Browsing Category

ଦେଶ-ବିଦେଶ

ଆଜିଠାରୁ ଆରମ୍ଭ ହେଲା କୁମ୍ଭ ମେଳା,  ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମ୍ମିଳନୀ

ଆଜିଠାରୁ ଆରମ୍ଭ ହେଉଛି ସନାତନ ସଂସ୍କୃତିର ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ, ବିଶାଳ ଧାର୍ମିକ ସମାରୋହ କୁମ୍ଭ । ଆଜି ବ୍ରାହ୍ମ ମୂହୂର୍ତ୍ତରେ   ପ୍ରୟାଗରାଜଠାରେ ଥିବା ପବିତ୍ର ସଂଗମଠାରେ ବୁଡ଼ ପକାଇ କୋଟି କୋଟି ହିନ୍ଦୁ ସାଧୁସନ୍ଥ ଓ ସାଧାରଣ ଶ୍ରଦ୍ଧାଳୁ ଏହି ଶୁଭାରମ୍ଭ କରିଛନ୍ତି । ପ୍ରଥମେ ନାଗା…

ରେଳ ଷ୍ଟେସନର ଆଧୁନୀକିକରଣ,୧୨୫୩ଟି ଷ୍ଟେସନ ଚିହ୍ନଟ  ୧୦୬୫ଟି  ବିକଶିତ

ନୂଆଦିଲ୍ଲୀ ----ରେଳ ଷ୍ଟେସନର ଉନ୍ନତିକରଣ ଏକ ନିରନ୍ତର ଜାରି ରହିଥିବା ପ୍ରକ୍ରିୟା । ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆବଶ୍ୟକତା, ଯାତ୍ରୀ ସଂଖ୍ୟା, ପ୍ରାଥମିକତା ତଥା ଆର୍ଥିକ ସଙ୍ଗତିକୁ ଦୃଷ୍ଟିରେ ରଖି ନିଆଯାଉଛି । ୨୦୦୯-୧୦ରୁ ଆଦର୍ଶ ଷ୍ଟେସନ ଯୋଜନା ଆରମ୍ଭ…

ପରୋକ୍ଷ ଟିକସ ସଂଗ୍ରହ୨୦୧୮-୧୯ ଅବଧିରେ ୬,୧୨,୬୫୩.୪୭ କୋଟି ଟଙ୍କା ଆଦାୟ

ନୂଆଦିଲ୍ଲୀ----ମୋଟ ନିଟ ପରୋକ୍ଷ ଟିକସ ସଂଗ୍ରହ (ସିଜିଏସଟି, ଆଇଜିଏସଟି ଏବଂ ଜିଏସଟି କ୍ଷତିପୂରଣ ସେସ)କୁ ମିଶାଇ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ନଭେମ୍ବର, ୨୦୧୮-୧୯ ଅବଧିରେ ଟ. ୬,୧୨,୬୫୩.୪୭ କୋଟି ଟଙ୍କା ରହିଛି । ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟ…

ଭାରତର କୃତ୍ରିମ ଉପଗ୍ରହରେ ଲାଗିବ ନୂଆ ସ୍କ୍ରାମଜେଟ୍‌ ଇଞ୍ଜିନ୍‌

ନୂଆଦିଲ୍ଲୀ . - ଏୟାର ବ୍ରେଦିଂ ପ୍ରପଲସନ ବ୍ୟବସ୍ଥାରେ ସଫଳତା ହାସଲ ଉଦ୍ଦେଶ୍ୟରେ ପ୍ରଥମ ସ୍କ୍ରାମଜେଟ୍‌ ଇଞ୍ଜିନର ସବ୍‌-ସ୍କେଲ୍‌ ପରୀକ୍ଷାମୂଳକ ଅଭିଯାନ ସଫଳତାର ସହ ଅଗଷ୍ଟ ୨୮, ୨୦୧୮ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ଠାରୁ ସମ୍ପନ୍ନ ହୋଇଛି । ଏହି ପରୀକ୍ଷାମୂଳକ…

