Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ପ୍ରତି ଆତଙ୍କବାଦୀ ଘଟଣାରେ ଆମକୁ ଦୋଷ ଦେବା ଭାରତର ଅଭ୍ୟାସ : ପାକିସ୍ତାନ
ନୂଆଦିଲ୍ଲୀ : ଅମୃତସରରେ ହୋଇଥିବା ବୋମା ବିସ୍ଫୋରଣରେ କୌଣସି ହାତ ଥିବା କଥାକୁ ପାକିସ୍ତାନ ଅସ୍ୱୀକାର କରିଛି । ଏ ସଂପର୍କରେ ପ୍ରତିକ୍ରିୟା ରଖି ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ଭାରତ ଏକ ଅଭ୍ୟାସଗତ ଦୋଷାରୋପକାରୀ । ପ୍ରତି କଥାରେ ପାକିସ୍ତାନକୁ…
ବିଶ୍ୱକୁ ଠକି ଚାଲିଛି ଉତ୍ତରକୋରିଆ, ଗୋପନରେ ଚାଲୁ ରଖିଛି ଆଣବିକ କାର୍ଯ୍ୟକ୍ରମ
ଓ୍ଵାସିଂଟନ : ସାରା ବିଶ୍ୱକୁ ଠକି ଚାଲିଛି ଉତ୍ତରକୋରିଆ । ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଉତ୍ତରକୋରିଆ ଗତ ଜୁନ ମାସରେ ଆମେରିକା ଓ ଦକ୍ଷିଣ କୋରିଆକୁ ପ୍ରତିଶ୍ରୁତି ଦେଇଥିବାସତ୍ତ୍ୱେ ଗୋପନରେ ନିଜର ଆଣବିକ କାର୍ଯ୍ୟକ୍ରମ ଚାଲୁରଖିଛି । ଏକଥା ଜାଣିବାକୁ ପାଇଛି ଅନ୍ତର୍ଜାତୀୟ…
ମାଲ୍ୟାଙ୍କ ରାହୁ ମହାଦଶା, ହରାଇଲେ ଲଣ୍ଡନରେ ଥିବା ତାଙ୍କର ସୁନା ଶୌଚାଳୟ ଥିବା କୋଠା
ନୂଆଦିଲ୍ଲୀ : ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମୟ ଏବେ ଭଲ ଚାଲିନାହିଁ । ବୋଧହୁଏ ରାହୁ ମହାଦଶା ଚାଲିଛି । ଗୋଟିଏ ପଟେ ଭାରତ ସରକାର ତାଙ୍କୁ ଜେଲରେ ଭର୍ତ୍ତି କରିବାକୁ ଅନେଇ ବସିଛନ୍ତି । ଅନ୍ୟପଟେ ସେ କୋର୍ଟରେ ବିଭିନ୍ନ ମାମଲା ହାରି ଚାଲିଛନ୍ତି । ଭାରତରେ ବିଭିନ୍ନ ସମ୍ପତ୍ତି ହାରିବା ପରେ…
ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଓ ଚୀନଙ୍କ ନୂଆ ଚାଲ
ନୂଆଦିଲ୍ଲୀ : ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନ ଓ ପାକିସ୍ତାନ ନୂଆ ଚାଲ ଚଳାଇଛନ୍ତି । ଅତ୍ୟନ୍ତ ଯୋଜନାବଦ୍ଧଭାବେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବାଂଲାଦେଶୀମାନଙ୍କୁ ପ୍ରବେଶ କରାଉଛନ୍ତି । ଅସ୍ଥିରତା ସୃଷ୍ଟି ପାଇଁ ଏହି ଅନୁପ୍ରବେଶ ବୋଲି ସେନାଧ୍ୟକ୍ଷ ଜେନାରାଲ ବିପିନ…
ଲଞ୍ଚ୍ ହେଲା ଡୁକାଟିର ୫୨ ଲକ୍ଷ ଟଙ୍କିଆ ସବୁଠୁ ଶକ୍ତିଶାଳୀ ସୁପରବାଇକ
