ଭାରତରେ ହ୍ରାସ ପାଉଛି କରୋନା ସଂକ୍ରମଣ ଲଗାତାର ୬ ଦିନ ସଂକ୍ରମଣ ୨ ଲକ୍ଷ ତଳେ

0 822

ଭାରତରେ ହ୍ରାସ ପାଉଛି କରୋନା ସଂକ୍ରମଣ ଲଗାତାର ୬ ଦିନ ସଂକ୍ରମଣ ୨ ଲକ୍ଷ ତଳେ

ଭାରତରେ ଆଜି ଦୈନିକ ନୂଆ ସଂକ୍ରମଣ ୧.୩୨ଲକ୍ଷ, ନୂଆ ସଂକ୍ରମଣ ହ୍ରାସ ଧାରା ଜାରି ରହିଛି

ଭାରତରେ ସକ୍ରିୟ କରୋନା ମାମଲା ପୁଣି ୨୦ ଲକ୍ଷ ତଳେ ଏବଂ ଆଜି ରହିଛି ୧୭,୯୩,୬୪୫

ଗତ ୨୪ ଘଣ୍ଟାରେ ସକ୍ରିୟ କରୋନା ମାମଲାରେ ୧,୦୧,୮୭୫ ହ୍ରାସ

ଦେଶରେ ଏ ପର୍ଯ୍ୟନ୍ତ ୨,୬୧,୭୯,୦୮୫ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟାରେ ୨,୩୧,୪୫୬ ଜଣ ସୁସ୍ଥ ହୋଇଛନ୍ତି

କ୍ରମାଗତ ୨୦ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ସୁସ୍ଥତା ହାର ୯୨.୪୮%କୁ ବୃଦ୍ଧି ପାଇଛି

ଏବେ ସାପ୍ତାହିକ ପଜିଟିଭିଟି ହାର ରହିଛି ୮.୨୧%

ଦୈନିକ ପଜିଟିଭିଟି ହାର ରହିଛି ୬.୫୭%, କ୍ରମାଗତ ନବମ ଦିନରେ ଏହା ୧୦% ତଳେ ରହିଛି

ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଛି ଏବଂ ମୋଟ ୩୫ କୋଟି ଟେଷ୍ଟ କରାଯାଇଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ୨୧.୮୫ କୋଟି ଟିକା ଦିଆଯାଇଛି

Leave A Reply