Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଜଳ ବଞ୍ଚାଅ, ଭିଡ଼ିଓ ବନାଅ, ପୁରସ୍କାର ପାଅ ପ୍ରତିଯୋଗିତା
କେନ୍ଦ୍ର ଜଳ ସଂପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଦ୍ୱିତୀୟ ପକ୍ଷ (ଜୁଲାଇ ୨୫ - ଅଗଷ୍ଟ ୦୮) ପାଇଁ ଅନୁଷ୍ଠିତ ଜଳ ବଞ୍ଚାଅ, ଭିଡ଼ିଓ ବନାଅ, ପ୍ରତିଯୋଗିତାରେ ପୁରସ୍କାର ପାଅ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପାଟଣାର ମହମ୍ମଦ ଅମଜାଦ୍, କର୍ଣ୍ଣାଟକ, ତୁମକୁରର…
ଜେମ କାରବାର ୩ ବର୍ଷ ମଧ୍ୟରେ ୧୦୦ ବିଲିଅନ ଆମେରିକୀୟ ଡଲାର ଛୁଇଁବ
ପୋଷ୍ଟ କରାଯିବା ଦିନାଙ୍କ: ୦୫ ଝଋଚ ୨୦୧୮ ୨:୪୧ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ
କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଆଜି ସରକାରୀ ଇ-ମାର୍କେଟ ପ୍ଲେସ (ଏଋଗ) ପ୍ରତି ସଚେତନତା ବୃଦ୍ଧି କରିବା ଲାଗି ଏବଂ ଏହାର ଉପଯୋଗରେ ଗତି…
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସହମତିରେ ସମଲିଙ୍ଗୀ ଯ଼ୌନସଂପର୍କ ଅପରାଧ ନୁହେଁ
ନୂଆଦିଲ୍ଲୀ: ଗୁରୁବାର ଦିନ ଏକ ଐତିହାସିକ ରାୟ ଶୁଣାଇ ସୁପ୍ରିମକୋର୍ଟ ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତିଗତ ସମଲିଙ୍ଗୀୟ ଦୈହିକ ସମ୍ପର୍କ ଅପରାଧ ନୁହେଁ ବୋଲି ଘୋଷଣା କରିଛନ୍ତି। ସମଲିଙ୍ଗୀୟ ଯୌନଚାର ନିମନ୍ତେ ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ବ୍ରିଟିସ ଅମଳର ଧାରା ୩୭୭କୁ ଆଂଶିକ ରଦ୍ଦ…
ଆଇସିଟି, ଆଓଟି ଏବଂ ପ୍ରତିରକ୍ଷା ପ୍ରଯୁକ୍ତିରେ ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବାକୁ ଆଇଟିଆଇ ଲିମିଟେଡ ହେଲା ସହଯୋଗୀ
ନୂଆଦିଲ୍ଲୀ .- ଆଇସିଟି-ଆଇଓଟି ଭିତ୍ତିକ ସଲ୍ୟୁସନର ନିର୍ମାତା ଓରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫାକଚରର୍ସ ଓ ପ୍ରମୁଖ ଷ୍ଟାର୍ଟଅପ୍ ଗୁଡ଼ିକ ସହ ଆଇଟିଆଇ ଲିମିଟେଡ ଏକ ବୁଝାମଣାରେ ସ୍ୱାକ୍ଷର କରିଛି । ଅତ୍ୟାଧୁନିକ ବେସାମରିକ ଓ ସାମରିକ ରାଡାର ସିଷ୍ଟମ, ଅତ୍ୟାଧୁନିକ ରାଉଟର ସିଷ୍ଟମ, ନେକ୍ସଟ…
ଏସୀୟ କ୍ରୀଡା ୨୦୧୮ରେରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ . - ଏସୀୟ କ୍ରୀଡା ୨୦୧୮ ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
“ଏସୀୟ କ୍ରୀଡା ୨୦୧୮ ଶେଷ ହୋଇଥିବା ବେଳେ ମୁଁ ପୁଣି ଥରେ ଭାରତୀୟ ଦଳକୁ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି ।…
ଏକ ହଜାର ବିଧବା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କ୍ରିଷ୍ଣା କୁଟୀରକୁ ବୃନ୍ଦାବନଠାରେ ଉଦଘାଟିତ
ବୃନ୍ଦାବନ .- ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ସଂଜୟ ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ବିଧବା ମହିଳାମାନଙ୍କ ପାଇଁ ଉତ୍ତରପ୍ରଦେଶ ମଥୁରାର ବୃନ୍ଦାବନଠାରେ କ୍ରିଷ୍ଣା କୁଟୀରର ଉଦଘାଟନ କରିଛନ୍ତି । ଉତ୍ତର ପ୍ରଦେଶର ମହିଳା କଲ୍ୟାଣ ମନ୍ତ୍ରୀ ପ୍ରୋଫେସର…
ନେଦରଲାଣ୍ଡରେ ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଆୟୁର୍ବେଦ ସମ୍ମିଳନୀକୁ ଉଦଘାଟନ କରିବେ ଆୟୁଷ ମନ୍ତ୍ରୀ
ନୂଆଦିଲ୍ଲୀ .- ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାଏକ ଶନିବାରରେ ନେଦରଲାଣ୍ଡରେ ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଆୟୁର୍ବେଦ ସମ୍ମିଳନୀର ଉଦଘାଟନ କରିଛନ୍ତି । ମନ୍ତ୍ରୀ ୧-୪ ସେପ୍ଟେମ୍ବର, ୨୦୧୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନେଦରଲାଣ୍ଡ…
ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ.- ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାରା ଦେଶର ୩ ହଜାରରୁ ଊର୍ଦ୍ଧ୍ଵ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ…
ରେଳ କ୍ଷେତ୍ରରେ ଉନ୍ନତି ପାଇଁ ଭାରତ, କୋରିଆ ସହଯୋଗ ବୁଝାମଣା
ନୂଆଦିଲ୍ଲୀ. -ରେଳ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା ତଥା ପ୍ରୋତ୍ସାହନ ଦେବା ଲାଗି ଗବେଷଣା ଡିଜାଇନ ଏବଂ ମାନକ ସଂଗଠନ (ଆରଡିଏସଓ), ଭାରତ ଏବଂ କୋରିଆ ରେଳ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (କେଆରଆଇ) ମଧ୍ୟରେ ସହଯୋଗ ଲାଗି ବୁଝାମଣାପତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ…
ଭାରତ ଓ ମରକ୍କୋ ମଧ୍ୟରେ ବିମାନ ସେବାରେ ଉନ୍ନତି ଘଟିବ
ନୂଆଦିଲ୍ଲୀ.-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ମରକ୍କୋ ମଧ୍ୟରେ ବିମାନ ସେବା ଲାଗି ସଂଶୋଧିତ ଚୁକ୍ତିରେ ସ୍ୱାକ୍ଷର କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ନୂଆ ଚୁକ୍ତି ଲାଗୁ ହେବା ସହିତ ଡିସେମ୍ବର ୨୦୦୪ରେ କରାଯାଇଥିବା…