• ମେସର୍ସ ଆରସିଏଫର ଜମି ଗ୍ରେଟର ମୁମ୍ବାଇ ମହାନଗର ପାଳିକାକୁ ହସ୍ତାନ୍ତର ଏବଂ
• ଏମଏମଆରଡିଏ/ଏମସିଜିଏମକୁ ଜମି ହସ୍ତାନ୍ତରରେ ପ୍ରାପ୍ତ/ପ୍ରାପ୍ତି ଯୋଗ୍ୟ ହସ୍ତାନ୍ତରଯୋଗ୍ୟ ବିକାଶ ଅଧିକାର ପ୍ରମାଣପତ୍ରର ବିକ୍ରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି:
୧. ମେସର୍ସ ଜାତୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ (ଆସିଏଫ)ର ଜମିକୁ ମୁମ୍ବାଇ ମହାନଗର କ୍ଷେତ୍ରୀୟ ବିକାଶ ପ୍ରାଧିକରଣ (ଏମଏମଆରଡିଏ)କୁ ହସ୍ତାନ୍ତରଣ ।
୨. ମେସର୍ସ ଆରସିଏଫର ଜମିକୁ ଗ୍ରେଟର ମୁମ୍ବାଇ ମହାନଗର ପାଳିକା (ଏମସିଜିଏମ)କୁ ହସ୍ତାନ୍ତର ଏବଂ
୩. ଏମଏମଆରଡିଏ/ଏସସିଜିଏମକୁ ଜମି ହସ୍ତାନ୍ତରରେ ପ୍ରାପ୍ତ/ପ୍ରାପ୍ତି ଯୋଗ୍ୟ ହସ୍ତାନ୍ତରଣ ଯୋଗ୍ୟ ବିକାଶ ଅଧିକାର (ଟିଡିଆର) ପ୍ରମାଣପତ୍ରର ବିକ୍ରି ।