Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ସାନ୍ତାଳୀ ଭାଷାର ଉପନ୍ୟାସ ‘ମାରୋମ’ ପାଇଁ ରେଳ କର୍ମଚାରୀଙ୍କୁ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ
ଇଷ୍ଟର୍ଣ୍ଣ ରେଲୱେ ଆସାନସୋଲ ଡିଭିଜନର ଚିଫ୍ ଇନ୍ସପେକ୍ଟର ଅଫ ଟିକେଟ ଶ୍ୟାମ ସୁନ୍ଦର ବେସ୍ରା ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ସାନ୍ତାଳୀ ଭାଷାରେ ଲେଖିଥିବା ଉପନ୍ୟାସ ‘ମାରୋମ’ ପାଇଁ ଏକାଡେମୀ ପୁରସ୍କାର ପାଇବେ । ସାନ୍ତାଳ ପ୍ରଗଣାର ସାମାଜିକ,…
‘ସଭିଙ୍କ ପାଇଁ ବ୍ରଡବ୍ୟାଣ୍ଡ’ ଏବଂ ‘୪୦ ଲକ୍ଷ ନିଯୁକ୍ତି ସୃଷ୍ଟି’ ଏନଡିସିପି-୨୦୧୮ ରଲକ୍ଷ୍ୟ
ନୂଆଦିଲ୍ଲୀ -କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ମନୋଜ ସିହ୍ନା କହିଛନ୍ତି “ଜାତୀୟ ଡିଜିଟାଲ୍ ଯୋଗାଯୋଗ ନୀତି (ଘଊଉଚ) ୨୦୧୮ ସୁଦୃଢ଼, ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ଦୀର୍ଘସ୍ଥାୟୀ ଡିଜିଟାଲ ଯୋଗାଯୋଗ କ୍ଷେତ୍ରକୁ ବିକଶିତ ଏବଂ ପ୍ରୋତ୍ସାହିତ କରିବା ସହିତ ପ୍ରଧାନମନ୍ତ୍ରୀ …
ରନ୍ଧନ ଗ୍ୟାସରଏଲପିଜି ସବସିଡ଼ି ଫେରସ୍ତ କଲେ ୧.୦୩ କୋଟି ଉପଭୋକ୍ତା
ନୂଆଦିଲ୍ଲୀ . - ୧୨.୧୨.୨୦୧୮ ତାରିଖ ସୁଦ୍ଧା ଦେଶରେ ହୋଇଥିବା “ଗିଭ୍ଇଟ୍ଅପ୍” (ଫେରସ୍ତ) ଅଭିଯାନରେ ୧.୦୩ କୋଟି ଏଲପିଜି ଉପଭୋକ୍ତା ସେମାନଙ୍କର ଏଲପିଜି ସବସିଡ଼ି ଫେରସ୍ତ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ…
ଜାତୀୟ ପେନସନ ପ୍ରଣାଳୀ ସରଳ ହେଲା
ନୂଆଦିଲ୍ଲୀ . - ୬ ଡିସେମ୍ବର, ୨୦୧୮ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ପେନସନ ପ୍ରଣାଳୀ (ଏନପିଏସ)କୁ ସରଳ କରିବା ଲାଗି ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଏନପିଏସ ଟିୟର-୧ରେ ଆସୁଥିବା କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଅଂଶଧନ…
ବାତ୍ୟା ‘ପେଥାଇ’ ଦୁର୍ବଳ , ରାଜ୍ୟରେ ବର୍ଷା ସମ୍ଭାବନା , ବଢିବ ଶୀତ
ଭୁବନେଶ୍ୱର . - ବଙ୍ଗୋପସାରରେ ସୃଷ୍ଟ ଲଘୁଚାପ ସମୁଦ୍ର ଭିତରେ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଦୁର୍ବଳ ହୋଇଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡାରେ ସ୍ଥଳଭାଗକୁ ଛୁଇଁବ। ସ୍ଥଳଭାଗ ପହଞ୍ଚିବା ପରେ‘ପେଥାଇ’ ଅବପାତରେ ପରିଣତ ହୋଇଯିବ।…
ଆଜି ରାତିରେ ପୃଥିବୀ ପାଖ ଦେଇ ଯିବ ଧୂମକେତୁ ୪୬ ପି-ରିଟାନେନ୍
ନ୍ୟୁୟର୍କ . - ଆଜି ଡିସେମ୍ବର ୧୬ ତାରିଖ ରାତିରେ ପୃଥିବୀ ନିକଟ ଦେଇ ଏକ ଧୂମକେତୁ ଯିବ । ବିନା ଦୂର ବେକ୍ଷଣ ଯନ୍ତ୍ରରେ ଏହି ଧୂମକେତୁକୁ ଦେଖି ହେବ । ଏହା ପୃଥିବୀଠାରୁ ପ୍ରାୟ ୧୧ .୪ ମିଲିୟନ କିଲୋମିଟର ଦୂରରେ ଗତି କରିବ । ଏହି ଧୂମକେତୁର ନାମ ୪୬ ପି-ରିଟାନେନ୍ । ପୃଥିବୀ ନିକଟରେ ଏହା…
ବାତ୍ୟା ‘ପେଥାଇ ‘ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର .- ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ପେଥାଇ ' ଚେନ୍ନାଇ ଠାରୁ ପ୍ରାୟ ୭୦୦ କିମି ଦୂରରେ ରହିଛି ଆସନ୍ତା ୨୪ଘଣ୍ଟା ମଧ୍ୟରେ ‘ପେଥାଇ’ ଭୀଷଣ ବାତ୍ୟାର ରୂପ ନେବା ସହ ସୋମବାର ଅପରାହ୍ଣରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ଓଙ୍ଗଲ…
ନଭେମ୍ବର ୨୦୧୮ରେ ଜିଏସଟି ରାଜସ୍ୱ ସଂଗ୍ରହ ୯୭ ହଜାର କୋଟି ଟଙ୍କା ଟପିଲା
ନୂଆଦିଲ୍ଲୀ . - ନଭେମ୍ବର ୨୦୧୮ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ବସ୍ତୁ ଏବଂ ସେବା କର (ଜିଏସଟି)ରୁ ୯୭ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଛି । ଏହି ଅବଧିରେ ମୋଟ ଜିଏସଟି ଟିକସ ସଂଗ୍ରହ ୯୭,୬୩୭ କୋଟି ଟଙ୍କା ରହିଥିଲା । ଏଥିମଧ୍ୟରୁ ସିଜିଏସଟି ୧୬୮୧୨ କୋଟି ଟଙ୍କା, ଏସଜିଏସଟି ୨୩୦୭୦…
ଏବେ ରେଳରେ ମହିଳାଙ୍କୁ ମିଳିବ ଅଧିକ ସଂରକ୍ଷିତ ଆସନ(ସିଟ୍)
ନୂଆଦିଲ୍ଲୀ . -ଟ୍ରେନ ଯାତ୍ରାରେ ମହିଳା ଯାତ୍ରୀମାନଙ୍କ ସୁବିଧା ପାଇଁ ସଂରକ୍ଷିତ ଆସନ ଗୁଡ଼ିକରେ ସେମାନଙ୍କ ସକାଶେ ଆସନ ସଂରକ୍ଷଣ ରଖିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ରାଜଧାନୀ/ଦୂରନ୍ତୋ/ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ (୩ ଏସି କ୍ଲାସ…
ଫ୍ରେଞ୍ଚ୍ ଗିଆନାରୁ ଭାରତର ସର୍ବାଧିକ ଭାରୀ ଯୋଗାଯୋଗ ଉପଗ୍ରହ ଜିସାଟ୍-୧୧ର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ.- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଦ୍ୱାରା ନିର୍ମିତ ସର୍ବାଧିକ ଭାରୀ ତଥା ସର୍ବାଧୁନିକ ଯୋଗାଯୋଗ ଉପଗ୍ରହ ଜିସାଟ୍-୧୧କୁ ଆଜି ପ୍ରତ୍ୟୁଷରେ ଫ୍ରେଞ୍ଚ୍ ଗିଆନାଠାରୁ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରାଯାଇଛି ।
ଆରିଆନ୍ ୫ ଠଇ-୨୪୬ ଉତକ୍ଷେପଣ ଯାନ ସାହାଯ୍ୟରେ…