Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ-୧୦ଟି ଜିଲ୍ଲାର…
ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ । ୧୦ଟି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳକୁ ମଜବୁତ କରିବାପାଇଁ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯିବ । ଏହି ପଥର ବନ୍ଧଗୁଡ଼ିକୁ ତାରଜାଲିରେ…
ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ଲାଇନ୍ କ୍ଲାସ ଆରମ୍ଭ ହେବା…
ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ଲାଇନ୍ କ୍ଲାସ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଶ୍ରେଣୀଗୃହରେ ପାଠପଢ଼ା ସମ୍ଭବ ହେଉ ନଥିବାରୁ ଖରାଛୁଟି ପରେ…
ଭାରତକୁ ସାଉଦି ଆରବରୁ ୬୦ ଟନ୍ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍.ଓ. କଣ୍ଟେନର ପଠାଇଛି
ଭାରତକୁ ସାଉଦି ଆରବରୁ ୬୦ ଟନ୍ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍.ଓ. କଣ୍ଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇ.ଏସ୍.ଓ. କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବ୍ଦୁଲାଜିଜଙ୍କୁ…
ରାଜ୍ୟ ସରକାର ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା – ଡି.ଆର୍.ଡି.ଓ.ଠାରୁ ଟୁ-ଡି.ଜି. ଆଣ୍ଟି-କରୋନା ଔଷଧ…
ରାଜ୍ୟ ସରକାର ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା - ଡି.ଆର୍.ଡି.ଓ.ଠାରୁ ଟୁ-ଡି.ଜି. ଆଣ୍ଟି-କରୋନା ଔଷଧ କିଣିବେ । ୫ ହଜାର
ସ୍ୟାଚେଟ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ…
ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷରୁ ଅଧିକ
ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୨୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷରୁ ଅଧିକ ରହିଛି । ତେବେ ସେହି ସମୟ ମଧ୍ୟରେ ୩ ଲକ୍ଷ ୫୩ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ୨ କୋଟି ୪ ଲକ୍ଷରୁ ଅଧିକ…
୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ ହେବ
୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ ହେବ । ଏହି ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି କୋ-ୱିନ୍ ପୋର୍ଟାଲ କିମ୍ବା ଆରୋଗ୍ୟସେତୁ ଆପ୍ରେ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିପାରିବେ । ହିତାଧିକାରୀଙ୍କୁ ମୋବାଇଲ ମେସେଜ୍ ଜରିଆରେ କେଉଁଠି ଓ କେଉଁ…
ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେବେ
ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ଦୁଇ କୋଟି ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୨ହଜାର କୋଟି ଟଙ୍କା…
ମେ ୧୫ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ- କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ…
ମେ ୧୫ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ- କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିଆଗଲା ନିଷ୍ପତ୍ତି
ମେ ୧୫ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ- କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିଆଗଲା ନିଷ୍ପତ୍ତି ।…
ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି
୨୦୨୦-୨୧ ବର୍ଷରେ ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି
କରାଯାଇଛି । ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି ।
ପୂର୍ବରୁ ଏହି ସମୟସୀମା…
ମେଡ୍ ଇନ୍ ଇଣ୍ଡିଆ କଣ୍ଢେଇ ମେଳା
ମୋଡ୍ ଇନ୍ ଇଣ୍ଡିଆ କଣ୍ଢେଇ ମେଳା
ପ୍ରଥମ ଭାରତୀୟ ଖେଳନା ମେଳା ବା ଇଣ୍ଡିଆ ଟଏ ଫେୟାର - ୨୦୨୧ ଆସନ୍ତା ଶନିବାରଠାରୁ ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ
ମାଧ୍ୟମରେ ଅନୁଷ୍ଠିତ ହେବ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଜରିଆରେ ଦେଶର ନିର୍ମାଣ କ୍ଷେତ୍ରର ପରିସରକୁ ବୃଦ୍ଧି…