ରାଉରକେଲା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ପାଇଁ ବିଭିନ୍ନ ଖବର କାଗରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ମେଡିସିନ୍ ସ୍ପେଶାଲିଷ୍ଟ ପାଇଁ ଦୁଇଟି ପଦବୀ ଏବଂ ରେଡିଓ ସ୍ପେଶାଲିଷ୍ଟ ପାଇଁ ଗୋଟିଏ ଜେନେରାଲ ମେଡିସିନ୍ ପାଇଁ ଗୋଟିଏ ପଦବୀ ରହିଛି । ଏମ୍ବିବିଏସ୍ ଡିଗ୍ରୀ ଧାରୀ ସହ ସମ୍ପୃକ୍ତ ବିଷୟରେ ସ୍ପେଶାଲିଷ୍ଟମାନେ ଆବେଜିନ କରିପାରିବେ । ଜିଡିଏମ୍ଓ ପାଇଁ ୯୦,୦୦୦ ଟଙ୍କା ମାସିକ ଦରମା ଥିବା ବେଳେ ସ୍ପେଶାଲିଷ୍ଟଙ୍କ ପାଇଁ ସର୍ବଧିକ ଦରମା ମାସିକ ୧,୬୦,୦୦୦ ଟଙ୍କା ରହିଛି ।
ତଳେ ଦିଆଯାଇଥିବା ବିଜ୍ଞାପନକୁ ଦେଖନ୍ତୁ

ଏପ୍ରିଲ୍ ୨୦ ତାରିଖ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ରେ ସକାଳ ୯ରୁ ୧୨ ମଧ୍ୟାହ୍ନ ମଧ୍ୟରେ ଓ୍ୱାକ ଇନ୍ ଇଣ୍ଟରଭ୍ୟୁ ରହିଛି ।
Comments are closed, but trackbacks and pingbacks are open.