ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ମିଦନାପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ବୈଠକ ଅନୁଷ୍ଠିତ

0 5,589

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ମିଦନାପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଉଚ୍ଚ
କ୍ଷମତାସମ୍ପନ୍ନ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସୀମା ସମସ୍ୟା ସମାଧାନ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା  ହୋଇଥିଲା । ଏହି  ବୈଠକରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍‍ କୁମାର ନାୟକଙ୍କ ପ୍ରତିନିଧି ଦଳ ଏବଂ ପଶ୍ଚିମ ମେଦିନପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତୁଷାର ସିଙ୍ଗ୍‍ଲାଙ୍କ ପ୍ରତିନିଧି ଦଳ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷକରି ଜିଓ ଟେଗିଂ, ସ୍ଥାନ ନିରୂପଣ ବା ଡିମାର୍କେସନ ଉପରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ।

Leave A Reply