ଶ୍ରୀଲଙ୍କାର ସାମ୍ପ୍ରତିକ ସଂକଟ ଜନକ ପରିସ୍ଥିତିରେ ସେଠାରେ ଚିକିତ୍ସା ସହାୟତ ପହଞ୍ଚାଇବା ପାଇଁ ଆଇ.ଏନ୍.ଏସ୍. ଘଡ଼ିଆଳ କଲମ୍ବୋରେ ପହଞ୍ଚିଛି । ଏହା ସେଠାରେ ୭୬୦ କିଲୋଗ୍ରାମ ଓଜନର ୧୦୭ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ପହଞ୍ଚାଇଛି । ଶ୍ରୀଲଙ୍କା ସ୍ୱାସ୍ଥ୍ୟ ମନ୍ତ୍ରୀ ଚନ୍ନା ଜୟସୁଗନା ସେଗୁଡ଼ିକୁ ସଂଗ୍ରହ କରିଛନ୍ତି ।
ସରକାରଙ୍କ ଠସଗ୍ଦସକ୍ଟଦ୍ଭ ଝଇଏଇଜ ଅନୁସାରେ ଭାରତୀୟ ନୌବାହିନୀ ମିତ୍ର ରାଷ୍ଟ୍ରଗୁଡ଼ିକୁ ସହାୟତା କରୁଛି । ୨୦୨୦ ମେ ମାସ ଠାରୁ ଭାରତୀୟ ନୌବାହିନୀ ଏଭଳି ୮ଟି ମିଶନ୍ ସଫଳତା ସହ ସମ୍ପନ୍ନ କରିଛି । ସେଥିରେ ୧୮ଟି ପଡ଼ୋଶୀ ମିତ୍ର ରାଷ୍ଟ୍ରକୁ ୧୦ଟି ଜାହାଜ ଜରିଆରେ ସହାୟତା
କରାଯାଇଛି । ଭାରତର ପଡ଼ୋଶୀ ଦେଶ ଗୁଡ଼ିକୁ ମାନବୀୟ ସହାୟତା ପ୍ରଦାନ ପାଇଁ ଭାରତୀୟ ନୌବାହିନୀର କର୍ମଚାରୀ ଓ ସଂଗଠନ ପ୍ରାୟ ଏକ
ନିୟୁତ କାର୍ଯ୍ୟ ଦିବସ ବିନିଯୋଗରେ ପଡ଼ୋଶୀ ଦେଶଗୁଡ଼ିକୁ ସହାୟତା
Comments are closed, but trackbacks and pingbacks are open.