ସାଧାରଣଲୋକ ପାଇପାରିବେ ସାଟେଲାଇଟରେ ଉଠାଯାଇଥିବା ଫଟୋ

ଭାରତୀୟ ଉପଗ୍ରହମାନଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ବିଭିନ୍ନ ଚିତ୍ର ପାଇବା ସକାଶେ ସାଧାରଣ ଜନତାଙ୍କ ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଥିବା ରିମୋଟ ସେନ୍ସିଂ ଡ଼ାଟା ନୀତି (RSDP-2011) ଆଧାରରେ ଏହି ବ୍ୟବସ୍ଥା ସଂପନ୍ନ ହୋଇଛି ।…

ବିଜୟା, ଦେନା ଏବଂ ବ୍ୟାଙ୍କ ଅଫ ବରୋଦାର ତ୍ରିପକ୍ଷୀୟ ମ୍ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ସମ୍ମିଶ୍ରଣ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ବ୍ୟାଙ୍କ ଅଫ ବରୋଦାକୁ ହସ୍ତାନ୍ତରିତ ଏବଂ ବିଜୟା ତଥା ଦେନା ବ୍ୟାଙ୍କକୁ…

ଆଗକୁ ମଦ କିଣିଲେ ମିଳିବ ରସିଦ!

କଟକ . – ମଦ ଦୋକାନରୁ ମଦ କିଣିଲେ ଆଗକୁ ରସିଦ ମିଳିବ । ଏବେ କୌଣସି ମଦ ଦୋକାନୀ ରସିଦ ନ ଦେବା ସହ ବିଭିନ୍ନ ମଦର ଅଧିକ ଦାମ ନେଉଥିବା କଥା ଅଭିଯୋଗ ହେଉଛି । ମାତ୍ର ଦେଶର ଅନ୍ୟ ରାଜ୍ୟମାନଙ୍କରେ ଦୋକାନୀ ରସିଦ ଦେଉଛନ୍ତି ।  ଓଡ଼ିଶାରେ ଏହି ବ୍ୟବ୍ୟସ୍ଥା ଲାଗୁ କରିବା ପାଇ ହାଇକୋର୍ଟରେ ଏକ…

ଖସିବ ପାରଦ  ବଢିବ ଶୀତ- ଥରିବ ଓଡ଼ିଶା

ସାରା ଦେଶରେ ଏବେ ଶୀତରର ପ୍ରଭାବ ଦେଖିବାକୁ ମିଳିଛି ।  ଉତ୍ତର ଭାରତରେ ଶୀତ ଲହରୀ  ଅନୁଭୂତ ହେଉଛି ।  କାଶ୍ମୀର, ହିମାଚଳ , ଉତ୍ତରାଖଣ୍ଡ ସହ ଉତ୍ତର ପୂର୍ବ ଅଞ୍ଚଳର ଅନେକ ରାଜ୍ୟରେ ଏବେ  ତୁଷାର ବର୍ଷା  ହେଉଛି । ଓଡ଼ିଶାରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି  । ପ୍ରାୟ ସମସ୍ତ ସ୍ଥାନରେ…

ସାନ୍ତାଳୀ ଭାଷାର ଉପନ୍ୟାସ ‘ମାରୋମ’ ପାଇଁ ରେଳ କର୍ମଚାରୀଙ୍କୁ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ

ଇଷ୍ଟର୍ଣ୍ଣ ରେଲୱେ ଆସାନସୋଲ ଡିଭିଜନର ଚିଫ୍ ଇନ୍ସପେକ୍ଟର ଅଫ ଟିକେଟ ଶ୍ୟାମ ସୁନ୍ଦର ବେସ୍ରା ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ସାନ୍ତାଳୀ ଭାଷାରେ ଲେଖିଥିବା ଉପନ୍ୟାସ ‘ମାରୋମ’ ପାଇଁ ଏକାଡେମୀ ପୁରସ୍କାର ପାଇବେ । ସାନ୍ତାଳ ପ୍ରଗଣାର ସାମାଜିକ,…