Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ଓଡ଼ିଶାରେ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ!-->!-->!-->…
ରାଜ୍ୟରେ ଆସନ୍ତା ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ
ରାଜ୍ୟରେ ଆସନ୍ତା ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜଣାପଡ଼ିଛି ।
ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ସବୁ ବନ୍ଦ ରହିବ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । କୌଣସି ଛାତ୍ରଛାତ୍ରୀ ଓ ଶିକ୍ଷକ!-->!-->!-->…
ଓଡ଼ିଶାରେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍, ଏବେ ନାହିଁ ଓମ୍ରିକନ୍ ଭୟ-ଜୀବ ବିଜ୍ଞାନ ସଂସ୍ଥା…
କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଚିହ୍ନଟ ପାଇଁ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥା - ଆଇ.ଏଲ୍.ଏସ୍. ଯାଇଥିବା ୨୪୬ଟି ନମୁନା ନେଗେଟିଭ୍ ଆସିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଓମିକ୍ରନ୍ ସଂକ୍ରମଣକୁ ନେଇ କୌଣସି ଭୟ କରିବାର ନାହିଁ ବୋଲି ଜନସ୍ୱାସ୍ଥ୍ୟ!-->!-->!-->…
ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ
ପୁରୀ- ଡିସେମ୍ବର ୩୧ ଓ ଜାନୁୟାରୀ ପହିଲାରେ ସାଧାରଣ ଦର୍ଶନାର୍ଥୀଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର ବନ୍ଦ୍ ରହିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
!-->!-->!-->…
ଓମିକ୍ରନ୍କୁ ନେଇ ଭୟ କରିବାର କୌଣସି କାରଣ ନାହିଁ -ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଓମିକ୍ରନ୍କୁ ନେଇ ଭୟ କରିବାର କୌଣସି କାରଣ ନାହିଁ ଏବଂ ଟୀକା ଉପରେ ଏହା କେତେ ପ୍ରଭାବୀ ରହିବ, ସେ ବିଷୟରେ ଗବେଷଣା ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି ।
ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ କେନ୍ଦ୍ର!-->!-->!-->…
ରାଜ୍ୟରେ ଖୁବଶୀଘ୍ର ସ୍ୱତନ୍ତ୍ର ଶିଶୁ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ
ରାଜ୍ୟରେ ଖୁବଶୀଘ୍ର ସ୍ୱତନ୍ତ୍ର ଶିଶୁ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ କର୍ମଶାଳାର ମୁଖ୍ୟଅତିଥି!-->!-->!-->…
ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ୩୨ତମ କୋଣାର୍କ ଉତ୍ସବ
ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ୩୨ତମ କୋଣାର୍କ ଉତ୍ସବ । ଏହା ସହିତ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ୧୧ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କୋଭିଡ୍ ନିୟମାବଳୀ ଅନୁଯାୟୀ!-->…
ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍ ଟିକେଟ ସୁବିଧା ପ୍ରଚଳନ
ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍ ଟିକେଟ ସୁବିଧା ପ୍ରଚଳନ କରାଯାଇଛି । ଏଥିରେ ୧୧ ଯୋଡା ଆନ୍ତଃଜୋନ୍ ଏକ୍ସପ୍ରେସ୍, ୮ ଯୋଡ଼ା ଲୋକାଲ ସ୍ୱତନ୍ତ୍ର ଟ୍ରେନ୍ ଏବଂ ୫ ଯୋଡା ଅନ୍ତଃଜୋନ୍ ସ୍ୱତନ୍ତ୍ର ଟ୍ରେନ୍ ସହିତ ମୋଟ ୨୪ ଯୋଡା ଟ୍ରେନ୍ରେ ଏହି ସିଜିନ୍ ଟିକେଟ୍ ବ୍ୟବସ୍ଥା!-->…
ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ
ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଦୋଳବେଦୀ କୋଣ ଉତ୍ତରପାଶ୍ୱର୍ ମଠ ସମ୍ମୁଖରେ ନିମି ର୍ତ ମହାଯଜ୍ଞ ପିଣ୍ଡି ଠାରେ ଗଜପତି ମହାରାଜାଙ୍କ ଦ୍ୱାରାଗତକାଲି ଶ୍ରୀନଅର ଠାରେ ବରଣ ହୋଇଥିବା ୩୨ ଜଣ ବ୍ରାହ୍ମଣଙ୍କ ଦ୍ୱାରା ଏହି ଯଜ୍ଞ!-->…
କରୋନା ଟିକାକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡିଶା ଟପିଯାଇଛି
କରୋନା ଟିକାକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡିଶା ଟପିଯାଇଛି । ଚଳିତମାସ ୧୩ତାରିଖ ସୁଦ୍ଧା ଜାତୀୟସ୍ତରରେ ୧୮ବର୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ଅଣାଅଶୀ ଦଶମିକ ୮ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୮୨ଦଶମିକ ୪ ପ୍ରତିଶତରେ ପହଞ୍ଚିଛି ।
ସେହିପରି ଦ୍ୱିତୀୟ ଡୋଜ ଟିକାକରଣ!-->!-->!-->…