Browsing Category

ଖବର

ଶୀତଦିନେ ସାବଧାନ ନହେଲେ ବଢିପାରେ ସଂକ୍ରମଣ- ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା…

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଛି  । ଗତକାଲି ୯୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩ଲକ୍ଷ ୫ହଜାର ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି  ।…

ମହାନଦୀ ଓ ବିରୂପା ନଦୀ ଉପରେ ଥିବା ପୁରୁଣା ପୋଲର ସାମର୍ଥ୍ୟ ଯାଞ୍ଚ କରାଯିବ

ମହାନଦୀ ଓ ବିରୂପା ନଦୀ ଉପରେ ଥିବା ପୁରୁଣା ପୋଲର ସାମର୍ଥ୍ୟ ଯାଞ୍ଚ କରାଯିବ । ଲୋକମାନଙ୍କର ଧନଜୀବନର ସୁରକ୍ଷା ଦୃଷ୍ଟିରୁ ମହାନଦୀ ଉପରେ ଥିବା ମଝି ପୋଲ ଓ ବିରୂପା ନଦୀ ଉପରେ ବାମପାଶ୍ୱର୍ ପୋଲର ସ୍ଥିତି ଏବଂ ସାମର୍ଥ୍ୟ ଜାଣିବା ପାଇଁ ବ୍ରିଜର ଭାର ଅଥବା ଲୋଡ ପରୀକ୍ଷଣ କରାଯିବ । ଜାତୀୟ…

ଆଗାମୀ ଶୀତ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଆସନ୍ତା ୧୮ ତାରିଖ ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ

ବିଧାନସଭାର ଆଗାମୀ ଶୀତ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଆସନ୍ତା ୧୮ ତାରିଖ ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକ ଡକାଇଛନ୍ତି । ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ଆଗାମୀ ଅଧିବେଶନର କାର୍ଯ୍ୟସୂଚୀ ଏବଂ…

ନିରାଡମ୍ବରରେ ପାଳିତ ହେଲା ଦୀପାବଳି

ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଆଜି ସାରା ରାଜ୍ୟରେ ପାଳନ କରାଯାଉଛି । ଗତକାଲିଠାରୁ ଅନେକ ଲୋକ ରଙ୍ଗବେରଙ୍ଗ ଆଲୋକରେ ନିଜର ଘର ସଜାଇବାରେ ଆରମ୍ଭ କରିଦେଇଛନ୍ତି । ତେବେ ବାଣ ଫୁଟା ପାଇଁ କଟକଣା ଯୋଗୁଁ ନିରାଡମ୍ବର ଭାବେ ଏହି ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର…

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଗତକାଲି ୧ହଜାର ୫୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୯୫ହଜାର ୨୪୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ

ଭୁବନେଶ୍ୱର - #odisha ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ଓଡ଼ିଶା ହାଇକୋର୍ଟଙ୍କ ସୁପାରିଶ ଏବଂ ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି…

ରାଜ୍ୟରେ ଏଣିକି ସବୁ ଚାଷୀମାନଙ୍କୁ କୃଷକ ପରିଚୟ ପତ୍ର

ରାଜ୍ୟରେ ଏଣିକି ସବୁ ଚାଷୀମାନଙ୍କୁ କୃଷକ ପରିଚୟ ପତ୍ର ଦିଆଯିବ, ଯାହାଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୫ଟି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ଗତକାଲି କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ…

ଶ୍ରୀମନ୍ଦିର ଜମି ଉଚ୍ଛେଦ ମାମଲା

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରକ୍ରିୟାରେ ଜମି ହରାଇଥିବା ଆବେଦନକାରୀଙ୍କୁ ଆସନ୍ତା ୬ ସପ୍ତାହ ଭିତରେ ବିବାଦମୁକ୍ତ ଜମି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପୁରୀ ଜିଲ୍ଲାପାଳ  ଆବେଦନକାରୀଙ୍କୁ ପ୍ରଦାନ କରିଥିବା ଜମିରେ…

ଦେଶ ତଥା ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ

ଗତ କିଛିଦିନ ହେବ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟି କେତେକ ସ୍ଥାନରେ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫…

ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି

ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି। ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ଟି ସହର ହେଉଛି ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା। ସୋନପୁରରେ ସର୍ବାଧିକ ତାପମାତ୍ରା ହ୍ରାସ…