Browsing Category

ଆଶାର ଆଲୋକ

ଚଳିତ ନିର୍ବାଚନରେ ପ୍ରଥମ ଥରପାଇଁ ପୌର ପରିଷଦ ଏବଂ ଏନ୍‍.ଏ.ସି.ର ଅଧ୍ୟକ୍ଷ ଓ ମହାନଗର ନିଗମର ମେୟର ପ୍ରତ୍ୟକ୍ଷ ଭାବେ…

ରାଜ୍ୟର ତିନୋଟି ମହାନଗର ନିଗମ ଓ ୧୦୬ଟି ପୌରାଞ୍ଚଳ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ । ଏହି ଅବଧି ମଧ୍ୟରେ ପଡୁଥିବା ସରକାରୀ ଛୁଟି ଦିନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରାଯାଇପାରିବ । ଏଥିପାଇଁ

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସକ ବିଜୁ ଜନତା ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ

ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସକ ବିଜୁ ଜନତା ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁ ଜନତା ଦଳ ଜିଲ୍ଲା ପରିଷ୍ଠଦ ଗଠନ କରିବା ସୁନିଶ୍ଚିତ ହୋଇଛି । ୨୦୧୨ ପଞ୍ଚାୟତ

ବିଜେଡି ଆଗୁଆ

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍‍ଗଣତି ଆରମ୍ଭ ହୋଇଛି । ଏହି ଗଣତି ୩ଦିନ ଧରି ଚାଲିବ । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‍ରେ ଭୋଟ୍‍ଗଣତି ଚାଲିଛି । ଭୋଟ୍‍ଗଣତି ପାଇଁ ଗଣନା କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆମ

ୟୁକ୍ରେନ୍‍ରେ ଫଶି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ…

ୟୁକ୍ରେନ୍‍ରେ ଫଶି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ସମନ୍ୱୟ ରକ୍ଷା ଲାଗି ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନର୍‍ ତଥା ସ୍ୱତନ୍ତ୍ର ରିଲିଫ୍‍

ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍‍

ଅହମ୍ମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‍ରେ ଆଜି ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍‍ ଖେଳାଯିବ । ଗତ ସପ୍ତାହରେ ଅନୁଷ୍ଠିତ ନିଜ ନିଜର ପ୍ରଥମ ଲିଗ୍‍ ମ୍ୟାଚ୍‍କୁ ଉଭୟ ଦଳ ଅମୀମାଂସିତ ରଖିଥିବାବେଳେ ଓଡ଼ିଶା ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ୍‍ ପାଇଛି ।

ରାଜ୍ୟର ୩ଟି ମହାନଗର ନିଗମ ଓ ୧୦୭ଟି ପୌର ପରିଷଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୩ଟି ମହାନଗର ନିଗମ ଓ ୧୦୭ଟି ପୌର ପରିଷଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିର୍ବାଚନ ପାଇଁ ୱାର୍ଡ଼ ପୁନର୍ଗଠନ, ଆସନ ସଂରକ୍ଷଣ, ବୁଥ୍‍ ଓ ଭୋଟର୍‍ ତାଲିକା ପ୍ରସ୍ତୁତି ଆଦି କାର୍ଯ୍ୟକୁ ଇତିମଧ୍ୟରେ ନିର୍ବାଚନ କମିଶନର୍‍ ଅନୁମୋଦନ

୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ

ଆସନ୍ତା ଫେବୃଆରୀ ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ । ପୂର୍ବରୁ ୧୪ ତାରିଖରୁ ପିଲାମାନେ ସ୍କୁଲ ଆସିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ସାନି ନିଷ୍ପତ୍ତି ଅନୁସାରେ ୧୪ରୁ ସ୍କୁଲ ଖୋଲିବ, ହେଲେ ପିଲାମାନେ ଆସିବେ

ଆଜିଠାରୁ ରାଜ୍ୟରେ ପୁଣି ଶୀତର ପ୍ରକୋପ ବଢ଼ିବ

ପଶ୍ଚିମା ଝଡ଼ ପ୍ରଭାବରେ ଗତ ୨ ଦିନ ହେଲା ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଯାଇଛି । ପାଗ ମେଘୁଆ ରହିଥିବାରୁ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ

ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଶ୍ରେଣୀଗୃହରେ ଅନୁଷ୍ଠିତ ହେବ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶ୍ରେଣୀଗୃହରେ ପାରମ୍ପରିକ ପଦ୍ଧତିରେ ଅନୁଷ୍ଠିତ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି

ପରୀକ୍ଷା ଅଫ୍‍ ଲାଇନରେ ହେବ

ସିବିଏସ୍‍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଏପ୍ରିଲ୍‍ ମାସ ୨୬ରୁ ଦ୍ୱିତୀୟ ଟର୍ମ ବୋର୍ଡ ପରୀକ୍ଷା କରାଯିବ ବୋଲି ସିବିଏସ୍‍ଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏହି ପରୀକ୍ଷା ଅଫ୍‍ ଲାଇନରେ ହେବ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋ ଲି