ହେଲମେଟ ଏବଂ ଫାସ୍ଟ୍ୟାଗ ବାଧ୍ୟତାମୂଳକ
ଜାତୀୟ ରାଜପଥ ଗୁଡ଼ିକରୁ ଫାସ୍ଟାଗ୍ ମାଧ୍ୟମରେ ଶତପ୍ରତିଶତ ଟୋଲ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏଁ ବୃଦ୍ଧି କରିଛନ୍ତି । ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରଣାଳୟ ଜଣାଇଛି । ତେବେ ଡିସେମ୍ବର ୨୫ରେ ଆଜିଠାରୁ…