Browsing Tag

odisha

କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ୧୦ ଆହତ

ସୁନ୍ଦରଗଡ଼ -- ୨୨।୦୨। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ଆଜି ଏକ ଅଘଟଣ ଘଟିଛି। ଶିବରାତ୍ରି ଅବସରରେ ଦର୍ଶନପାଇଁ ଯାଉଥିବାବେଳେ ମନ୍ଦିର ପାଖରେ ପଥର ଖସିବାରୁ ଶିଶୁ ସମେତ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ…

୩୩ ଜିଲାର ବିଜେଡି ସଭାପତିଙ୍କ ତାଲିକା- କିଏ ହେଲେ କେଉଁଠି

ଭୁବନେଶ୍ୱର -- ବି.ଜେ.ଡି.ର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲାପାଇଁ ଘୋଷଣା ହୋଇଥିବା ୩୩ ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବାବେଳେ ୧୯ ନୂଆମୁହଁ ରହିଛନ୍ତି। ଭୁବନେଶ୍ୱରପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଶ ସାମନ୍ତରାୟ,…

ମହିଳାଙ୍କ ଉପରେ ହିଂସା ମାମଲାର ଶୀଘ୍ରନ୍ୟାୟ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ୍‍ କୋର୍ଟ

ଭୁବନେଶ୍ୱର --- ପୀଡିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି । ଏହି ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ମଧ୍ୟରୁ ୨୧ଟିରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା…

୨୦୦୫-୦୬ରୁ ଅନେକ ବସ୍ତୁରେ ଜିଆଇ ଟ୍ୟାଗ ପାଇଛି ଓଡ଼ିଶା ,ଜାଣନ୍ତୁ

ଭୁବନେଶ୍ୱର .- ୨୦୧୯ ମସିହାରେ ଓଡ଼ିଶା ରସଗୋଲାରେ ଜିଆଇ ଟ୍ୟାଗ ପାଇଛି । ଏଥିପାଇଁ ସାରା ରାଜ୍ୟରେ ମିଠାର ଖୁସୀର ଲହରି ଖେଳିଯାଇଛି । ମାତ୍ର ୨୦୦୫-୦୬ ମସିହାରୁ ଓଡ଼ିଶା ଜିଆଇ ଟ୍ୟାଗ ପାଇ ଲାଣି । ଏ ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିଛି । ଏଥି ମଧ୍ୟରେ ୮ଟି…

ରାଜ୍ୟରେ ସମସ୍ତ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‍ ଓଜନ ଯାଞ୍ଚ ହେବ

ଭୁବନେଶ୍ୱର .-  ରାଜ୍ୟର ସବୁ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ ହେବ । ଅନେକ ଇଂରାଜୀ ମାଧ୍ୟମ ଓ ଘରୋଇ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବହି ଓ ଖାତା ସ୍କୁଲ ବ୍ୟାଗରେ ଆଣିବା ପାଇଁ ବାଧ୍ୟ କରାଯାଉଛି। ଓଜନିଆ ବ୍ୟାଗ ନେବାରୁ…

କେମିତି ନାରାୟଣ ପାଲଟିଲା ସାଇକୋ କିଲର !

କଟକ . - କଟକରେ ସିରିଏଲ୍‌ କିଲଂ ପଛର ସାଇକୋ କିଲରକୁ ପୁଲିସ ଧରିଥିବା ଦାବି କରିଛି । ସିସି ଟିଭି ଫୁଟେଜ୍‌ ଆଧାରରେ ତାକୁ ଧରାଯାଇଥିବା ସୂଚନା ଦିଆଯାଇଛି । ତାହାର ନାମ ନାରାୟଣ ସାହୁ ବୋଲି ଜଣା ପଡିଛି ଫନି ପୂର୍ବରୁ ନାରାୟଣ ସାହୁକୁ ଏସ୍‌ସିବି ମେଡିକାଲ ମାନସିକରୋଗୀ ଓ୍ୱାର୍ଡରେ ଚିକିତ୍ସା…

କୁମ୍ଭୀର ପ୍ରଜନନ ଋତୁ ପରେ ଅଗଷ୍ଟ ଏକ ତାରିଖରୁ ଖୋଲିବ ଭିତରକନିକା

ଭୁବନେଶ୍ୱର . - ବିଶ୍ୱପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି । ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ…

୨୬ ତାରିଖ ଶୁକ୍ରବାରରୁ ପ୍ରବଳ ବର୍ଷା ସମ୍ଭାବନା, ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର - ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୬ତାରିଖ ବେଳକୁ ଲଘୁଚାପ ବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ଯୌନ ନିର୍ଯ୍ୟାତନା ଅଭିଯୋଗ ଥିବା ଡିଏଫ୍‌ଓଙ୍କ ସହ ବନ ବିଭାଗର ବିଭିନ୍ନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବ୍ରହ୍ମପୁର . - ଦିଗପହଣ୍ଡି ରେଞ୍ଜର, ଖଲ୍ଲୀକୋଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମେତ ଅନ୍ୟ କେତେକ ଅଭିଯୋଗରେ ଏହି ଚଢ଼ଉ ଚାଲିଛି । ଭିଜିଲାନ୍ସର କଟକ ସେଲ୍‍ ଦ୍ୱାରା ଏହି ଚଢ଼ଉ କରାଯାଇଛି । ଡିଏଫ୍‍ଓ ଆଶିଷ କୁମାର ବେହେରାଙ୍କ…

ସରକାରୀ ଅର୍ଥ ହଡପ ଅଭିଯୋଗରୋ ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର - ଲୋକଙ୍କ ପାଇଁ ଆସୁଥିବା ସରକାରୀ ଯୋଜନାର ଅର୍ଥ ହଡପ ଅଭିଯୋଗରେ ଜଣେ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ପଞ୍ଚାୟତି ରାଜ ବିଭାଗ ତାଙ୍କୁ ନିଲମ୍ବିତ କରିଛି । ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ଦିଆଯାଉଥିବା ସରକାରୀ ଟଙ୍କୁ ଆତ୍ମସାତ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ…