ଓଡିଶୀ ନୃତ୍ୟଗୁରୁ ସୋନାଲ୍ ମାନ୍ସିଂ ପାଇବେ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର
ନୂଆଦିଲ୍ଲୀ . - ଓଡିଶୀ ନୃତ୍ୟଗୁରୁ ସୋନାଲ୍ ମାନ୍ସିଂ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଡିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଓଡିଶୀ ନୃତ୍ୟଶିଳ୍ପୀ ସୁରୁପା ସେନ୍ ଓ ଛଉନୃତ୍ୟ ପାଇଁ ତପନ କୁମାର…