ନୂଆଦିଲ୍ଲୀ : ଏହା ସବୁଠାରୁ ଶକ୍ତିଶାଳୀ ସୁପର ବାଇକ୍ । ଡୁକାଟି ଏହାକୁ ଭାରତରେ ଲଞ୍ଚ କରିଛି । ଯୁବ ଗୋଷ୍ଠୀ ଓ ଦାମିକା ବାଇକ୍ ସଉକ ରଖୁଥିବା ଲୋକଙ୍କ ପାଇଁ ଏହା ଉଦିଷ୍ଟ । ଇଟାଲୀୟ ସୁପରବାଇକ ବ୍ରାଣ୍ଡ ଡୁକାଟି ନିଜର ସବୁଠୁ ଶକ୍ତିଶାଳୀ ସୁପରବାଇକ ପାନିଗ୍ଲ ଭି-୪ ଆର୍କୁ ଭାରତୀୟ ବଜାରରେ…
ଏୟାରସେବା ୨.୦ ଆରମ୍ଭ
ନୂଆଦିଲ୍ଲୀ . - କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୋମବାର ଦିଲ୍ଲୀରେ ଏୟାରସେବା ୨.୦ ୱେବ ପୋର୍ଟାଲର ବିକଶିତ ଭର୍ସନର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ବେସାମରିକ…
ହିମାଳୟ ରାଜ୍ୟ ଆଂଚଳିକ ପରିଷଦ ଗଠିତ
ନୂଆଦିଲ୍ଲୀ . - ଭାରତୀୟ ହିମାଳୟ ଅଂଚଳରେ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ “ହିମାଳ ରାଜ୍ୟ ଆଂଚଳିକ ପରିଷଦ” ଗଠନ କରିଛନ୍ତି । ନିର୍ଦ୍ଦିଷ୍ଟି କ୍ଷେତ୍ରରେ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ୫ଟି କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା । ଏହି ଗୋଷ୍ଠୀ…
ଭିସା ପ୍ରକ୍ରିୟା ସରଳୀକରଣ
ଦେଶର ସୁରକ୍ଷା ସୁନିଶ୍ଚିତ କରିବା ସମୟରେ ଦେଶରେ ବିଦେଶୀମାନଙ୍କ ସହଜ ପ୍ରବେଶ, ପ୍ରସ୍ଥାନ ଏବଂ ଅନ୍ୟ ଗତିବିଧିର ସୁବିଧା ଦେବାକୁ ଭାରତରେ ଏକ ମଜବୁତ ଭିସା ବ୍ୟବସ୍ଥା ପ୍ରସ୍ତୁତ କରିଛି । ବିଗତ ଏକ ବର୍ଷ ହେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭିସା ବ୍ୟବସ୍ଥାକୁ ସରଳ କରିବା ଲାଗି ଅନେକ…
ର୍ବାଚନ କମିଶନଙ୍କ ନୂତନ ୱେବସାଇଟ ଉନ୍ମୋଚିତ
ନୂଆଦିଲ୍ଲୀ . -ଭାରତର ନିର୍ବାଚନ କମିଶନ ସୋମବାର ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ https://eci.gov.in .କୁ ଉନ୍ମୋଚନ କରିଛନ୍ତି । ସମ୍ପୂର୍ଣ୍ଣ ନୂତନ କଳେବରରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟ ବ୍ୟବହାରକାରୀମାନଙ୍କ ପାଇଁ ସହଜଗମ୍ୟ ହୋଇପାରିବ । ଏହା ମାଧ୍ୟମରେ ଯେ କେହି…
ସାପ ଖେଳ ଦେଖି ଜୀବନ ଗଲା, ଦେଖନ୍ତୁ ଭିଡିଓ
ନେଲୋର . - ଆନ୍ଧ୍ର ପ୍ରଦେଶର ନେଲୋରରେ ଜଣେ ବ୍ୟକ୍ତି ସାପ ଖେଳ ଦଖି ପ୍ରାଣ ହରାଇଛନ୍ତି । ତେବେ ସାପ ଖେଳ ଖାଲି ଦେଖିବା ଯୋଗୁଁ ନୁହେଁ ସେହି ସମୟରେ ଖେଳ ଦେଖାଉଥିବା ବ୍ୟକ୍ତି ସାପକୁ ତାଙ୍କ ବେକରେ ପକାଇଥିଲା । ସାପଟି ସେହି ସମୟରେ ତାଙ୍କୁ କାମୁଡି ଦେଇଥିଲା
ନେଲୋର ଜିଲାର ସୁଲୁରପେଟ୍ଟା…