ଓଡିଶୀ ନୃତ୍ୟଗୁରୁ ସୋନାଲ୍‍ ମାନ୍‍ସିଂ ପାଇବେ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର

0 956

ନୂଆଦିଲ୍ଲୀ . – ଓଡିଶୀ ନୃତ୍ୟଗୁରୁ ସୋନାଲ୍‍ ମାନ୍‍ସିଂ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଡିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଓଡିଶୀ ନୃତ୍ୟଶିଳ୍ପୀ ସୁରୁପା ସେନ୍‍ ଓ ଛଉନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

Leave A Reply