Browsing Tag

odisha

ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଆଉ ଯାଇପାରିବନି ଗାଡି ମଟର

ପୁରୀ . - ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଶ୍ରୀମନ୍ଦିର ନିକଟକୁ ଆଉ କୌଣସି ଗାଡି ମଟର ଯାଇ ପାରିବ ନାହିଁ । ଏନେ ନେଇ ବଡ ଦାଣ୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀମନ୍ଦିରରୁ ରାଜା ନଅର ପର୍ଯ୍ୟନ୍ତ ସ୍ଥାନକୁ ନୋ ପାର୍କିଂ ଜୋନ୍‍ ଘୋଣୋ କରାଯାଇଛି ।…

ଜାଣନ୍ତୁ ଅର୍ଶର କାରଣ, ଲକ୍ଷଣ ଓ ଏହାର  ନିରାକରଣ

ଅର୍ଶ ରୋଗ ଏକ କଷ୍ଟ ଦାୟକ ରୋଗ । ମଳଦ୍ୱାରରେ ଥିବା ମାଂସପେଶୀର ଦୁର୍ବଳତା, କୋଷ୍ଠକାଠିନ୍ୟ ଯୋଗୁ ହୋଇଥାଏ। ମଳଦ୍ୱାରରେ ଥିବା ପେରିଷ୍ଟୋନିୟମର ଶିରା ସଙ୍କୁଚିତ ହେବା ଦ୍ୱାରା ମଳଦ୍ୱାର ଦୁର୍ବଳ ହୋଇ ମାଂସଗୁଳି ବୃଦ୍ଧି ପାଏ। ମଳ କଠିନ ହେଲେ ଏହା ଫାଟି ରକ୍ତ ପଡେ। ଏହା ଦୁଇପ୍ରକାର- ଭିତର…

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଭୋଡାଫୋନ୍ ଆଇଡିଆର ୯୦% ନେଟୱାର୍କ କାର୍ଯ୍ୟକ୍ଷମ

ଭୁବନେଶ୍ୱର : ଭୋଡାଫୋନ୍ ଆଇଡିଆ ପକ୍ଷରୁ ବାତ୍ୟା ଫନି ପ୍ରଭାବିତ ୧୦ଟି ଜିଲ୍ଲାରେ ପାଖାପାଖି ୯୦ ପ୍ରତିଶତ ନେଟୱାର୍କର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି। ଏହିସବୁ ଅଞ୍ଚଚଳରେ ୨୬୦୦ରୁ ଉର୍ଦ୍ଧ ସ୍ଥାନରେ ନେଟୱାର୍କକୁ ଏବେ ସଚଳ କରାଯାଇଛି। ଏହାବାଦ୍ କମ୍ପାନୀ ଏହାର ୩ଜି ଏବଂ ୪ଜି ଗ୍ରାହକଙ୍କ…

ଭୋଟ ଦେବା ପୂର୍ବରୁ ସତର୍କ ହୁଅନ୍ତୁ ; ଜାଣନ୍ତୁ କେଉଁ ଦଳରେ କେତେ ଦାଗୀ ନେତା

ଭୁବନେଶ୍ୱର : ସାରା ଦେଶରେ ନିର୍ବାଚନ ଋତୁ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଏକ ସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏ ପରିସ୍ଥିତିରେ ଭୋଟରମାନଙ୍କ ଦାୟିତ୍ୱ ବଢିଯାଇଛି…

ଆଚରଣ ବିଧି ଉଲ୍ଲଙ୍ଘନ କରିନାହିଁ, ନୋଟିସ ମିଳିଲେ ଉତ୍ତର ରଖିବି : ସଂବିତ ପାତ୍ର

ଭୁବନେଶ୍ବର :  ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯ଼ୋଗର ସମ୍ମୁଖୀନ ହୋଇଥିବା ବିଜେପିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସଂବିତ ପାତ୍ର କହିଛନ୍ତି ଯ଼େ ସେ ଏପର୍ଯ଼୍ୟନ୍ତ କୌଣସି ନୋଟିସ ପାଇନାହାନ୍ତି । ନୋଟିସ ପାଇବାପରେ ସେ ତାହାର ଉଚିତ ଉତ୍ତର ରଖିବେ । ଏହା ପୂର୍ବରୁ ବିଜେଡିର…

ଅପରାଧ ବ୍ୟାପାରରେ ଭାରତ, ମରୋକ୍କୋ ଆପୋସ ଆଇନ ସହାୟତା ରାଜିନାମାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ . -ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅପରାଧିକ ବ୍ୟାପାରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ଆପୋସ ଆଇନ ସହାୟତା ରାଜିନାମାକୁ ମଞ୍ଜୁର କରିଛନ୍ତି । ଏହି ଚୁକ୍ତି ଅପରାଧର ତଦନ୍ତ ଏବଂ ଦଣ୍ଡବିଧାନ, ଟ୍ରେସିଂ, ସଂଯମ, ଜବତ ଏବଂ…

ମାଡିଆସୁଛି ସାମୁଦ୍ରିକ ବାତ୍ୟା ତିତିଲି, ଘଣ୍ଟାପ୍ରତି ୧୨୫ କିଲୋମିଟର ରହିବ ପବନର ବେଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଏବେ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ଦକ୍ଷିଣପୂର୍ବ ଦିଗରେ  କେନ୍ଦ୍ରୀଭୂତ ହୋଇରହିଛି ।…

ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

ନୂଆଦିଲ୍ଲୀ . – ଦେଶରେ ନାବିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭୀୟ କହିଛନ୍ତି ଯେ, ସମୁଦ୍ର ନାବିକଙ୍କ ସଂଖ୍ୟା ଭାରତରେ ପ୍ରାୟ ୬୦,୦୦୦ ବୃଦ୍ଧି ଘଟିଛି । ପୂର୍ବରୁ ଜାହାଜ ସମ୍ପର୍କିତ…

ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ।

ନୂଆଦିଲ୍ଲା  --  ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ ହୋଇଛି ।କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତରା ଆବାସ ନକଭୀ ଏହାର ଉଦ୍‌ଘାଟନ କରିଛନ୍ତି  । ଏହି ଅବସରରେ ନକଭୀ କହିଲେ ଯେ, ଏହି ଆପ୍ ଗରିବ ଓ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ସହଜରେ…

ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଆରମ୍ଭ

ନୂଆଦିଲ୍ଲୀ . -କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଠାରେ ବ୍ୟାଟେରୀ ଚାଳିତ ବସ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଇଣ୍ଡିଆ ଟିଭିର କଂପାନୀ ସାମାଜିକ ଦାୟିତ୍ୱ (ଉଝଜ) ଅନ୍ତର୍ଗତ ଏକ…