Browsing Category

ଆଶାର ଆଲୋକ

ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥି ଠାରୁ ପଞ୍ଚକ ବ୍ରତ ଆରମ୍ଭ

ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥି ଠାରୁ ପଞ୍ଚକ ବ୍ରତ ଆରମ୍ଭ ହୋଇଛି । ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଦେବ ଉତ୍ଥାପନ ଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି । ପଞ୍ଚକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲକ୍ଷ୍ମୀ-ନାରାୟଣ ବେଶରେ ସଜ୍ଜିତ କରାଯାଇଛି । କୋଭିଡ୍‍

ରାଜ୍ୟ ସରକାର ଏବେ ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ…

ରାଜ୍ୟ ସରକାର ଏବେ ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କରାଯାଇଛି । ଏହି ୮ ଜଣଙ୍କ ମଧ୍ୟରୁ ନିମାପଡ଼ାର

ଜୁନିୟର୍‍ ବିଶ୍ୱକପ୍‍ ହକି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷିତ

ଜୁନିୟର୍‍ ବିଶ୍ୱକପ୍‍ ହକି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ - ଅଭିଷେକ ଲାକ୍ରା, ସୁନିଲ୍‍ ଜୋଜୋ ଓ ସୁଦିପ୍‍ ଚିର୍‍ମାକୋ । ଏହି ଦଳର ନେତୃତ୍ୱ ବିବେକ ସାଗର ପ୍ରସାଦ ନେବେ । ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରର

ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଲାଗି ପ୍ରଶାସନ…

କୋଭିଡ୍‍ କଟକଣା ଲାଗି ଆସନ୍ତା ୧୨ ତାରଖରେ ହେବାକୁ ଥିବା ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦଦର୍ଶନ ଲାଗି ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ସେହିପରି ୧୪ ତାରିଖ ବଡ଼ ଏକାଦଶୀ ଅବସରରେ ଶ୍ରଦ୍ଧାଳୁମାନେ ଏହି

ଓଡ଼ିଶାର ପ୍ରଖ୍ୟାତ ପସ୍ତର ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନ ପ୍ରଦାନ – ଡକ୍ଟର ରଜତ କର,…

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ମସିହା ନିମନ୍ତେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡ଼ିଶାର ପ୍ରଖ୍ୟାତ ପସ୍ତର ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନ ପ୍ରଦାନ କରିଛନ୍ତି । ସେହିପରି ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍‍

୧୧ ତାରିଖରେ ନାମଲେଖାପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ

ଯୁକ୍ତ ଦୁଇ ସ୍ପଟ୍‍ ନାମଲେଖା ମେଧାତାଲିକା ପ୍ରକାଶ ପାଇଛି । ଆ ଦୁଇ ଦିନ ଧରି ଛାତ୍ରଛାତ୍ରୀମାନେ ନାମ ଲେଖାଇବାପାଇଁ ପଞ୍ଜୀକରଣ କରିପାରିବେ । ୧୧ ତାରିଖରେ ନାମଲେଖାପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଆସନ୍ତା ୧୧ ଓ ୧୨ ତାରିଖରେ ନାମଲେଖା ଅନୁଷ୍ଠିତ ହେବ । ୧୩ ତାରିଖରେ ସବୁ

ଦୀପାବଳୀପରେ ଖୋଲିବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ – ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‍ ଖୋଳିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ହେଲେ କେବେ ସ୍କୁଲ୍‍ ଖୋଲିବ, ସେନେଇ ବିଚାରବିମର୍ଶ ଚାଲିଥିବା ସେ କହିଛନ୍ତି । ପର୍ଯ୍ୟାୟକ୍ରମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢ଼ା ପାଇଁ ମଧ୍ୟ ସ୍କୁଲ୍‍ ଖୋଲିବ ।

ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍‍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା-ଗତବର୍ଷଭଳି ଏବର୍ଷ…

ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍‍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି । ତେବେ ଗତବର୍ଷଭଳି ଏବର୍ଷମଧ୍ୟ ବାଣ ଫୁଟାଯିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ମାମଲା ହାଇକୋର୍ଟରେ ବିଚାରାଧିନ ରହିଛି । ଏ ନେଇ ସୋମବାର ସୁଦ୍ଧା ଅଦାଲତରେ