Browsing Category

ଆଶାର ଆଲୋକ

ନାଲ୍‍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍‍ସିଏଲ୍‍, କେନ୍ଦ୍ର
ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‍ ଜାରି

ନାଲ୍‍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍‍ସିଏଲ୍‍, କେନ୍ଦ୍ର ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‍ ଜାରି କରିଛନ୍ତି । ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ଏମ୍‍ସିଏଲ୍‍ର ଭରତପୁର ଖଣିରୁ କୋଇଲା ପରିବହନ ପାଇଁ ପୂର୍ବତଟ ରେଳବାଇକୁ ୪ଟି ରେକ୍‍ ବ୍ୟବସ୍ଥା କରିବା ପାଇଁ ଯଦି ନାଲ୍‍କୋ

ପରୀକ୍ଷା ପ୍ରସ୍ତୁତି -ପ୍ରତି ସେଣ୍ଟର ଓ ନୋଡାଲ୍‍ ସେଣ୍ଟରରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ପ୍ରକ୍ରିୟାକୁ ଶୃଙ୍ଖଳିତ…

ରାଜ୍ୟରେ ଚଳିତମାସରୁ ଆରମ୍ଭ ହେବାକୁ ଯାଉଥିବା ମାଟ୍ରିକ୍‍ ଏବଂ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭହୋଇଛି । ଏହି ପରୀକ୍ଷାରେ ସ୍ୱଚ୍ଛତା, କପି ରୋକିବା, ନକଲି ପ୍ରଶ୍ନପତ୍ର ଓ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ

ସୁବାଷ ସିଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା

କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାଷ ସିଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷଙ୍କନିକଟକୁ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶ୍ରୀ ସିଂ ୨୦୨୦ ଏପ୍ରିଲ୍‍ ମାସରେ ରାଜ୍ୟସଭା ସଦସ୍ୟଭାବେ ନିର୍ବାଚିତହୋଇଥିଲେ ।

ରାଜ୍ୟର ୩ଟି ମେଡ଼ିକାଲ କଲେଜରେ ନୂଆ କ୍ୟାନସର କେୟାର ସେଣ୍ଟର

ରାଜ୍ୟର ୩ଟି ମେଡ଼ିକାଲ କଲେଜରେ ନୂଆ କ୍ୟାନସର କେୟାର ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ୧୫୫ କୋଟି ୯୨ ଲକ୍ଷ ଟଙ୍କା ମଂଜୁରକରିଛନ୍ତି । ବ୍ରହ୍ମପୁରସ୍ଥିତ ଏମ୍‍କେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ଲାଗି ୭୬ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ହେବ ।

ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଣ୍ଟିସିପ୍‍ ଫ୍ରେମ୍‍ୱାର୍କ
ସହ ଯୋଡାଯିବାର ଲକ୍ଷ୍ୟ

ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଣ୍ଟିସିପ୍‍ ଫ୍ରେମ୍‍ୱାର୍କ ସହ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଗତକାଲି ନୂଆଦିଲ୍ଲୀଠାରେ ଏକଦିବସୀୟ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍‍ ମେଳାକୁ ଡିଜିଟାଲ୍‍ ପ୍ଲାଟଫର୍ମରେ ଉଦ୍‍ଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ

୫-tସଚିବ ଭି.କେ.ପାଣ୍ଡିଆନ୍‍ ଗତକାଲି କଟକ ମା’ ଚଣ୍ଡିମନ୍ଦିର ପରିଦର୍ଶନ

୫-tସଚିବ ଭି.କେ.ପାଣ୍ଡିଆନ୍‍ ଗତକାଲି କଟକ ମା’ ଚଣ୍ଡିମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରରବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସେବାୟତ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିରରେ ଥିବା

ଛାତିପୋଡା -ଛାତି ଯନ୍ତ୍ରଣାର ସମାଧାନ ଡା. ନିରଞ୍ଜନ ତ୍ରିପାଠୀ

ଡା. ନିରଞ୍ଜନ ତ୍ରିପାଠୀ ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍‌ପିଣ୍ଡ, ଫୁସଫୁସ୍‌, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍‌ଟିକ ଅଲ୍‌ସର), ପ୍ରଦାହ (ପାକସ୍ଥଳୀ କର୍କଟ), ଖାଦ୍ୟନଳୀ​‌େ​‌ର

ଆମପୃଥିବୀ, ଆମ ସ୍ୱାସ୍ଥ୍ୟ – ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି

ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆମ ପୃଥିବୀ, ଆମ ସ୍ୱାସ୍ଥ୍ୟ । ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି । ଜଳବାୟୁ ପରିବର୍ତ୍ତନ, ପରିବେଶ, ତାପମାତ୍ରା, ପ୍ରଦୂଷଣ, ଯୁଦ୍ଧ ବିଭୀଷିକା, ଖାଦ୍ୟ, ଜଳ, ଅମ୍ଳଜାନ ଆଦି ଅନେକଗୁଡ଼ିଏ

ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ରାଉରକେଲାରେ ନିଯୁକ୍ତି ବିଜ୍ଞାପନ

ରାଉରକେଲା ସ୍ଥିତ ଷ୍ଟିଲ୍‌ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍‌ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ ମେଡିସିନ୍‌ ପାଇଁ ଗୋଟିଏ ପଦବୀ ରହିଛି । ଏମ୍‌ବିବିଏସ୍‌ ଡିଗ୍ରୀ ଧାରୀ ସହ

ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ନିଯୁକ୍ତି ବିଜ୍ଞାପନ

ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ରାଉରକେଲାରେ ନିଯୁକ୍ତି ବିଜ୍ଞାପନ ରାଉରକେଲା ସ୍ଥିତ ଷ୍ଟିଲ୍‌ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍‌ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