Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଭାରତ ଓ ଡେନ୍ମାର୍କ ମଧ୍ୟରେ ପ୍ରଥମଥର ପାଇଁ ସ୍ୱାକ୍ଷରିତ ସବୁଜ କୌଶଳାତ୍ମକ ଭାଗିଦାରୀ ରାଜିନାମାର ପ୍ରଗତିକୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦେଶୀୟ ୟୁରୋପ ଗସ୍ତର ଦ୍ୱିତୀୟ ଦିନରେ ଅପରାହ୍ଣରେ ଡେନ୍ମାର୍କର ରାଜଧାନୀ କୋପେନ୍ହେଗେନ୍ରେ ଯାଇ ପହଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ଶୁଭେଚ୍ଛାମୂଳକ ପଦକ୍ଷେପ ସ୍ୱରୂପ ଡେନ୍ମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡେରିକ୍ସେନ୍ ବିମାନ ବନ୍ଦରରୁ ଶ୍ରୀ!-->…
ଆଇ.ପି.ଏଲ୍. କ୍ରିକେଟ୍ ମ୍ୟାଚ୍ରେ କୋଲକାତା ନାଇଟ୍ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ୱିକେଟ୍ରେ ପରାସ୍ତ କରିଛି
ନଭି ମୁମ୍ବାଇର ଡି.ୱାଇ. ପାଟିଲ୍ ଷ୍ଟାଡିୟମ୍ଠାରେ ରାତି ୭ଟା ୩୦ରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ ।ଗତକାଲି ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଆଇ.ପି.ଏଲ୍. କ୍ରିକେଟ୍ ମ୍ୟାଚ୍ରେ କୋଲକାତା ନାଇଟ୍ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ୱିକେଟ୍ରେ!-->…
ଦେଶବ୍ୟାପି କୋଭିଡ୍ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୧୮୯ କୋଟି ୩୮ଲକ୍ଷରୁ ଅଧିକ ଟିକା ପ୍ରଦାନ
ଦେଶବ୍ୟାପି କୋଭିଡ୍ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୧୮୯ କୋଟି ୩୮ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି । କେବଳ ଗତକାଲି ୧୪ଲକ୍ଷରୁ ଅଧିକ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ୧୨ରୁ ୧୪ ବର୍ଷ ବୟସ ବର୍ଗରେ ୩କୋଟି ୭୨ଲକ୍ଷରୁ ଅଧିକ!-->…
ନିର୍ବାଚନ କମିଶନ୍ ଓଡ଼ିଶା ସମେତ କେରଳ ଓ ଉତ୍ତରାଖଣ୍ଡର ତିନୋଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା
…
ନିର୍ବାଚନ କମିଶନ୍ ଓଡ଼ିଶା ସମେତ କେରଳ ଓ ଉତ୍ତରାଖଣ୍ଡର ତିନୋଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣାକରିଛନ୍ତି ।
ଓଡ଼ିଶାର ବ୍ରଜରାଜନଗର ବିଧାନସଭା ଆସନ, କେରଳର ଥ୍ରୀକାକରା ଆସନ ଓ ଉତ୍ତରାଖଣ୍ଡର ଚମ୍ପାୱତ୍ ଆସନ ପାଇଁ ଚଳିତ ମାସ ୩୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।!-->!-->!-->…
୨୦୨୨-୨୩ ରବି ଋତୁରେ ଏପର୍ଯ୍ୟନ୍ତ ୧୧ଟି ରାଜ୍ୟରୁ ୧୬୧ ଲକ୍ଷ
ମେଟ୍ରିକ୍ ଟନ୍ ଗହମ ସଂଗୃହିତ
୨୦୨୨-୨୩ ରବି ଋତୁରେ ଏପର୍ଯ୍ୟନ୍ତ ୧୧ଟି ରାଜ୍ୟରୁ ୧୬୧ ଲକ୍ଷ ମେଟ୍ରିକ୍ ଟନ୍ ଗହମ ସଂଗୃହିତ ହୋଇଛି । ସେହି ରାଜ୍ୟ ଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ହରିଆନା, ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଗୁଜରାତ, ବିହାର ଓ ରାଜସ୍ଥାନ ରହିଛି ।!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱ ଯେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହୋଇଛି ସେତେବେଳେ ଭାରତ ଏହାର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱ ଯେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହୋଇଛି ସେତେବେଳେ ଭାରତ ଏହାର ସମାଧାନ ସୂତ୍ର ବାହାର କରିଛି । ଏହାକୁ ସେ ନୂତନ ଭାରତର ଶକ୍ତି ବୋଲି କହିଛନ୍ତି । ଗତକାଲି ଜର୍ମାନୀର ବର୍ଲିନ୍ଠାରେ ଭାରତୀୟ ବଂଶୋଦ୍ଭବଙ୍କ ସହିତ ଆଲୋଚନା ବେଳେ!-->…
୨୦୭୦ ସୁଦ୍ଧା ଅଙ୍ଗାଳକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ନେବା ପାଇଁ ଭାରତ ଦେଇଥିବା ପ୍ରତିଶ୍ରୁତିର ପୂରଣ ସକାଶେ
ପରିବେଶର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଏହାର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛି । ୨୦୭୦ ସୁଦ୍ଧା ଅଙ୍ଗାଳକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ନେବା ପାଇଁ ଭାରତ ଦେଇଥିବା ପ୍ରତିଶ୍ରୁତିର ପୂରଣ ସକାଶେ ଭାରତ ଜାତୀୟ ହାଇଡ୍ରୋଜେନ୍ ଶକ୍ତି ମିଶନ୍ ଆରମ୍ଭ କରିଛି ।!-->…
ଦେଶରେ ଇଦ୍-ଉଲ୍-ଫିତର୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ
କରାଯାଉଛି
ଦେଶରେ ଇଦ୍-ଉଲ୍-ଫିତର୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି । ପବିତ୍ର ରମ୍ଜାନ୍ ମାସ ଶେଷରେ ପାଳିତ ହେଉଥିବା ଇଦ୍- ଉଲ୍-ଫିତର ଈଶ୍ୱର ଭକ୍ତି ଓ କୃତଜ୍ଞତାର ପ୍ରତୀକ ବହନ କରିଥାଏ । କରୋନା ମହାମାରୀ ପରେ ଆଜି ଇଦ୍ଗା ଓ ମସ୍ଜିଦ୍ ଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ବିପୁଳ!-->…
‘ପୁଞ୍ଜିନିବେଶର ସାମର୍ଥ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ଭବିଷ୍ୟତ ଶକ୍ତି ଚାହିଦା’
ଆଜାଦି କା ଅମ୍ରିତ ମହୋତ୍ସବର ଅଂଶସ୍ୱରୂପ ସିଲଂଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ‘ପୁଞ୍ଜିନିବେଶର ସାମର୍ଥ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ଭବିଷ୍ୟତ ଶକ୍ତି ଚାହିଦା’ ଶୀର୍ଷକ ଏହି କର୍ମଶାଳାକୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ, ମେଘାଳୟ ସରକାର, ଉତ୍ତର ପୂର୍ବାଞ୍ଚଳ ପରିଷଦ ଓ!-->…
ଶ୍ରୀଲଙ୍କାରେ ଭାରତୀୟ ନୌସେନାର ଜାହାଜ ଯୋଗାଇଦେବ
ଶ୍ରୀଲଙ୍କାର ସାମ୍ପ୍ରତିକ ସଂକଟ ଜନକ ପରିସ୍ଥିତିରେ ସେଠାରେ ଚିକିତ୍ସା ସହାୟତ ପହଞ୍ଚାଇବା ପାଇଁ ଆଇ.ଏନ୍.ଏସ୍. ଘଡ଼ିଆଳ କଲମ୍ବୋରେ ପହଞ୍ଚିଛି । ଏହା ସେଠାରେ ୭୬୦ କିଲୋଗ୍ରାମ ଓଜନର ୧୦୭ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ପହଞ୍ଚାଇଛି । ଶ୍ରୀଲଙ୍କା ସ୍ୱାସ୍ଥ୍ୟ ମନ୍ତ୍ରୀ ଚନ୍ନା ଜୟସୁଗନା!-->…