Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ : ବିଜେପିଶାସିତ ରାଜ୍ୟରେ ତେଲ ଦର ୫ ଟଙ୍କା କମିଲା, ବିରୋଧୀ ଦଳଙ୍କ ମୁହଁ ବନ୍ଦ
ନୂଆଦିଲ୍ଲୀ : ଆଗକୁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବଢିଚାଲିଥିବା ତେଲ ଦର କେନ୍ଦ୍ରର ମୋଦି ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା । କାରଣ କ୍ରମାଗତ ତେଲଦର ବୃଦ୍ଧି ଯ଼ୋଗୁଁ ଜନଅସନ୍ତୋଷ ବଢିଚାଲିଥିବାବେଳେ ବିରୋଧୀ ଦଳ ସରକାରଙ୍କୁ ନିୟମିତ ଟାର୍ଗେଟ କରିଚାଲିଥିଲେ । କିନ୍ତୁ…
ଭାରତ ପାଇବ ଏସ-୪୦୦ : ବିଶ୍ୱର ସବୁଠାରୁ ଭଲ ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ
ନୂଆଦିଲ୍ଲୀଭାରତ ଗ୍ରସ୍ତରେ ଆସିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ସେ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗଦେବେ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ସାମରିକ ଚୁକ୍ତି ହୋଇପାରେ । କେତେକ ସୂଚନା ଅନୁସାରେ ଭାରତ ଋଷିଆଠାରୁ ମୋଟ ୮.୫ ବିଲିୟନ ଡଲାର (ପ୍ରାୟ ୬୧ ହଜାର…
ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଦେଖି ବିଚାରପତି ବିରକ୍ତ, ଲାଗୁ କଲେ 5 ହଜାର ଟଙ୍କାର ଜୋରିମନା
ଲକ୍ଷ୍ନୌ : ଡାକ୍ତରମାନଙ୍କର ଖରାପ ହସ୍ତାକ୍ଷର କଥା କିଏ ନଜାଣେ ? ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଯ଼ୋଗୁଁ ଅନେକ ସମୟରେ ରୋଗୀ କିମ୍ବା ଫାର୍ମାସିଷ୍ଟ ମାନଙ୍କୁ ପଢିବାରେ ଅସୁବିଧା ହୁଏ । ଏହା କାରଣରୁ ଡାକ୍ତର ଗୋଟିଏ ଔଷଧ ଲେଖିଥିବେ କିନ୍ତୁ ଔଷଧ ଦୋକାନୀ ଆଉ ଗୋଟେ ଔଷଧ ଦେଇଥିବ, ଏମିତି ବି…
୩ ଯୁବତୀ ମଦ ପିଇ ପୁଲିସକୁ ବାଡେଇବା ଅଭିଯୋଗରେ ଗିରଫ
ମୁମ୍ବଇ . - ୪ ଜଣ ଯୁବତୀ ମଦ ପିଇ ମାତଲ ଅବସ୍ଥାରେ ପୁଲିସକୁ ବାଡେଇବା ସହ ସାଧାରଣ ସ୍ଥାନରେ ଖରାପ ବ୍ୟବହାର ପ୍ରଦର୍ଶନ କରିବା , ଅଶ୍ଳୀଳ ଆଚରଣ କରିବା ଅଭିଯୋଗ ହୋଇଛି । ପୁଲିସକୁ ମାରପିଟ୍ କରିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛି ।
୨୦ ବର୍ଷରୁ ସାମାନ୍ୟ…
ବିସିସିଆଇରେ କଣ ଚାଲିଛି ? ଚାଲନ୍ତୁ ଆରଟିଆଇ ଫାଇଲ କରିବା
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସୂଚନା ଅଧିକାରୀ ଆଇନ (ଆରଟିଆଇ)ର ଅନ୍ତର୍ଭୁକ୍ତ ହେବ । ବିସିସିଆଇ ଏଣିକି ଦେଶବାସୀଙ୍କୁ ଉତ୍ତର ଦେବାକୁ ବାଧ୍ୟ ହେବ । ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା କମିଶନ । ଅର୍ଥାତ ଜଣେ ଖେଳାଳୀ କେଉଁ କାରଣରୁ ଚୟନ…
ଇଣ୍ଡୋନେସିଆ ସୁନାମୀ ପଛରେ ଆଉ ଏକ କାରଣ ଥାଇପାରେ, କଣ ସେ କାରଣ ?
