Browsing Category

ଆଶାର ଆଲୋକ

ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍‍.ଇ.ଟି. କହିଛନ୍ତି

ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍‍.ଇ.ଟି. କହିଛନ୍ତି । ସେ କହିଛନ୍ତି ବର୍ତ୍ତମାନ କରୋନା ସଂକ୍ରମଣ ସହ ଏହା ବୃଦ୍ଧି ପାଇବା ଏକ ଚିନ୍ତାଜନକ ବିଷୟ । ସେଥିପାଇଁ ସେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟୟଲେଟ୍‍ ବ୍ୟବସ୍ଥା

କଟକ ମହାନଗର ନିଗମ ପକ୍ଷରୁ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦ୍‍ଘାଟନ ହୋଇଛି । କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଏହି ଇ-ଟୟଲେଟ୍‍ ବ୍ୟବସ୍ଥା । ଲୋକଙ୍କୁ ଏକଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠି

ଫିଫା ଓ କିସ୍‍ର ମିଳିତ ସହଯୋଗରେ କିସ୍‍ ପରିସରେ ‘ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ…

ଫିଫା ଓ କିସ୍‍ର ମିଳିତ ସହଯୋଗରେ କିସ୍‍ ପରିସରେ ‘ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‍ ମୋ୍‍ଡରେ ଉଦ୍‍ଘାଟନ କରିଛନ୍ତି । ପ୍ରଥମ ଥର ଲାଗି ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀଡ଼ା

ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ

ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । କୋଭିଡ୍‍ କଟକଣା ମଧ୍ୟରେ ଦୁଇ ଡୋଜ୍‍ ଟିକାର ପ୍ରମାଣପତ୍ର କିମ୍ବା

ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ଏଫଆଇଏଚ୍‍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍‍ ବିନା…

ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ଏଫଆଇଏଚ୍‍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍‍ ବିନା ଦର୍ଶକରେ ଅନୁଷ୍ଠିତ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ଓ କୋଭିଡ୍‍ ପ୍ରୋଟୋକଲ ମାଧ୍ୟମରେ ଏହି ମ୍ୟାଚ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ଆଜିଠାରୁ ରୋଗୀଙ୍କ ନାମ ପଞ୍ଜିକରଣ…

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ଆଜିଠାରୁ ରୋଗୀଙ୍କ ନାମ ପଞ୍ଜିକରଣ କରାଯିବ । ଏହି ବ୍ୟବସ୍ଥାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଯକୃତ ପ୍ରତିରୋପଣ ସହିତ ଶିଶୁରୋଗ ବର୍ହିବିଭାଗରେ ଏକ ଆଲାର୍ଜି

ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ ୧୦୧ କୋଟି ୫୦ ଲକ୍ଷ ୯୪ କୋଭିଡ ଟିକା ଦିଆଯାଇଛି

ଦେଶରେ ରବିବାର ସୁଦ୍ଧା ୧୦୧ କୋଟି ୫୦ ଲକ୍ଷ ୯୪ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ କୋଭିଡ ଟିକା ଦିଆଯାଇଛି । ଏଥିରେ ୭୧ କୋଟି ୪୫ ଲକ୍ଷ ୭୮ ହଜାର ୨୮୬ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୩୦ କୋଟି ୫ ଲକ୍ଷ ୧୬ ହଜାର ୫୩୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି । ଆଜି

ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ…

ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଆଜିଠାରୁ ସ୍ୱାସ୍ଥ୍ୟ

ଭାଗ୍ୟ ପରିବର୍ତ୍ତନ ସହ ଶୀଘ୍ର ଉନ୍ନତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ସମସ୍ତଙ୍କ ଭାଗ୍ୟରେ ଶୀଘ୍ର ଉନ୍ନତି ସମ୍ଭବପର ହୋଇ ନ ଥାଏ । କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ କାମ ଉନ୍ନତି ଦିଗକୁ ଅଗ୍ରସର ହେବାକୁ ଯାଉଥିବା ବେଳେ ହଠାତ କୌଣସି କାରଣରୁ କାର୍ଯ୍ୟଟି ଅସଫଳ ହୋଇଯାଏ । ଅନେକ ପରିଶ୍ରମ କଲେ ମଧ୍ୟ କାମଟି ସଫଳ ହୋଇ ନଥାଏ । ତେଣୁ ସେମାନେ ନିଜ ଭାଗ୍ୟକୁ ଦୋଷ

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ

ଭାରତ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର, ନର୍ସ ଏବଂ ଏହି ଅଭିଯାନରେ ସାମିଲ ଥିବା ପ୍ରତ୍ୟେକ ବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏକ ଟ୍ୱିଟ୍‍ରେ ସେ