Browsing Category

ଦେଶ-ବିଦେଶ

ମୁମ୍ବଇ: ମଡେଲ ଉଲଗ୍ନ  ହୋଇ ସିକ୍ୟୁରିଟି ଗାର୍ଡଙ୍କୁ ପିଟିଲେ

ମୁମ୍ବଇ.- ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ଅଭାବନୀୟ ଘଟଣା ଘଟିଛି । ଅନ୍ଧାରୀ ଓ୍ୱେଷ୍ଟର ଲୋଖଣ୍ଡଓ୍ୱାଲାରେ ଥିବା ଏକ ଆପାର୍ଟମେଣ୍ଟର ଏହି ଘଟଣା ଘଟିଛି ।  ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୨୧ ବର୍ଷୀୟ ଏହି ମଡେଲ ବାରମ୍ବାର ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡା ମାରିବା…

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା, ବଢିବ ଶୀତ

କଟକ/ଭୁବନେଶ୍ୱର . – ବଙ୍ଗୋପସାଗରରେ ପଶ୍ଚିମ ଓ କେନ୍ଦ୍ର ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ଭାରତୀୟ ପାଣିପାଗ ସୂଚନା ଦେଇଛି । ରବିବାରଠାରୁ  ବୁଧବାର ପର୍ଯ୍ୟନ୍ତ ଏହାର ପ୍ରଭାବରେ  ପୁରୀ,…

ସବୁଜ ଦୀପାବଳି ସୁସ୍ଥ ଦୀପାବଳୀ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ . - ବାୟୁ ପ୍ରଦୂଷଣ ଏବେ ସାରା ଦେଶରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ବିଶେଷ କରି ଦେଶର ଉତ୍ତର ଭାଗରେ ଏହା ଏଭଳି ଗୁରତର ସ୍ତରରେ ପହଞ୍ଚିଛି ଯେ ସେଥିପାଇଁ ଜନସାଧାରଣଙ୍କୁ ଶୀତ ଦିନେ ମାସ ମାସ ଧରି ଜଟିଳ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଉତ୍ତର ଭାରତରେ ସୃଷ୍ଟ ବାୟୁ…

ରାବଣର ଅଭିନୟ କରିଥିବା ବ୍ୟକ୍ତି ବି ଟ୍ରେନ ଦୁର୍ଘଟଣାରେ ମୃତ, ମୋଟ ମୃତ୍ୟୁ ସଂଖ୍ୟା ୬୦ ଟପିଲା

ଅମୃତସର . – ପଞ୍ଜାବର ଅମୃତସରରେ ରାବଣ ପୋଡି ସମୟରେ ରେଳ ଟ୍ରାକ ଉପରେ ଏହି ଦୃଶ୍ୟକୁ ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢି ଯିବାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏତେ ଲୋକ ସେଠାରେ ଉପସ୍ଥିତ ଥିଲେ ବି କିପରି ସୁରକ୍ଷାରେ ଅବହେଳା ହେଲା ତାହା…

ଜଳ-ସ୍ଥଳ ଓ ଆକାଶ ମାର୍ଗରୁ ପରମାଣୁ ଆକ୍ରମଣ କରିପାରିବ ଭାରତ, ଏପରି କ୍ଷମତା ପୂର୍ବରୁ କେବଳ 5ଟି ଦେଶ ପାଖରେ ଥିଲା

ନୂଆଦିଲ୍ଲୀ : ଭାରତର ତିନି ସେନା ଆଣବିକ ଆକ୍ରମଣ କରିବାକୁ ସକ୍ଷମ । ଏପରି କ୍ଷମତା ରଖିବାରେ ଭାରତ ପୃଥିବୀର ୬ଷ୍ଠ ଦେଶରେ ପରିଣତ ହୋଇଛି ।  ଏହାକୁ ଅପରେସନାଲ ନ୍ୟୁକ୍ଲିୟର ଟ୍ରାୟାଡ କୁହାଯ଼ାଏ ।  ଏହାର ଅର୍ଥ ହେଉଛି ଭାରତ ସମୁଦ୍ର ମଧ୍ୟରୁ, ସ୍ଥଳଭାଗରୁ ଓ ଆକାଶମାର୍ଗରୁ ଆଣବିକ ଆକ୍ରମଣ…

