ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ -ଓ.ଜେ.ଇ.ଇ. ଜୁନ୍‍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ

0 129

ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ୍‍, ବି.-ଫାର୍ମା ଓ ଏମ୍‍.-ଫାର୍ମା ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ଉଦ୍ଦିଷ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ – ଓ.ଜେ.ଇ.ଇ. ଜୁନ୍‍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ।

ଏହି
ପରୀକ୍ଷାପାଇଁ ଆଜିଠାରୁ ଅନ୍‍ଲାଇନ୍‍ ଆବେଦନ ଆରମ୍ଭ ହୋଇଛି ଓ ଏହା ଏପ୍ରିଲ୍‍ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନେ ଓ.ଜେ.ଇ.ଇ.
ୱେବ୍‍ସାଇଟ୍‍ରେ ଆବେଦନ କରିପାରିବେ । ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟରଭିତ୍ତିକ ହେବ ।

Leave A Reply