Browsing Category

ଖବର

ପଞ୍ଚାୟତ ନିର୍ବାଚନରେ ଗାଡି ଓ ମାଇକ୍‍ ବ୍ୟବହାର ପାଇଁ ଅନୁମତି

ପଞ୍ଚାୟତ ନିର୍ବାଚନରେ ଗାଡି ଓ ମାଇକ୍‍ ବ୍ୟବହାର ପାଇଁ ସ୍ଥାନୀୟ ତହସିଲଦାର ଅନୁମତି ଦେଇପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପ୍ରଚାରରେ ମାଇକ୍‍ ଓ ଗାଡ଼ି ବ୍ୟବହାର ଅନୁମତି ପାଇଁ ପ୍ରାର୍ଥୀମାନେ ସମସ୍ୟାର ସମ୍ମୁଖୀନ ହେବା ସହ ଏନେଇ ରାଜ୍ୟ ନିର୍ବାଚନ

ପଞ୍ଚାୟତ ନିର୍ବାଚନ-ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ

ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ ପଞ୍ଚାୟତ ନିର୍ବାଚନ ସକାଶେ ମତଦାନ ସାବ୍ୟସ୍ତ କରିବା ଲାଗି ସରକାରୀ କର୍ମଚାରୀ ଏବଂ ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ । ଏନେଇ

ପରୀକ୍ଷା ଅଫ୍‍ ଲାଇନରେ ହେବ

ସିବିଏସ୍‍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଏପ୍ରିଲ୍‍ ମାସ ୨୬ରୁ ଦ୍ୱିତୀୟ ଟର୍ମ ବୋର୍ଡ ପରୀକ୍ଷା କରାଯିବ ବୋଲି ସିବିଏସ୍‍ଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏହି ପରୀକ୍ଷା ଅଫ୍‍ ଲାଇନରେ ହେବ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋ ଲି

୨୦୨୧-୨୨ ପାଇଁ ଦେଶର ପ୍ରମୁଖ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବାପାଇଁ…

୨୦୨୧-୨୨ ପାଇଁ ଦେଶର ପ୍ରମୁଖ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବାପାଇଁ ବି.ସି.ସି.ଆଇ. ଘୋଷଣା କରିଛି । ପ୍ଲେଟ୍‍ ଗ୍ରୁପ୍‍ର ମ୍ୟାଚ୍‍ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଏଲିଟ୍‍ ଗ୍ରୁପ୍‍ର ମ୍ୟାଚ୍‍ଗୁଡ଼ିକ ୧୬ ତାରିଖରୁ ଖେଳାଯିବ ।

ରାଜ୍ୟରେ ଶୀତଲହରୀ ଜାରି ରହିଥିବାବେଳେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ

ରାଜ୍ୟରେ ଶୀତଲହରୀ ଜାରି ରହିଥିବାବେଳେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ ଦୁଇ ଦିନ ପାଇଁ ସତର୍କତା ଜାରି କରାଯାଇଛି । ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାଲେଶ୍ୱର,

ରାଜ୍ୟରେ ପଶ୍ଚିମାଝଡ଼

ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇଯାଇଛି ।ୠତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୫ ସେଣ୍ଟିମିଟର ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଚମ୍ପୁଆ ଓ ଝାରସୁଗୁଡ଼ାର ଲଇକେରାଠାରେ ୪ ସେଣ୍ଟିମିଟର ଲେଖାଏଁ ବର୍ଷା ରେକର୍ଡ଼ କରାଯାଇଛି ।

ବାରବାଟୀରେ ଆସନ୍ତା ଜୁନ୍‍ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍‍ ଅନୁଷ୍ଠିତ ହେବ

କଟକ ବାରବାଟୀ ଷ୍ଟାଡିୟମ୍‍ରେ ଆସନ୍ତା ଜୁନ୍‍ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍‍ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ୍‍ ଆସୋସିଏସନ୍‍ ସମ୍ପାଦକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରଣଜୀ ଟ୍ରଫି କ୍ରିକେଟ୍‍ର ପ୍ରଥମ ପର‌୍ୟ୍ୟାୟ ମ୍ୟାଚ୍‍

ଆସନ୍ତା ୬ ତାରିଖରୁ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ

ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ଡିଗ୍ରୀ କଲେଜ ଓ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକରେ ଆସନ୍ତା ୬ ତାରିଖରୁ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି,

ଦୁର୍ନୀତି କରି ବରିଷ୍ଠ ଆଇଏଏସ୍‌ ଚାକିରିରୁ ବିଦା

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍‍. ଅଧିକାରୀ ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସୂଚନା ଅନୁସାରେ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା

ଏମ୍‍ବିବିଏସ୍‍ ଓ ବିଡିଏସ୍‍ ପାଠ୍ୟକ୍ରମରେ ନାମଲେଖା ଲାଗି ଚଏସ ଫିଲିଂ ଓ ଲକିଂ ଆରମ୍ଭ

ଏମ୍‍ବିବିଏସ୍‍ ଓ ବିଡିଏସ୍‍ ପାଠ୍ୟକ୍ରମରେ ନାମଲେଖା ଲାଗି ଚଏସ ଫିଲିଂ ଓ ଲକିଂ ଆରମ୍ଭ ହେଉଛି । ପୂର୍ବାହ୍ନ ୧୦ଟାରୁ ଆସନ୍ତାକାଲି ରାତି ୧୧ଟା ୫୯ମିନିଟ୍‍ ସୁଦ୍ଧା ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍‍ ଫିଲିଂ ଓ ଲକିଂ କରିପାରିବେ । ୫ତାରିଖ ପର୍ଯ୍ୟନ୍ତ ଆଲଟମେଣ୍ଟ ଅନୁଷ୍ଠିତ ହେବ ଏବଂ