Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ବିଜ୍ଞାପନ
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ରାଉରକେଲାରେ ନିଯୁକ୍ତି ବିଜ୍ଞାପନ
ରାଉରକେଲା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ!-->!-->!-->…
ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଆମ ପାଇଁ ମୂଲ୍ୟବାନ -ଷୋଡ଼ଶ ବିଧାନସଭାର ବଜେଟ୍…
ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଧିବେଶନରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ଦିବଂଗତ ବିପିନ ରାୱତଙ୍କ ସହ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ!-->…
ଏସ୍ସିବି ମେଡ଼ିକାଲ କଲେଜକୁ ଏମ୍ସ ପ୍ଲସ୍ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ
ଏସ୍ସିବି ମେଡ଼ିକାଲ କଲେଜକୁ ଏମ୍ସ ପ୍ଲସ୍ରେ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଅଧ୍ୟକ୍ଷତା କରି ବଡ଼ଡାକ୍ତରଖାନାର ଉନ୍ନତିକରଣସଂପର୍କରେ!-->…
ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ
ପବିତ୍ର ଦୋଳ ଉତ୍ସବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ ହେଉଛି । ଶ୍ରୀ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଘରଘର ବୁଲି ଭୋଗ ଖାଇବା ସହ ମେଳଣ ପଡ଼ିଆରେ ବିଭିନ୍ନ ସ୍ଥାନରୁ ଆସିଥିବା ବିମାନର ମେଳଣ ହୋଇଥାଏ ।
ଶ୍ରୀମନ୍ଦିରରେ!-->!-->!-->…
ଦେଶରେ ୧୨ରୁ ୧୪ ବର୍ଷ ବର୍ଗର ପିଲାମାନଙ୍କୁ କରୋନା
ପ୍ରତିଷେଧକ ଟିକା ଦିଆଯିବ
ଦେଶରେ ୧୨ରୁ ୧୪ ବର୍ଷ ବର୍ଗର ପିଲାମାନଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭହେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡବୀୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ପର୍ଯ୍ୟାୟରେ ୧୨ରୁ ୧୩ ଏବଂ ୧୩ରୁ ୧୪ ବର୍ଷ ବୟସବର୍ଗର!-->…
ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ
ଆରମ୍ଭ
ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ ଆରମ୍ଭ ହୋଇଛି । ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ଅବସରରେଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ଜଗନ୍ନାଥବଲ୍ଳଭ ମଠକୁ ବିଜେ କରି ସେଠାରେ କେତେକ ନୀତି ସମ୍ପନ୍ନ ହେବା ସହିତ ଶ୍ରୀଜୀଉଙ୍କୁ ଚାଚେରି!-->…
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ -ଓ.ଜେ.ଇ.ଇ. ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ
ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ୍, ବି.-ଫାର୍ମା ଓ ଏମ୍.-ଫାର୍ମା ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ଉଦ୍ଦିଷ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ - ଓ.ଜେ.ଇ.ଇ. ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ!-->…
ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି
ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି
।ସଂସଦ ଢାଞ୍ଚାରେ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ୍ ନିର୍ମାଣ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସେ କହିଛନ୍ତି, ଗତ ଶନିବାର ବିଜୁ ପଟ୍ଟନାୟକଙ୍କର ଜୟନ୍ତୀରେ ବିଧାନସଭା ସମାଚାର ନାଁରେ ଏକ!-->!-->!-->…
ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେପରି ବ୍ୟାଘାତ ନ ହେବ ସେଥିପାଇଁ ଭାରତର ମେଡିକାଲ୍ କଲେଜରେ ସୁବିଧା ସୃଷ୍ଟି କରିବାକୁ-…
ୟୁକ୍ରେନ୍ ଓ ରୁଷ୍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଗତକାଲି ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ ୟୁକ୍ରେନ୍ରୁ ଭୁବନେଶ୍ୱରକୁ ଫେରିଛନ୍ତି । ଛାତ୍ରଛାତ୍ରୀମାନେ ପ୍ରଥମେବିମାନ ଯୋଗେ ଦିଲ୍ଲୀ ପହଞ୍ଚିଥିଲେ । ଏହାପରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ!-->!-->!-->…
ବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜୟନ୍ତୀ ରାଜ୍ୟରେ ନିରାଡ଼ମ୍ବର ଭାବରେ ପାଳନ
ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜୟନ୍ତୀ ରାଜ୍ୟରେ ନିରାଡ଼ମ୍ବର ଭାବରେପାଳନ କରାଯାଇଛି । ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ।
ସେ ଏକ ଧାରାରେ ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସୀ!-->!-->!-->…