Browsing Category

ଦେଶ-ବିଦେଶ

ଦେଶରେ ନିର୍ମିତ ହୋଇଥିବା ଟ୍ୟାଙ୍କ ବିଧ୍ୱଂସକାରୀ,ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ .- ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷପଣାସ୍ତ୍ରର ଦ୍ୱିତୀୟ ଉଡାଣକୁ ଆଜି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । ୨୦୧୮ ସେପ୍ଟେମ୍ବର ୧୫ ଓ ୧୬କୁ ଦୁଇ ମିଶନର ଅଧିକତମ ରେଂଜ…

ପାକିସ୍ତାନକୁ  ଜବାବ ଦେବାକୁ ସମୟ ଆସିଯାଇଛି : ସେନାଧ୍ୟକ୍ଷ, ଆମେ ଯ଼ୁଦ୍ଧ ପାଇଁ ପ୍ରସ୍ତୁତ : ପାକ୍

ନୂଆଦିଲ୍ଲୀ : ପାକିସ୍ତାନ ଯେଉଁ ଭାଷା ବୁଝେ ତାକୁ ସେହି ଭାଷାରେ ଜବାବ ଦେବାର ସମୟ ଆସିଯାଇଛି ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ସିଂ ରାଓ୍ଵତ । ସେ କହିଛନ୍ତି ଯେ ପାକିସ୍ତାନ ଓ ଆତଙ୍କବାଦୀଙ୍କ ବର୍ବରତାର ଦୃଢ ଦେବା ପାଇଁ ସମୟ ଆସିଛି । ଆମେ ପାକିସ୍ତାନ ପରି ବର୍ବର ହେବା ନାହିଁ,…

ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଶରଣାର୍ଥୀ ଉଇ ସଦୃଶ, ଦେଶକୁ ନଷ୍ଟ କରିଦେବେ : ଅମିତ ଶାହା

ନୂଆଦିଲ୍ଲୀ : ଆମ ଦେଶରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନଙ୍କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଜେପି ସଭାପତି ଅମିତ ଶାହା  । ସେ କହିଛନ୍ତି ଯ଼େ ଏମାନେ    ହେଉଛନ୍ତି ଉଇ ସଦୃଶ, ଧୀରେ ଧୀରେ ଆମ ଦେଶକୁ ନଷ୍ଟ କରିଦେବେ । ସେମାନଙ୍କୁ ଖୋଜି ଖୋଜି ବାହାର କରାଯିବ ଓ…

ରାହୁଲ କହୁଛନ୍ତି ମୋଦି ହଟାଓ, ପାକିସ୍ତାନ ବି କହୁଛି ମୋଦି ହଟାଓ, ରାହୁଲ କଣ ପାକିସ୍ତାନ ସହ ହାତ ମିଳାଇଛନ୍ତି : ଅମିତ …

ନୂଆଦିଲ୍ଲୀ : ରାଫେଲ ବିମାନ କିଣା ପ୍ରସଙ୍ଗରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ।ଏକ ଟ୍ଵିଟ କରି ସେ କହିଛନ୍ତି ଯେ ରାହୁଲ କହୁଛନ୍ତି ମୋଦି ହଟାଓ ।ପାକିସ୍ତାନ କହୁଛି ମୋଦି ହଟାଅ ।ଏବେ ପାକିସ୍ତାନ ମଧ୍ୟରାଫେଲ ପ୍ରସଙ୍ଗରେ ରାହୁଲଙ୍କୁ ସମର୍ଥନ କରି …

ତାଳଚେରରେ ୧୩ ହଜାର କୋଟି ଟଙ୍କାର କୋଇଲା ବାଷ୍ପୀକରଣ ଓ ଗ୍ୟାସ ଆଧାରିତ ସାର କାରଖାନା ପୁନରୁଦ୍ଧାର କାର୍ୟ୍ୟକ୍ରମର…

• ୩୬ ମାସରେ ସଂପୂର୍ଣ୍ଣ ହେବ ନିର୍ମାଣ କାର୍ୟ୍ୟ • ବିଦେଶରୁ ସାର ଆମଦାନୀ ହ୍ରାସ ସହ ସଞ୍ଚୟ ହେବ ବୈଦେଶିକ ମୁଦ୍ରା • ତାଳଚେରକୁ ବୀରଭୂମି ବର୍ଣ୍ଣନା କଲେ ନରେନ୍ଦ୍ର ମୋଦୀ • ତାଳଚେର, ଗୋରଖପୁର, ସିନ୍ଦ୍ରୀ, ରାମଗୁଣ୍ଡମ, ବରୌଣୀ ସାର କାରଖାନା ହେବ ରାଷ୍ଟ୍ର ନିର୍ମାଣର ଅଂଶବିଶେଷ •…

ଚୀନଠାରୁ ଋଣ ଆଣଥିବା ଦେଶ  ପସ୍ତାଇବେ: ଏପରି ଦେଶମାନଙ୍କୁ ସତର୍କ କଲେ ଭାରତର ସେନାଧ୍ୟକ୍ଷ

ନୂଆଦିଲ୍ଲୀ:  ଏବେ ଭାରତର ପଡୋଶୀ ଦେଶ ନେପାଳର ଚୀନ ପ୍ରେମ ବୃଦ୍ଧି ପାଇଛି । ଭାରତର ହାତ ଛାଡି ଚୀନ ପଛରେ ନେପାଳର ସରକାର ଦଉଡିଛନ୍ତି । ଭାରତକୁ କେତକ କ୍ଷେତ୍ରରେ ଖୋଲା ଖୋଲି ଅସହଯୋଗ କରୁଥିବା ପଦାରେ ପଡିଲାଣି । । ସୂଚନାଯୋଗ୍ୟ ଯେ ଭାରତର ଅଧିକାଂଶ ପଡୋଶୀ ଦେଶ ଚୀନଠାରୁ ଋଣ ନେଇ ବିଭିନ୍ନ…

ନିକଟ ଭବିଷ୍ୟତରେ ପାକିସ୍ତାନ ରସାତଳକୁ ଯିବ ହେବ ତଳି ତଳାନ୍ତ

ନୂଆଦିଲ୍ଲୀ: ପାକିସ୍ତାନ ରସାତଳକୁ ଯିବା ସହ  ହେବ ତଳି ତଳାନ୍ତ ।  ଗୁରୁତର ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନକୁ  ଝଟକା ଉପରେ ଠକା ଲାଗୁଛି  । ଆତଙ୍କବାଦକୁ ଦମନ କରିବା ପାଇଁ ପାକିସ୍ତାନ କିଛି ନ କରି ଓଲଟା ପ୍ରୋତ୍ସାହନ ଦେଉଛି । ଆତଙ୍କବାଦୀ ସଂଗଠନମାନଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା…

୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ . - ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ସରକାର ପ୍ରତିବଦ୍ଧ । ଉତ୍ପାଦକତା ବୃଦ୍ଧି, ଚାଷ ବାବଦ ବ୍ୟୟ ହ୍ରାସ ଏବଂ ବଜାର ବ୍ୟବସ୍ଥା ସମେତ ଫସଲ ପରବର୍ତ୍ତୀ ପରି ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ବଜାର ସଂସ୍କାର କାର୍ୟ୍ୟକାରୀ…

ଉପଗ୍ରହ ଓ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଓ ଟେଲିକମାଣ୍ଡ ଷ୍ଟେସନ ପରିଚାଳନା, ମହାକାଶ ଗବେଷଣା, ବିଜ୍ଞାନ ଏବଂ…

ନୂଆଦିଲ୍ଲୀ  . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଉପଗ୍ରହ ଏବଂ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଏବଂ ଟେଲିକମାଣ୍ଡ ଷ୍ଟେସନର ପରିଚାଳନା ଏବଂ ମହାକାଶ ଗବେଷଣା, ବିଜ୍ଞାନ ଏବଂ ପ୍ରୟୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବ୍ରୁନେଇ ଦାରୁସ୍ସଲାମ…

ବାହ୍ୟ ମହାକାଶ ଗବେଷଣା ଓ ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ଭାରତ – ଦକ୍ଷିଣ ଆଫ୍ରିକା ସହଯୋଗ ବୁଝାମଣା

ନୂଆଦିଲ୍ଲୀ . - ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ଅନୁସନ୍ଧାନ ଏବଂ ଉପଯୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା ।…