗାଡ଼ି ଓ ଶିକ୍ଷାନୁଷ୍ଠାନମାନଙ୍କ ବସ୍‍ଗୁଡ଼ିକର ପରମିଟ୍‍ର ଅବଧିର ବୈଧତା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏ ନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave A Reply