Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି
ନୂଆଦିଲ୍ଲୀ . – ଦେଶରେ ନାବିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭୀୟ କହିଛନ୍ତି ଯେ, ସମୁଦ୍ର ନାବିକଙ୍କ ସଂଖ୍ୟା ଭାରତରେ ପ୍ରାୟ ୬୦,୦୦୦ ବୃଦ୍ଧି ଘଟିଛି । ପୂର୍ବରୁ ଜାହାଜ ସମ୍ପର୍କିତ…
ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଆରମ୍ଭ
ନୂଆଦିଲ୍ଲୀ . -କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଠାରେ ବ୍ୟାଟେରୀ ଚାଳିତ ବସ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଇଣ୍ଡିଆ ଟିଭିର କଂପାନୀ ସାମାଜିକ ଦାୟିତ୍ୱ (ଉଝଜ) ଅନ୍ତର୍ଗତ ଏକ…
ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ
ନୂଆଦିଲ୍ଲୀ. - ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅବସର ଗ୍ରହଣ ପରେ ଆସନ୍ତା ଅକ୍ଟୋବର ୩, ୨୦୧୮ରେ ଜଷ୍ଟିସ ଗୋଗୋଇ ନୂତନ କାର୍ୟ୍ୟଭାର…
ମେସର୍ସ ଜାତୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସର ଜମି ମୁମ୍ବାଇ ମହାନଗର କ୍ଷେତ୍ରୀୟ ବିକାଶ ପ୍ରାଧିକରଣକୁ ହସ୍ତାନ୍ତରଣ
• ମେସର୍ସ ଆରସିଏଫର ଜମି ଗ୍ରେଟର ମୁମ୍ବାଇ ମହାନଗର ପାଳିକାକୁ ହସ୍ତାନ୍ତର ଏବଂ
• ଏମଏମଆରଡିଏ/ଏମସିଜିଏମକୁ ଜମି ହସ୍ତାନ୍ତରରେ ପ୍ରାପ୍ତ/ପ୍ରାପ୍ତି ଯୋଗ୍ୟ ହସ୍ତାନ୍ତରଯୋଗ୍ୟ ବିକାଶ ଅଧିକାର ପ୍ରମାଣପତ୍ରର ବିକ୍ରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ…
ସାରିଡନ୍ ସହ ୩୨୮ଟି ଔଷଧ ଭାରତରେ ବିକ୍ରି ବନ୍ଦ କଲେ ସରକାର, ପାନ୍ଡ୍ରେମ୍ ବି ନିଷିଦ୍ଧ
ନୂଆଦିଲ୍ଲୀ . – ପ୍ରସିଦ୍ଧ ପେନ୍କିଲର ସାରିଡନ୍ ସହ ୩୨୮ଟି ଔଷଧକୁ ବାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । କେତକ ଔଷଧର ମିଶ୍ର ବା କମ୍ବିନେସନ୍ ଓ ଏପ୍ଡିସିକୁ ବି ନିଷେଧ କରାଯାଇଛି । କେତକ ଔଷଧକୁ ଅଲଗା କାମରେ ବ୍ୟବହରା କରାଯାଉଥିବାରୁ ତାହାକୁ ନିଷେଧ କରାଯାଇଛି । ମାତ୍ର ଭିକ୍ସ…
ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି
ନୂଆଦିଲ୍ଲୀ-- ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଏହା ଆଗାମୀ ମାସରୁ ଲାଗୁ ହେବ । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ…
ସ୍ୱଦେଶୀ ଯୁଦ୍ଧ ବିମାନ ତେଜସର ଆକାଶରେ ଇନ୍ଧନ ଭରିବା ପରୀକ୍ଷଣ ସଫଳ
ନୂଆଦିଲ୍ଲୀ -- ଭାରତୀୟ ବାୟୁସେନାର ବେସରୁ ଆଜି ଏଲସିଏ ତେଜସ ଏମକେ-୧ରେ ଆକାଶରେ ଉଡୁଥିବା ବେଳେ ଇନ୍ଧନ (ତରଳ ଇନ୍ଧନ) ଭରିବାର କାର୍ୟ୍ୟ ସଫଳତା ପୂର୍ବକ ଶେଷ କରାଯାଇଛି । ଏହି ସଫଳତାକୁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଅନ୍ତିମ ପରିଚାଳନା ସ୍ୱୀକୃତି ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ…
ଆମେରିକାରେ ଥିବା ଭାରତୀୟମାନେ ସେମାନଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ଭୂଲିବା ଉଚିତ ନୁହେଁ :…
ନ୍ୟୁୟର୍କ .- ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ସେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ ଆମେରିକାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କୁ କହିଛନ୍ତି ଏବଂ ଏକ ନୂତନ ଭାରତ ନିର୍ମାଣ କରିବାରେ ସେମାନଙ୍କ ଯୋଗଦାନ ପାଇଁ ଆହ୍ୱାନ କରିଛନ୍ତି ।…
ସେପ୍ଟେମ୍ବର ୧୧ରେ ହାଇଦ୍ରାବାଦ ଗସ୍ତ କରିବେ ନିର୍ବାଚନ କମିଶନଙ୍କ ଟିମ
ନୂଆଦିଲ୍ଲୀ -- ତେଲଙ୍ଗାନା ରାଜ୍ୟ ବିଧାନସଭା ଭଙ୍ଗ ପରିପ୍ରେକ୍ଷୀରେ ଉପୁଜିଥିବା ପରିସ୍ଥିତିର ସମୀକ୍ଷା ଏବଂ ପରବର୍ତ୍ତୀ ନିର୍ବାଚନ ପ୍ରସ୍ତୁତି ସକାଶେ ନିର୍ବାଚନ କମିଶନ ଏକ ଟିମ୍ ହାଇଦ୍ରାବାଦ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ସିନିଅର ଡେପୁଟି ନିର୍ବାଚନ କମିଶନର ଉମେଶ ସିହ୍ନାଙ୍କ…
ସୁନାମୀ ସଂକ୍ରାନ୍ତ ମକ୍ ଡ୍ରିଲ୍ କାର୍ୟ୍ୟକ୍ରମ ଅନୁଷ୍ଠିତ
• ଆଇଟିଇଡ଼ବ୍ଲୁସି ଇଏସଏସଓ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ରର ଅଂଶଗ୍ରହଣ
ପୋଷ୍ଟ କରାଯିବା ଦିନାଙ୍କ: ୦୬ ଝଋଚ ୨୦୧୮ ୩:୪୦ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ
ଭାରତ ସମେତ ଭାରତ ମହାସାଗର ତଟବର୍ତ୍ତୀ ୨୩ଟି ରାଷ୍ଟ୍ର ମିଳିତ ଭାବେ ଭାରତ ମହାସାଗର କ୍ଷେତ୍ରରେ…