Sign in
Sign in
Recover your password.
A password will be e-mailed to you.
Browsing Category
ସତ-ମିଛ
ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ
ଆରମ୍ଭ
ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ ଆରମ୍ଭ ହୋଇଛି । ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ଅବସରରେଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ଜଗନ୍ନାଥବଲ୍ଳଭ ମଠକୁ ବିଜେ କରି ସେଠାରେ କେତେକ ନୀତି ସମ୍ପନ୍ନ ହେବା ସହିତ ଶ୍ରୀଜୀଉଙ୍କୁ ଚାଚେରି!-->…
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ -ଓ.ଜେ.ଇ.ଇ. ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ
ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ୍, ବି.-ଫାର୍ମା ଓ ଏମ୍.-ଫାର୍ମା ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ଉଦ୍ଦିଷ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ - ଓ.ଜେ.ଇ.ଇ. ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ!-->…
ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ
ହୋଇଛି
ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ ହୋଇଛି । ୧୦୬ଟି ପୌର ପରିଷଦ ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।!-->…
ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି
ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି
।ସଂସଦ ଢାଞ୍ଚାରେ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ୍ ନିର୍ମାଣ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସେ କହିଛନ୍ତି, ଗତ ଶନିବାର ବିଜୁ ପଟ୍ଟନାୟକଙ୍କର ଜୟନ୍ତୀରେ ବିଧାନସଭା ସମାଚାର ନାଁରେ ଏକ!-->!-->!-->…
୫୦୦ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ…
ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ରେ ଫଶି ରହିଥିବା ପ୍ରାୟ ୫୦୦ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଗୁରୁତ୍ୱାରୋପ କରିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଓଡ଼ିଆ ଛାତ୍ରଛାତ୍ରୀ ପୋଲାଣ୍ଡ,!-->…
ଭୁବନେଶ୍ୱରରେ ସମସ୍ତ କୋଭିଡ୍ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ୍ ହେବ
ଭୁବନେଶ୍ୱରରେ ସମସ୍ତ କୋଭିଡ୍ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ୍ ହେବ । କୋଭିଡ୍ ସ୍ଥିତିରେ ସୁଧାର ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ - ବି.ଏମ୍.ସି. ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ହାଇଟେକ୍ ଓ କିମ୍ସ ମେଡିକାଲ୍କୁ ବି.ଏମ୍.ସି. କ୍ଲୋଜର ନୋଟିସ୍ ଦେଇଛି ।!-->…
ରାଜ୍ୟର ୩ଟି ମହାନଗର ନିଗମ ଓ ୧୦୭ଟି ପୌର ପରିଷଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୩ଟି ମହାନଗର ନିଗମ ଓ ୧୦୭ଟି ପୌର ପରିଷଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିର୍ବାଚନ ପାଇଁ ୱାର୍ଡ଼ ପୁନର୍ଗଠନ, ଆସନ ସଂରକ୍ଷଣ, ବୁଥ୍ ଓ ଭୋଟର୍ ତାଲିକା ପ୍ରସ୍ତୁତି ଆଦି କାର୍ଯ୍ୟକୁ ଇତିମଧ୍ୟରେ ନିର୍ବାଚନ କମିଶନର୍ ଅନୁମୋଦନ!-->…
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏଥିରେ ୭୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ପ୍ରାରମ୍ଭିକ ସୂଚନା ମିଳିଛି । ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଭୋଟ୍ଗ୍ରହଣ ଲାଗି ସମୟ ସ୍ଥିର କରାଯାଇଥିଲେ!-->…
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେଉଛି । ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲାପରିଷଦ ଜୋନ୍ର ୧ ହଜାର ୬୬୯ଟି ଗ୍ରାମପଞ୍ଚାୟତରେ ମତଦାନ ଅନୁଷ୍ଠିତ ହେବ । ମୋଟ!-->…
ପୁଣି ଥରେ ନାମାଙ୍କନର ସୁଯୋଗ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର
ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦୌ ପ୍ରାର୍ଥୀପତ୍ର ଦାଖଲ ହୋଇ ପାରି ନଥିବା ସ୍ଥାନରେ ପୁଣି ଥରେ ନାମାଙ୍କନର ସୁଯୋଗ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ନିର୍ବାଚନ କମିଶନର କହିଛନ୍ତି, ପ୍ରାର୍ଥୀପତ୍ର ଦାଖଲ ହୋଇ!-->…