ବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜୟନ୍ତୀ ରାଜ୍ୟରେ ନିରାଡ଼ମ୍ବର ଭାବରେ ପାଳନ

0 123

ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜୟନ୍ତୀ ରାଜ୍ୟରେ ନିରାଡ଼ମ୍ବର ଭାବରେ
ପାଳନ କରାଯାଇଛି । ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ।

ସେ ଏକ ଧାରାରେ ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସୀ ବୈମାନିକ, ଶିଳ୍ପପତି, ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଭାବେ ରାଜ୍ୟ, ଦେଶ ତଥା
ଦେଶ ବାହାରେ ସ୍ୱୀକୃତି ଲାଭ କରିଛନ୍ତି । ବିଶ୍ୱ ସ୍ତରରେ ଜଣେ ଅଦ୍ୱିତୀୟ ରାଷ୍ଟ୍ରନେତା ଭାବେ ସେ ନିଜକୁ ପ୍ରତିପାଦିତ କରିପାରିଥିଲେ ।

Leave A Reply