Browsing Category

ଓଡିଶା

ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚିବା ବିଷୟରେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ନିଷ୍ପତ୍ତି ନେବେ

କଟକ --- ଜାନୁୟାରୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା  ସଚିବାଳୟର ସହକାରୀ  ବିଭାଗୀୟ ଅଧିକାରୀ ବା ଏଏସ୍‌ଓ ପରୀକ୍ଷା ଘୁଞ୍ଚାଇବା  ବିଷୟରେ  ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ନିଷ୍ପତି ନେବେ । ଏ ନେଇ ସ୍ୟାଟରେ ଏକ ମାମଲା ଦାୟର ହୋଇଥିଲା । ଜନୁୟାରୀ ୨୦ ତାରିଖରେ ରେଳବାଇର ଏକ…

ଆଜି ମଧ୍ୟ ରାତ୍ରୀରେ ଖୋଲା ରହିବ ଶ୍ରୀମନ୍ଦିର , ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ ..-  ନବବର୍ଷ ଉପଲକ୍ଷେ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରୀରୁ ଶ୍ରୀମନ୍ଦିରରେ  ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ ।  ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦର୍ଶନ ଲାଗି ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ନୂଆ ବର୍ଷ ଅବସରରେ ପୁରୀର ପ୍ରବଳ…

ଜାନୁଆରୀ ଏକ ଓ ଦୁଇ ତାରିଖରେ ମାଡିଆସିବ ଶୀତ ଲହରୀ, ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ଶୀତ

ଭୁବନେଶ୍ୱର ..- ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି ।  ଏଥିଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅପରାହ୍ନରୁ ସକାଳ ୧୦ଟା ପର୍ଯ୍ୟନ୍ତ ଥଣ୍ଡା ପବନ ବହୁଛି । ପାହାଡିଆ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସଞ୍ଜ ଓ ସକାଳେ ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇ ପଡୁଛି ।…

ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ କରି କନେଷ୍ଟବଳ ନିଲମ୍ବିତ

ପୁରୀ .. -  ସେବାୟତ ଓ ପୁଲିସ ବିବାଦ ଯୋଗୁଁ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କର ନୀତି କାନ୍ତି ଦୀର୍ଘ ସମୟ ଧରି ବନ୍ଦ ରହିବା ବିବାଦ ଓ ହଜାର ହଜାର ଶ୍ରଦ୍ଧାଳୁ ସକାଳୁ ଦର୍ଶନ ନପାଇଁ ଫେରିବା ଗୋଟିଏ ଦିନ ନ ପୁରୁଣୁ ପୁରୀରେ ଶ୍ରୀମନ୍ଦିରରେ କାର୍ଯ୍ୟରତ କନେଷ୍ଟବଳ ଶ୍ରୀମନ୍ଦିରର ପରି ଏକ ପବିତ୍ର…

ଆସନ୍ତା ତିନିଦିନ ପ୍ରବଳ ଶୀତ

ଭୁବନେଶ୍ୱର .-- ଡିସେମ୍ବର  ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଓଡ଼ିଶା ସହ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଗୁଜୁରାଟରେ ବି ପ୍ରବଳ ଶୀତ ହେବ । ରାତିରେ ପ୍ରବଳ ଶୀତ ହେବ । ସାଧାରଣ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ…

ଥରୁଛି ଓଡ଼ିଶା , କମୁଛି ପାରଦ

ଭୁବନେଶ୍ୱର . – ଓଡ଼ିଶାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏପରି ପ୍ରବଳ ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ ଶୀତର ପରିମାଣ ବଢିବାର ଆଶଙ୍କା କରାଯାଉଛି । ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାତି ୧୨ଟା ପରଠାରୁ ସକାଳ ୮ ପର୍ଯ୍ୟନ୍ତ…

ନବୀନ ସରକାରଙ୍କୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ . - ନବୀନ ପଟ୍ଟନାୟକଙ୍କର ସରକାର ହକି ବିଶ୍ୱ କପ୍‌କୁ ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରି ଟ୍ୱିଟ କରିଛନ୍ତି । ଫାଇନାଲରେ ପହଞ୍ଚିଥିବା ଉଭୟଦଳଙ୍କୁ ଶୁଭେଚ୍ଛା ଜଣାଇବା ସହ , ସଫଳତାର ସହ ବିଶ୍ୱକପ୍‌ ଆୟୋଜନ କରିବା ପଛରେ ପରିଶ୍ରମ କରିଥିବା…

ବାତ୍ୟା ‘ପେଥାଇ ‘ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର .- ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ପେଥାଇ '  ଚେନ୍ନାଇ ଠାରୁ ପ୍ରାୟ ୭୦୦ କିମି ଦୂରରେ ରହିଛି ଆସନ୍ତା ୨୪ଘଣ୍ଟା ମଧ୍ୟରେ ‘ପେଥାଇ’ ଭୀଷଣ ବାତ୍ୟାର ରୂପ ନେବା ସହ ସୋମବାର ଅପରାହ୍ଣରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ଓଙ୍ଗଲ…

ସିଟି ଗ୍ୟାସ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ : ଆସନ୍ତା ୨-୩ ବର୍ଷ ମଧ୍ୟରେ  ଦେଶର ୪୦୦ ଟି ଜିଲ୍ଲାରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ଓ ଏହି ସମୟ ସୁଦ୍ଧା ସିଏନଜି ଷ୍ଟେସନ ସଂଖ୍ୟା ୧୦ ହଜାରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସିଟି ଗ୍ୟାସ ବିତରଣ ଓ ସିଏନଜି ଦ୍ୱାରା ଦେଶରେ…

ପେଟ୍ରୋଲ, ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ, ଭୁବନେଶ୍ୱରରେ ୭୪ ତଳକୁ ଖସିଲା ପେଟ୍ରୋଲ

ନୂଆଦିଲ୍ଲୀ : ଗତ କାଲିର ବିରାମ ପରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ପେଟ୍ରୋଲ ଲିଟର ପିଛା ୪୩ ପଇସା ଓ ଡିଜେଲ ୪୮ ପଇସା ହ୍ରାସ ପାଇଛି । ସରକାରଙ୍କ ଦ୍ୱାରା ୨ ଟଙ୍କା ୫୦ ପଇସା ଉତ୍ପାଦ ଶୁଳକ ହ୍ରାସ ପରେ ଏହା ହେଉଛି ସର୍ବାଧିକ ଏକଦିବସୀୟ ହ୍ରାସ । ଆଜିର ଏହି ହ୍ରାସ…