Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଚରଣ ବିଧି ଉଲ୍ଲଙ୍ଘନ କରିନାହିଁ, ନୋଟିସ ମିଳିଲେ ଉତ୍ତର ରଖିବି : ସଂବିତ ପାତ୍ର
ଭୁବନେଶ୍ବର : ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯ଼ୋଗର ସମ୍ମୁଖୀନ ହୋଇଥିବା ବିଜେପିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସଂବିତ ପାତ୍ର କହିଛନ୍ତି ଯ଼େ ସେ ଏପର୍ଯ଼୍ୟନ୍ତ କୌଣସି ନୋଟିସ ପାଇନାହାନ୍ତି । ନୋଟିସ ପାଇବାପରେ ସେ ତାହାର ଉଚିତ ଉତ୍ତର ରଖିବେ ।
ଏହା ପୂର୍ବରୁ ବିଜେଡିର…
ନବୀନ ବିଜେପୁରରେ ନିର୍ବାଚନ ଜିତିଲେ ସବୁଜ ଶସ୍ୟରେ ଭରିବ କ୍ଷେତ, ବଦଳିବ ଚାଷୀଙ୍କ ଭାଗ୍ୟ!
ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମର ହିଞ୍ଜିଳି ବ୍ୟତୀତ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ବିଜୁ ଜନତା ଦଳର ଆଶା ଯେ, ନବୀନ ପଟ୍ଟନାୟକ ଉଭୟ ଆସନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବେ । ହିଞ୍ଜିଳିରେ ନୀବନଙ୍କ ବିଜୟ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢିବେ ବିଜେପିର ପୀତାମ୍ବର ଓ ସନତ
ଭୁବନେଶ୍ୱର ..- ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ବାତାବରଣ ବେଶ୍ ସରଗରମ୍ ହୋଇ ଆସୁଛି । ଓଡ଼ିଶାରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏବେ ବିଜୁ ଜନତା ଦଳ ୫ ଥର କ୍ଷମତାକୁ…
୨ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ନୂଆ ୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର: କଂଗ୍ରେସ ୨ଟି ଆସନ ପାଇଁ ପ୍ରାର୍ଥୀ ବଦଳାଇଥିବା ବେଳେ ଅନ୍ୟ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଜି ଉଦୟଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରାଉରକେଲା ଓ ହିଞ୍ଜିଳିରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ।ହିଞ୍ଜିଳି ପାଇଁ ପୂର୍ବରୁ ରାମକୃଷ୍ଣ…
ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର .- ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୀରମିତ୍ରପୁରରୁ ମାଖଲୁ ଏକ୍କାଙ୍କୁ ଓ ଫୁଲବାଣୀରୁ ଅଙ୍ଗଦ କହଁରଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇଟି ଆସନରୁ ପ୍ରାର୍ଥୀ…
ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ
ଭୁବନେଶ୍ୱର: ସୋମବାରରେ ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏଥିରେ ଓଡ଼ିଶାର ଦୁଇଟି ଲୋକସଭା ପ୍ରାର୍ଥୀ ଓ ୯ଟି ବାଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି989 ।ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର କଟକରୁ ଓ ପୂର୍ବତନ…
ମାର୍ଚ୍ଚ ୨୯ ଓ ଏପ୍ରିଲ ୧ ରେ ଓଡ଼ିଶାରେ ସାଧାରଣ ସଭା କରିବେ ମୋଦୀ
ଭୁବନେଶ୍ୱର ..- ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁଛନ୍ତି । ମାର୍ଚ୍ଚ ୨୯ ତାରିଖରେ ସେ ଜୟପୁରରରେ ଏକ ସଧାରଣ ସଭାରେ ଯୋଗ ଦେବେ । ସେହିପରି ଏପ୍ରିଲ ଏକ ତାରିଖରେ ସେ ଭବାନୀପାଟଣାରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବେ ।
ମଙ୍ଗଳବାର ୨୬ ତାରିଖରେ…
ନିର୍ବାଚନ ଲଢିବେନି ପ୍ରଭାତ
ଭୁବନେଶ୍ୱର ..- ପ୍ରଭାତ ତ୍ରିପାଠି ଏଥର ନିର୍ବାଚନ ଲଢିବେନାହିଁ ବୋଲି ସୂଚନା ଦେଇଛନ୍ତି । ସେ ବାଙ୍କୀରୁ ବିଧାୟକ ଅଛନ୍ତି । ନବୀନ ପଟ୍ଟନାୟକଙ୍କୁ ସେ ଲିଖିତ ଭାବେ ଏ ବିଷୟରେ ଜଣାଇଛନ୍ତି । ଦଳକୁ ସେ ସାଙ୍ଗଠନିକ ଭାବେ ସମର୍ଥନ କରିବେ । ଦଲ ପାଇଁ ନିର୍ବାଚନ ପ୍ରଚାର କରିବେ । ବିଜେପି…
ବିଜେପିରେ ମିଶିଲେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଓ ଖାରବେଳ ସ୍ୱାଇଁ
ଖାରବେଳ ସ୍ୱାଇଁ କନ୍ଧମାଳରୁ ହେବେ ଲୋକସଭା ପ୍ରାର୍ଥୀ
ସୋମବାରରେ ବିଜେପୁରରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ କଲେ
ଭୁବନେଶ୍ୱର .. –ସୋମବାରେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟାହ୍ଣ ୨.୪୦ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା…