ମେଡ୍‌ ଇନ୍‌ ଇଣ୍ଡିଆ କଣ୍ଢେଇ ମେଳା

0 9,737

ମୋଡ୍‌ ଇନ୍‌ ଇଣ୍ଡିଆ କଣ୍ଢେଇ ମେଳା

ପ୍ରଥମ ଭାରତୀୟ ଖେଳନା ମେଳା ବା ଇଣ୍ଡିଆ ଟଏ ଫେୟାର – ୨୦୨୧ ଆସନ୍ତା ଶନିବାରଠାରୁ ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ
ମାଧ୍ୟମରେ ଅନୁଷ୍ଠିତ ହେବ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଜରିଆରେ ଦେଶର ନିର୍ମାଣ କ୍ଷେତ୍ରର ପରିସରକୁ ବୃଦ୍ଧି କରାଯିବା ସହ ବିଶ୍ୱବଜାରରେ ଏହାର ସ୍ଥିତିର ଜାହିର ଲକ୍ଷ୍ୟରେ ଏହି ମେଳା ଆୟୋଜନ କରାଯାଉଛି ।

ଭାରତୀୟ ଖେଳନା ଶିଳ୍ପ ସହ ଜଡ଼ିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିରନ୍ତର ଯୋଡ଼ି ରଖିବା ସକାଶେ ଏଭଳି ଅଭିନବ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଭାରତୀୟ ଖେଳଣା ନିର୍ମାଣ ଦକ୍ଷତା ବୃଦ୍ଧି ପାଇବା ସହିତ ଏହାର ପ୍ରସାର ବିଶ୍ୱବ୍ୟାପୀ ହୋଇପାରିବ ।

Leave A Reply