Browsing Tag

Breaking News Odisha

ଓଡ଼ିଶାର 2 ଦେଶର 50 ଟି ନୂଆ ମେଡ଼ିକାଲ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ଆରମ୍ଭ

ଦେଶର ୫୦ଟି ନୂଆ ମେଡ଼ିକାଲ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ଆରମ୍ଭ ହେବ । ଏ ସମ୍ପର୍କରେ କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତଥ୍ୟ ଅନୁସାରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମେଡ଼ିକାଲ କଲେଜ ଓ

ଅଶୋଧିତ ପେଟ୍ରୋଲ ଡିଜେଲ ତୈଳ କମ୍‌ ଉତ୍ପାଦନ କରିବ ସାଉଦିଆରବ

ସାଉଦୀ ଆରବ ଜୁଲାଇ ମାସରେ ଦୈନିକ ଏକ ନିୟୁତ ବ୍ୟାରେଲ ତୈଳ କମ୍‍ ଉତ୍ପାଦନ କରିବ ବୋଲି ଘୋଷଣା କରିଛି । ଭିଏନାରରେ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ବୈଠକ ପରେ ଏହି ଘୋଷଣା କରାଯାଇଛି । ସାଉଦୀ ଆରବ ଏହାର ତୈଳ ଉତ୍ପାଦନ ହ୍ରାସ କରିବା ବିଷୟ ନିଜ ତରଫରୁ ନିଷ୍ପତ୍ତି ନେଇଛି । ସାଉଦୀ ଆରବ

ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଟେଲିକମ୍ୟୁନିକେଶନ୍ସ ସର୍ଭିସ୍ ପ୍ରଦାତା ଏୟାରଟେଲ ପକ୍ଷରୁ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭର ଘୋଷଣା କରାଯାଇଛି । କମ୍ପାନୀ ଆଗାମୀ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରୁଥିବା ଭୁବନେଶ୍ୱର ଓ ରାଉରକେଲାରେ କଳିଙ୍ଗ

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍‍ଗଣତି ଆଜି ହେବ

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍‍ଗଣତି ରବିବାରରେ ହେବ । ଭଦ୍ରକ ସଂସ୍କୃତି ଭବନଠାରେ ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହେବ । ୨୫୨ଟି ବୁଥ୍‍ ପାଇଁ ୧୪ଟି ଟେବୁଲ୍‍ରେ ୧୮ ରାଉଣ୍ଡରେ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍‍ ଭୋଟ୍‍ ଗଣତି ପରେ ଇ.ଭି.ଏମ୍‍. ଗଣତି ଆରମ୍ଭ ହେବ ।

ମଙ୍ଗଳବାରରେ ବାଂଲାଦେଶ ଛୁଇଁବ ବାତ୍ୟା ସି-ତ୍ରାଙ୍ଗ ,ଆଜି ରାତିରୁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତ ଭାବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଅବପାତ ୬ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି । ଏହା ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ନିଜ ଗତିର ଦିଗ ବଜାୟ ରଖିବା ପରେ ବାତ୍ୟାରେ

ମଙ୍ଗଳବାରଦିନ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ସୋମବାରରେ ଦୀପାବଳି ପାଳନ ଅମାବାସ୍ୟା ନୀତି

ପୁରୀ ଶ୍ରୀମନ୍ଦିରରେ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ ଏବଂ କାଳୀପୂଜା ଓ ଦୀପଦାନ କରାଯିବ । ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର‌୍ୟ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି

ଭସାଣି ଶୋଭାଯାତ୍ରାରେ ଆସୁଥିବା ମେଢ଼ଗୁଡ଼ିକ ପାଇଁ ସ୍ୱତନ୍ତ୍ର ରୁଟ୍‍ ଚାର୍ଟ ଜାରି

ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଦଶହରା ପର୍ବ ଶେଷ ହୋଇଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ଭସାଣ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ପ୍ରସିଦ୍ଧ ଭସାଣି ଯାତ୍ରା ପାଇଁ କମିଶନରେଟ୍‍ ପୋଲିସ୍‍ପକ୍ଷରୁ

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି । ଷୋଳପୂଜା ପରେ ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାରସମ୍ମୁଖରେ ଦେବୀମାନଙ୍କର ଯେଉଁ ମେଳଣ ହୁଏ ତାହାକୁ ଗୋସାଣୀଯାତ ବୋଲି କୁହାଯାଇଥାଏ । ପୀଠରେ ବିସର୍ଜନ କରାଯିବା ପରେ ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ମେଳଣ ଉଦେଶ୍ୟରେ

ପାରମ୍ପରିକ ସାରରେ ୬ ଗୁଣ ଅଧିକ ଲାଭ କଲେ କାରଗିଲ୍‌ର ଚାଷୀ

ଲଦାଖରେ କାଗ୍ରିଲ୍‍ର କୃଷକମାନେ ପାରମ୍ପରିକ ଚାଷ ପରିବର୍ତ୍ତେ ଅର୍ଥକରି ଫସଲର ଚାଷ ଆଡ଼କୁ ଅଗ୍ରସର ହେଉଛନ୍ତି । ଏହା ସେମାନଙ୍କର ସ୍ଥାୟୀ ବିକାଶ ଓ ଅର୍ଥନୈତିକ ଉନ୍ନତି ଦିଗରେ ସହାୟକ ହେଉଛି । ସାମାର୍‍ ପାସ୍କୁମ୍‍ର ସବିର୍‍ ହୁସେନ୍‍ ଫୟାଜ୍‍ ୧୨୦୦ ବର୍ଗ ଫୁଟ ଜମିରୁ ୩୦ହଜାରରୁ ଅଧିକ ଅର୍ଥ

୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ

ପଶ୍ଚିମ ମ୍ୟାଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।