ଭୁବନେଶ୍ୱର : ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ 1000 ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । କିନ୍ତୁ ବୈଜ୍ଞାନିକ ମାନେ ଏହି ସୁନାମୀର ଭୟଙ୍କର ରୂପକୁ ନେଇ ଚକିତ ହୋଇଯ଼ାଇଛନ୍ତି ।…
ଦିଲ୍ଲୀରେ ବାୟୁ ପ୍ରଦୁଷଣ ରୋକିବ ମେସିନ, ବାୟୁକୁ ଶୁଦ୍ଧ କରିବା ପାଇଁ ୨ ଟିସ୍ଥାନରେ ମେସିନ ସ୍ଥାପନ
ଦିଲ୍ଲୀର ଆଇଟିଓ ଓ ମୁକରବା ଚୌକଠାରେ ବାୟୁ ପ୍ରଦୂଷଣ ନିରାକରଣ ଯନ୍ତ୍ରର ଶୁଭାରମ୍ଭ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ
• ଏହି ଯାନ୍ତ୍ରିକ ବ୍ୟବସ୍ଥା ୫୦୦ଜ୍ଞ୨; ପରିମିତ କ୍ଷେତ୍ର ବାୟୁକୁ ସ୍ୱଚ୍ଛ କରିପାରିବ
• ଅକ୍ଟୋବର ୧୫ ତାରିଖ ସୁଦ୍ଧା ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏଭଳି…
ଅଯ଼ୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ହେବ !
ନୂଆଦିଲ୍ଲୀ: ନମାଜ ପାଠ ପାଇଁ ମସଜିଦ ଅପରିହାର୍ଯ଼୍ୟ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେବା ସତ୍ତ୍ବେ ଅଯ଼ୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପାଇଁ ଆହୁରି ଅନେକ ବାଟ ଯ଼ିବାକୁ ଅଛି । କାରଣ ଆସନ୍ତା ଅକ୍ଟୋବର 29ରୁ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ଜମି ବିବାଦ ମାମଲାର…
ମାଳଦ୍ୱୀପରେ କ୍ଷମତା ପରିବର୍ତ୍ତନ ପଛରେ କଣ ଭାରତର ହାତ ଅଛି ?
ନୂଆଦିଲ୍ଲୀ : ଭାରତ ମହାସାଗରୀୟ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପରେ ନିର୍ବାଚନ ହୋଇ ବିରୋଧୀ ଦଳ କ୍ଷମତାକୁ ଆସିବା ନିଶ୍ଚିତ ହୋଇଯାଇଛି । ଏହା ସହିତ ଏକଛତ୍ରବାଦୀ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଛି । ତେବେ କାଲି ପର୍ୟ୍ୟନ୍ତ ଦେଶର ବିରୋଧୀ ଦଳ ନେତା,…
ଭାରତ ପାକିସ୍ତାନ ସୀମାରେ ଲାଗିଲା ସ୍ମାର୍ଟ ତାର ବାଡ, ଆତଙ୍କବାଦୀ ପ୍ରବେଶର ଦେବ ସୂଚନା
ନୂଆଦିଲ୍ଲୀ . -ଜମ୍ମୁକୁ ଲାଗିଥିବା ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାରେଖାରେ ଦୁଇଟି ସ୍ମାର୍ଟ ଫେନ୍ସିଂ (ତାରବାଡ଼) ପାଇଲଟ ପ୍ରକଳ୍ପକୁ ସୋମବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଦେଶର ସୀମାକୁ ଅଧିକ ନିରାପଦ କରିବାକୁ ସରକାର ଅନେକ…