Browsing Category

ସତ-ମିଛ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା

ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ପ୍ରବଳ କ୍ଷତିଗ୍ରସ୍ତ ହୋଇଛନ୍ତି । ଜିଲ୍ଲାରେ ଦୁଇ ଦିନ ତଳେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଥିଲା । ଗତକାଲି ଅପରାହ୍ଣରେ ମଧ୍ୟ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା । ସ୍ଥାନେ ସ୍ଥାନେ ୪ରୁ ୫ ଇଞ୍ଚ୍‍ ବହଳର କୁଆପଥର ଜମି

ଦେଶରେ ଏପର୍ଯ୍ୟନ୍ତ ୫ ହଜାର ୪୮୮ ଜଣ ଓମିକ୍ରନ ରେ ସଂକ୍ରମିତ -ରାଜ୍ୟରେ….

ରାଜ୍ୟରେ ଗୋଟିଏ ଦିନରେ ୩୦ଟି ଜିଲ୍ଲାରୁ ଆଉ ୧୦ ହଜାର ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୫ ହଜାର ୮୩୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୨୬ ଜଣ ଥିବାବେଳେ ୧୮ବର୍ଷ ବୟସ ମଧ୍ୟରେ ୮୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ

ଆକ୍ରାନ୍ତ ବ୍ୟକ୍ତିଙ୍କ ଗୃହ ସଙ୍ଗରୋଧ ସଂକ୍ରାନ୍ତ ନିୟମାବଳିରେ ସଂଶୋଧନ – କୌଣସି ଲକ୍ଷଣ ନ ଥିଲେ ସେମାନେ ଘରେ…

ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆକ୍ରାନ୍ତ ବ୍ୟକ୍ତିଙ୍କ ଗୃହ ସଙ୍ଗରୋଧ ସଂକ୍ରାନ୍ତ ନିୟମାବଳିରେ ସଂଶୋଧନ କରିଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କର କୌଣସି ଲକ୍ଷଣ ନ ଥିଲେ ସେମାନେ ଘରେ ରହିପାରିବେ । ୬୦

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ୧୦୩ କୋଟି ଟଙ୍କା ବିନିଯୋଗ ହୋଇଛି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତି ସ୍ତୂପର

ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ

ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଫୁଲବାଣୀ ଜିଲ୍ଲାର ଦାରିଙ୍ଗିବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ

ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ

ପୁରୀ- ଡିସେମ୍ବର ୩୧ ଓ ଜାନୁୟାରୀ ପହିଲାରେ ସାଧାରଣ ଦର୍ଶନାର୍ଥୀଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର ବନ୍ଦ୍‍ ରହିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ୩୨ତମ କୋଣାର୍କ ଉତ୍ସବ

ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ୩୨ତମ କୋଣାର୍କ ଉତ୍ସବ । ଏହା ସହିତ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ୧୧ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କୋଭିଡ୍‍ ନିୟମାବଳୀ ଅନୁଯାୟୀ

ବ୍ୟବସାୟରେ ଉନ୍ନତି ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

ସମସ୍ତଙ୍କ ମନରେ ଇଚ୍ଛା ଥାଏ ଯେ, ସେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳ ହୁଅନ୍ତୁ। ବ୍ୟବସାୟୀଙ୍କ ମନରେ ଥାଏ ଯେ ତାଙ୍କ ଦୋକାନ ଠିକ ଭାବେ ଉନ୍ନତି ଦିଗକୁ ଅଗ୍ରସର ହେଉ। ବେଳେବେଳେ ବ୍ୟବସାୟୀମାନଙ୍କୁ କିଛି କାରଣ ଯୋଗୁଁ ଅନେକ କ୍ଷତି ସହିବାକୁ ପଡିଥାଏ। ତେଣୁ ବ୍ୟବସାୟ

ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଲାଗି ପ୍ରଶାସନ…

କୋଭିଡ୍‍ କଟକଣା ଲାଗି ଆସନ୍ତା ୧୨ ତାରଖରେ ହେବାକୁ ଥିବା ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦଦର୍ଶନ ଲାଗି ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ସେହିପରି ୧୪ ତାରିଖ ବଡ଼ ଏକାଦଶୀ ଅବସରରେ ଶ୍ରଦ୍ଧାଳୁମାନେ ଏହି

ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ବନ୍ଦ

ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯଦିଓ ରାଜ୍ୟରେ ସଂକ୍ରମଣର ମାତ୍ରା ହ୍ରାସ ପାଉଛି ତେବେ ଅଧିକ ସଂକ୍ରମଣ ସମ୍ଭାବନାକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି