Browsing Tag

odisha

ସାପ କାମୁଡ଼ାରେ ଦୁଇ ମୃତ

ଅନୁଗୋଳ . - ଅନୁଗୋଳ ଜିଲ୍ଲା ଛେଣ୍ଡି ଦା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଜିଲ୍ଲାର ତେଣ୍ଟୋଲୋଇ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆଗାଁ ଗ୍ରାମରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…

ଫସଲବୀମା ଯୋଜନା ରଥ, ଏକର ପିଛା ୩୯୫ ଟଙ୍କା

ପୁରୀ . - ପୁରୀ ଜିଲ୍ଲାରେ ଗୁରୁବାରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ୧୧ଟି ବ୍ଲକ୍‍ ଅନ୍ତର୍ଗତ ୨୬୮ଟି ଗ୍ରାମପଞ୍ଚାୟତରେ ଯୋଜନା ସମ୍ପର୍କରେ ପ୍ରଚାର କରିବା ସହିତ ଚାଷୀମାନଙ୍କୁ ଫସଲବୀମା ଭୁକ୍ତ ଲାଗି ଉତ୍ସାହିତ କରିବ । ଚଳିତ…

ରାଜ୍ୟରେ ମିଳିବ ଉନ୍ନତ ଧରଣ ର ପାଣିପାଗ ସୂଚନା, ଲାଗିବ ଆଉ ଦୁଇଟି ଡପଲର୍‌ ରାଡାର୍‌

ଭୁବନେଶ୍ୱର . - ରାଜ୍ୟରେ ବର୍ତ୍ତମାନ ପାରାଦ୍ୱୀପ ଓ ଗୋପାଳପୁରଠାରେ ଡପ୍ଲର ରାଡାର୍‍ ସ୍ଥାପନ କରାଯାଇଛି । ବାଲେଶ୍ୱର ଓ ସମ୍ବଲପୁରଠାରେ ମଧ୍ୟ ଏଭଳି ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାରରେ ବିଧାନସଭାରେ ଏହି ସୂଚନା…

ଏବେ ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ହେବେ ବାହର

ନୂଆଦିଲ୍ଲୀ .- ଭାରତରେ ବହୁ ଦିନରୁ ବେଆଇନ୍‍ ଭାବେ ବସବାସ କରୁଥିବା ଲୋକଙ୍କୁ ବାହାର କରିଦିଆଯିବ । ଅନ୍ତର୍ଜାତୀୟ ଆଇନ୍‍ ଆଧାରରେ ଏଭଳି ପଦକ୍ଷେପ ନିଆଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ରାଜ୍ୟସଭାରେ ଆସାମରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ରାଷ୍ଟ୍ରୀୟ ନାଗରିକତା…

ଜାତୀୟ ମେଡ଼ିକାଲ କମିଶନ ବିଲ୍‍କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ . - ଜାତୀୟ ମେଡ଼ିକାଲ କମିଶନ ବିଲ୍‍ ୨୦୧୯ କେନ୍ଦ୍ର କ୍ୟାବିନେଟ୍‍ର ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବିଲ୍‍ ଆଇନ୍‍ରେ ପରିଣତ ହେଲେ ବର୍ତ୍ତମାନ ପ୍ରଚଳିତ…

ଓଡିଶୀ ନୃତ୍ୟଗୁରୁ ସୋନାଲ୍‍ ମାନ୍‍ସିଂ ପାଇବେ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର

ନୂଆଦିଲ୍ଲୀ . - ଓଡିଶୀ ନୃତ୍ୟଗୁରୁ ସୋନାଲ୍‍ ମାନ୍‍ସିଂ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଡିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଓଡିଶୀ ନୃତ୍ୟଶିଳ୍ପୀ ସୁରୁପା ସେନ୍‍ ଓ ଛଉନୃତ୍ୟ ପାଇଁ ତପନ କୁମାର…

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର . - ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ବିଶ୍ୱ ଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ରାଜନୀତିରେ ଯୋଗଦେଇଥିଲେ ତେବେ…

୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର - ରାଜ୍ୟରେ ଆସନ୍ତା ୪ଦିନ ଧରି ବର୍ଷା ଲାଗି ରହିବା ସହ ପଶ୍ଚିମ, ଦକ୍ଷିଣଓଡ଼ିଶାରେ କୋହଲା ପାଗ ରହିବ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ବଡ ବର୍ଷାର ଆଶଙ୍କା ନାହିଁ…

କଟକରେ କମନ୍‌ଓ୍ୱେଲଥ୍‌ ଟେବୁଲ ଟେନିସ୍‍ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ- କଟକରେ କମନ୍‌ଓ୍ୱେଲଥ୍‌ ଟେବୁଲ ଟେନିସ୍‍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମରେ ୧ତମ ଅନ୍ତର୍ଜାତିୟ ଟେବୁଲ୍‍ ଟେନିସ୍‍ ଚାମ୍ପିୟନସିପ୍‍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉଦ୍‍ଘାଟନ କରିଥିଲେ। ଏହି ଏହି ପ୍ରତିଯୋଗିତାରେ ଭାରତ,…

ବିଧବା ଆଦିବାସୀ ମହିଳାଙ୍କୁ ପୁଲିସ କନେଷ୍ଟବଳ ଖରାପ ବ୍ୟବହାର କରିଥିବା ଅଭିଯୋଗ

ବଲାଙ୍ଗୀର . - ବିଧାୟକଙ୍କ ପରେ ବଲାଙ୍ଗୀରରେ ଏବେ ଜଣେ ପୁଲିସ କନେଷ୍ଟବଳଙ୍କ ଅସୌଜନ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।। ଜମି ବିବାଦକୁ ନେଇ ପୁଲିସ କନେଷ୍ଟବଳଙ୍କ ଜଣେ ବିଧବା ମହିଳାଙ୍କୁ ଥାନାରେ ପିଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ସହିତ ପୁଲିସ ଆଉ…