ସ୍ମାର୍ଟ ହେବ ଭାରତର ସେନା, ଟେକନଲୋଜୀର ହେବ ଅଧିକ ପ୍ରୟୋଗ

ନୂଆଦିଲ୍ଲୀ :  ଭାରତ ନିଜର ସୈନ୍ୟଶକ୍ତି ବଳରେ ପାକିସ୍ତାନକୁ ବାରମ୍ବାର ଯୁଦ୍ଧରେ ହରାଇଛି । କିନ୍ତୁ ଚୀନ ସହିତ ଯ଼ୁଦ୍ଧରେ ଭାରତ ପରାଜୟ ବରଣ କରିଥିଲା   ।  ଏବେ ବି ଚୀନ ଆମ ପାଇଁ ସବୁଠୁ ବଡ଼ ଶତ୍ରୁ ହୋଇ ରହିଛି । ଚୀନ ସହିତ ଲଢିବାକୁ ହେଲେ ଆମକୁ ସେହି ଅନୁସାରେ ପ୍ରସ୍ତୁତି କରିବାକୁ ହେବ …

 ରାହୁଲଙ୍କ ଭକ୍ତ ଅବତାର, କ୍ଷମତା ପାଇଁ କଂଗ୍ରେସର ନୂଆ ଚାଲ ?

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ  ଗତ ୧୫ ବର୍ଷ ହେଲା ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ନିର୍ବାଚନ ଜିତିବାକୁ  ସବୁପ୍ରକାରର ରଣକୌଶଳ ଗ୍ରହଣ କରୁଛି । ଖାସ ଗାଦି ହାତେଇବା ପାଇଁ ଦିନେ ହିନ୍ଦୁତ୍ୱକୁ ପ୍ରବଳ ବିରୋଧ କରୁଥିବା ଦଳ ଏଥର ନିଜକୁ ପରମ ହିନ୍ଦୁବାଦୀ ବୋଲି ପ୍ରଚାର କରୁଛି ।…

କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରର କିଡନୀ ଖରାପ, ଆଉ ଅଳ୍ପଦିନ

 ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମୋହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ ଅଜହର ଏବେ ଶଯ୍ୟାଶାୟୀ । ତାହାର ସ୍ପାଇନାଲ କର୍ଡ ଓ କିଡନୀ ଖରାପ ହୋଇଯାଇଛି । ସେଥିପାଇଁ ଏବେ ସେ ରାଓ୍ଵଲପିଣ୍ଡିର ଏକ ମିଲିଟାରୀ ହସପିଟାଲରେ ଚିକିତ୍ସିତ ହେଉଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ…

ଭାରତ ଏସ-୪୦୦ କିଣିବା ପଥରେ ରହିଛି ଏକ ବଡ଼ ପ୍ରତିବନ୍ଧକ, ତାହା କଣ ଜାଣନ୍ତୁ

ନୂଆଦିଲ୍ଲୀ : ବିଶ୍ୱର ସୁପରପାଓ୍ଵାର ଆମେରିକାର ବାରଣ ସତ୍ତ୍ୱେ ଭାରତ ଋଷିଆଠାରୁ ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ କିଣିବା ଲାଗି ଚୁକ୍ତି କରିଛି  ।  ପୂର୍ବରୁ ଚୀନ ଏସ-୪୦୦ କିଣିବା ନେଇ ଆମେରିକା କଟକଣାର ସମ୍ମୁଖୀନ ହୋଇଥିବାବେଳେ  ଭାରତ ପ୍ରତି କିନ୍ତୁ  କୋହଳ ମନୋଭାବ ପ୍ରଦର୍ଶନ କରିଛି…

ବଢୁଛି ଭାରତର ପତିଆରା, ଉଭୟ ଋଷିଆ ଓ ଆମେରିକା ଏବେ ଭାରତର ସାମରିକ ସହଯ଼ୋଗୀ

ନୂଆଦିଲ୍ଲୀ : ଆମେରିକାର ବାରଣ, ନାଲି ଆଖିକୁ ଖାତିର ନକରି ଭାରତ ସରକାର ନିଜର ଦୁଇ ପୁରୁଣା ବନ୍ଧୁ ଋଷିଆ ଓ ଇରାନ ସହ ସଂପର୍କକୁ ବଜାୟ ରଖିଛି । ଗତ କାଲି ଭାରତ ଋଷିଆରୁ ଏସ-୪୦୦  ଟ୍ରିୟମ୍ପ  ମିସାଇଲ   ଡିଫେନ୍ସ ସିଷ୍ଟମ  କିଣିବାକୁ ଚୁକ୍ତି କରିଛି  । ଏହା ଭାରତର ବାୟୁସୀମାକୁ ଏକ ଅଭେଦ୍ୟ…