Browsing Category

ସତ-ମିଛ

ଜାମ୍ମୁ କାଶ୍ମୀର ମିଳିତ ପରୀକ୍ଷା ପାଇଁ ବୟସ ସୀମାରେ କୋହଳ

ଜାମ୍ମୁ କାଶ୍ମୀର ମିଳିତ ପରୀକ୍ଷା ପାଇଁ ବୟସ ସୀମାରେ କୋହଳ କରାଯାଇଛି । ଗତକାଲି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ବିଭିନ୍ନପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ଓ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଓପନ ମେରିଟ୍‍

୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫
ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ

୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯାଇପାରିବ । ପଦ୍ମ ବିଭୁଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍‍ଲାଇନ୍‍ ଜରିଆରେ ମେ

ଅଣସ୍ୱୀକୃତିପ୍ରାପ୍ତ ୱେବ୍‍ସାଇଟ୍‍ ଏବଂ ଅଜଣା ଲିଙ୍କ୍‍ ଜରିଆରେ
ସାଇବର ଆକ୍ରମଣ ବିପଦ ବିରୋଧରେ

ସାଇବର୍‍ ବିଶେଷଜ୍ଞ ଏବଂ ସାଇବର୍‍ ଅପରାଧ ପରିଚାଳନା କରୁଥିବା ଅଧିକାରୀମାନେ ଅଣସ୍ୱୀକୃତିପ୍ରାପ୍ତ ୱେବ୍‍ସାଇଟ୍‍ ଏବଂ ଅଜଣା ଲିଙ୍କ୍‍ ଜରିଆରେସାଇବର ଆକ୍ରମଣ ବିପଦ ବିରୋଧରେ ଅନ୍‍ଲାଇନ୍‍ ବ୍ୟବହାରକାରୀମାନଙ୍କୁ ସତର୍କ କରାଇଛନ୍ତି । ସାଇବର୍‍ ନିରାପତ୍ତା ସଂକ୍ରାନ୍ତରେ ଏକ

ଭିଜନ୍‍ ଅଫ୍‍ ଇଣ୍ଡିଆ ୨୦୪୭ ପରିପ୍ରେକ୍ଷୀରେ ସର୍ବସାଧାରଣ ପ୍ରଶାସନ କ୍ଷେତ୍ରରେ ପେଶାଗତ ତାଲିମ୍‍ ପଦ୍ଧତିର ସମୀକ୍ଷା

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍‍ ଅଫ୍‍ ଇଣ୍ଡିଆ ୨୦୪୭ ପରିପ୍ରେକ୍ଷୀରେ ସର୍ବସାଧାରଣ ପ୍ରଶାସନ କ୍ଷେତ୍ରରେ ପେଶାଗତ ତାଲିମ୍‍ ପଦ୍ଧତିର ସମୀକ୍ଷା କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତୀୟ ସର୍ବସାଧାରଣ ପ୍ରଶାସନ

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ୍‍ ୧୨ ତାରିଖରେ ଟି-୨୦ମ୍ୟାଚ୍‍

କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ୍‍ ୧୨ ତାରିଖରେ ଟି-୨୦ ମ୍ୟାଚ୍‍ ଖେଳାଯିବ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍‍ ଅନୁଷ୍ଠିତ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ

ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ସାମାନ୍ୟ ହ୍ରାସ-କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା

ଗତକାଲି ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ସାମାନ୍ୟ ହ୍ରାସ ପାଇଥିଲା । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସୁନ୍ଦରଗଡ଼ ଓ ସୋନପୁରଠାରେ ୪୨ ଦଶମିକ ୫ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଥିବା ବେଳେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ

ଛାତିପୋଡା -ଛାତି ଯନ୍ତ୍ରଣାର ସମାଧାନ ଡା. ନିରଞ୍ଜନ ତ୍ରିପାଠୀ

ଡା. ନିରଞ୍ଜନ ତ୍ରିପାଠୀ ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍‌ପିଣ୍ଡ, ଫୁସଫୁସ୍‌, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍‌ଟିକ ଅଲ୍‌ସର), ପ୍ରଦାହ (ପାକସ୍ଥଳୀ କର୍କଟ), ଖାଦ୍ୟନଳୀ​‌େ​‌ର

ଚଳିତ ବର୍ଷ ବର୍ଷା ସମ୍ଭାବନା ଖୁବଭଲ : ପଞ୍ଜିକାରେ କୃଷି ଅଭିବୃଦ୍ଧି ସୂଚନା

ଭୁବନେଶ୍ୱର :ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓଡିଆ ନବ ବର୍ଷ ପାଳନ ଅବସରରେ ନବ ପଞ୍ଜିକା ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ସ୍ଥାନୀୟ ବାଣୀବିହାର ସ୍ଥିତ ଶ୍ରୀ ଶ୍ରୀ ଶନି୧⁄୨ର ମହାଗ୍ରହ ମନ୍ଦିର ପ୍ରାଙ୍ଗଣରେ ସୌର ବ୍ରାହ୍ମଣ ପରିଷଦ, ଓଡିଶା ପକ୍ଷରୁ ବୁଧବାର ନବ ପଞ୍ଜିକା ଶୁଭାରମ୍ଭ

ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟ
ସରକାର ନିଷ୍ପତ୍ତି ଗ୍ରହଣ

ରାଜ୍ୟରେ ଥିବା ଏକକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଏଣିକି ସେହି ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ଏକକ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଓଡ଼ିଶା ଶିକ୍ଷା ସେବା

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଯାତ୍ରୀବାହୀ ବସ୍‍ ଚଳାଚଳ
ଉପରେ କଟକଣା

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଯାତ୍ରୀବାହୀ ବସ୍‍ ଚଳାଚଳ ଉପରେ କଟକଣା ଲାଗୁ କରିବାକୁ ପରିବହନ ବିଭାଗ ପକ୍ଷରୁ ଗାଇଡ୍‍ଲାଇନ୍‍ ଜାରି କରାଯାଇଛି । ଗାଇଡ୍‍ଲାଇନ୍‍ ଅନୁସାରେ ପୂର୍ବାହ୍ନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ବସ୍‍ ଚଳାଚଳ ବନ୍ଦ୍‍ ରହିବ । ବସ୍‍ରେ